News World Odisha
Current News Updates

ନୀଳଗିରି ଅଞ୍ଚଳରେ ପୁଣି ପଶିଲେ ଝାଡଖଣ୍ଡି ହାତୀପଲ…

0 228

Get real time updates directly on you device, subscribe now.

ନୀଳଗିରି ଅଞ୍ଚଳରେ ପୁଣି ପଶିଲେ ଝାଡଖଣ୍ଡି ହାତୀପଲ। ଦୁର୍ଗାଦେବୀ ଅଞ୍ଚଳ ଦେଇ ଆଜି ଭୋରୁ ଭୋରୁ ଗୋପାଳପୁର ଜଂଗଲ ପାର ହୋଇ ତିନିକୋଶିଆ ଜଂଗଲରେ ୩୫ଟି ହାତିପଲ ପ୍ରବେଶ କରିଛନ୍ତି। ଏମାନଙ୍କ ମଧ୍ୟରେ ୫ ଛୁଆହାତୀ ଥିବା ନୀଳଗିରି ରେଂଜର ସୁକୁମାର ଦାସ ସୂଚନା ଦେଇଛନ୍ତି। ଚଳିତଥରକୁ ମିଶାଇ ମୋଟ୍‌ ୫ ଥର ଝାଡଖଣ୍ଡ ହାତୀପଲ ଏଥର ନୀଳଗିରି ରେଞ୍ଜକୁ ଆସିଛନ୍ତି। ପୂର୍ବରୁ ହାତୀପଲ ପ୍ରତିବର୍ଷ ଆସୁଥିବା ବେଳେ, ଏବେ ବର୍ଷକୁ ୪ରୁ ୫ ଥର ଆସିବାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।

Get real time updates directly on you device, subscribe now.

Comments
Loading...