News World Odisha
Current News Updates

ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ ଯୁବକଙ୍କୁ ଗଳାକାଟି ହତ୍ୟା…

0 141

Get real time updates directly on you device, subscribe now.

ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ତାଙ୍କ ନାଁ ହେଉଛି ପ୍ରଶ୍ନ ନାୟକ। ଦୁର୍ବୃତ୍ତମାନେ ପ୍ରଶ୍ନଙ୍କୁ ରଥସାହିର ମଝିରାସ୍ତାରେ ଗଳାକାଟି ହତ୍ୟା କରିବା ପରେ ରାସ୍ତାରେ ପକାଇ ଚାଲିଯାଇଥିଲେ। ପୋଲିସ ରହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ପ୍ରଶ୍ନଙ୍କୁ ହତ୍ୟା କରାଗଲା କିମ୍ବା ଏଭଳି କାହିଁକି ହତ୍ୟା କଲେ ଦୁର୍ବୃତ୍ତ ସେ ସଂପର୍କରେ ପୋଲିସକୁ କିଛି ସୂଚନା ମିଳିପାରିନାହିଁ।

Get real time updates directly on you device, subscribe now.

Comments
Loading...