News World Odisha
Current News Updates

ରଜ ପରେ ଆସିବ ରେଜଲ୍ଟ : ଜୁନ୍ ୧୭ କିମ୍ବା ୧୮ରେ ପ୍ରକାଶ ପାଇବ କଳା ଓ ବାଣିଜ୍ୟ ଫଳ

0 366

Get real time updates directly on you device, subscribe now.

ରଜ ପରେ ଯ଼ୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଏକସାଙ୍ଗରେ କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ । ୧୭ କିମ୍ବା ୧୮ରେ ବାହାରିବା ନେଇ ସମ୍ଭାବନା ରହିଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ରାଜ୍ୟରେ ୩ ଲକ୍ଷ ୬୫ ହଜାର ୮୨୬ ଜଣ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଦେଇଥିଲେ । ମେ ୧୦ ସୁଦ୍ଧା ଖାତା ମୂଲ୍ୟାୟନ ସରିଥିଲା । ଜୁନ ୩ ତାରିଖରେ ଯ଼ୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏବେ ରଜରେ ଯ଼ୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments
Loading...