News World Odisha
Current News Updates

ଏବେ ପ୍ରାକୃତିକ ଉପାୟରେ ବିନାଶ କରନ୍ତୁ, କ୍ୟାନସର ଭଳି ମାରାତ୍ମକ ରୋଗ…

0 9,364

Get real time updates directly on you device, subscribe now.

‘କ୍ୟାନସର’ ଏକ ମାରାତ୍ମକ ରୋଗ । ଏହି ନାଁ ଶୁଣିଲେ ମନରେ ଭୟ ସୃଷ୍ଟି ହୁଏ
। କିନ୍ତୁ ଆପଣ ଚାହିଁଲେ ଏବେ ପ୍ରାକୃତିକ ଘରୋଇ ଉପାୟ ମାଧ୍ୟମରେ ନିଜକୁ କ୍ୟାନସର’ଠାରୁ ଦୂରେଇ ରଖିପାରିବେ
। କିଭଳି ଓ କଣ କଲେ ଆପଣ ନିଜେ ସୁସ୍ଥ ଓ ନିରୋଗ ରହିବା ସହ ପରିବାରକୁ ସୁରକ୍ଷିତ ରଖିପାରିବେ,ସେନେଇ ଜାଣନ୍ତୁ କିଛି ଟିପ୍ସ….

୧- ମିଠା ଖାଇବା ବନ୍ଦ କରିବା ହେଉଛି କ୍ୟାନସରକୁ ରୋକିବାର ପ୍ରଥମ ପ୍ରଣାଳୀ । ଶରୀରରେ ସୁଗାରର ମାତ୍ରା କମ ଥିଲେ କ୍ୟାନସର ସେଲ ଗୁଡ଼ିକ ସ୍ୱତଃପ୍ରବୃତ୍ତ ମୃତ୍ୟୁବରଣ କରିଥାନ୍ତି ।

୨-ଦ୍ୱିତୀୟ ପ୍ରଣାଳୀ ହେଉଛି ପ୍ରତିଦିନ ୩ ମାସ ପାଇଁ ଉଷୁମ ପାଣିରେ ଲେମ୍ୱୁ ଚିପୁଡ଼ି ପିଅନ୍ତୁ, ଏହା କ୍ୟାନସରକୁ ବିନାଶ କରିବାରେ ସାହାଯ୍ୟ କରିବ । ମାରିଲାଣ୍ଡ କଲେଜ ଅଫ୍ ମେଡ଼ିସିନର ରିସର୍ଚ୍ଚ ଅନୁଯାୟୀ ଏହି ଉପାୟ କେମୋ ଥେରାପି ଠାରୁ ୧୦୦୦ଗୁଣରେ ଅଧିକ ଲାଭଦାୟକ ।

୩-ତୃତୀୟ ପ୍ରଣାଳୀ ହେଉଛି ପ୍ରତିଦିନ ସକାଳେ ଏବଂ ସଂନ୍ଧ୍ୟାରେ ତିନି ଚାମଚ ନଡ଼ିଆ ତେଲ ପିଅନ୍ତୁ । ଏହି ଦୁଇଟି ପ୍ରଣାଳୀ ଆପଣ ମାନେ ମିଠା ଖାଇବା ବନ୍ଦ କରିବା ପରେ ଆରମ୍ଭ କରିପାରିବେ ।

୪-ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ପିଇଲେ ଏହା କ୍ୟାନସରକୁ ମାରିଥାଏ । ବିନା ଚିନି ମିଶାଇ ଏହାକୁ ପିଇଲେ ଏହା କ୍ୟାନସର ସେଲ୍ ଗୁଡ଼ିକୁ  ମାରିଥାଏ । ଥଣ୍ଡା ଲେମ୍ୱୁ ପାଣିରେ କେବଳ ଭିଟାମିନ-ସି ଥାଏ ତେଣୁ ଏହା କ୍ୟାନସର ସହ ଲଢ଼ିବା ପାଇଁ ସକ୍ଷମ ନଥାଏ ।

୫-ଉଷୁମ ପାଣି କ୍ୟାନସର ଟ୍ୟୁମରର ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରୁଛି । ଲେମ୍ବୁରେ ଥିବା ସାଇଟ୍ରିକ ଏସିଡ଼ ଏବଂ ପୋଲିଫେନଲ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ତେବେ କ୍ୟାନସର ରୋଗକୁ ଭୟ ନକରି ଏସବୁ ପ୍ରଣାଳୀ ଅନୁସରଣ କରି ଆପଣ ଏହି ମାରାତ୍ମକ ରୋଗରୁ ମୁକ୍ତି ପାଇ ପାରିବେ ।

Get real time updates directly on you device, subscribe now.

Comments
Loading...