News World Odisha
Current News Updates

ଚେକଡ୍ୟାମରେ ଖସିପଡି ଯୁବକ ମୃତ

0 48

Get real time updates directly on you device, subscribe now.

କେନ୍ଦୁଝର ଗରଗଡ଼ବାହାଳୀ ମୂଷଳନଦୀ ଚେକଡ୍ୟାମୃରେ ପଡ଼ି ଯ଼ୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କେନ୍ଦୁଝରର ଲିଟୁ ପାତ୍ର । ଲିଟୁ ସଂପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିବା ବେଳେ, ଗୋଡ ଖସିଯିବାରୁ ପାଣିରେ ପଡିଯାଇଥିଲେ ।

ସ୍ଥାନୀୟ ଲୋକ ଓ ଦମକଳବାହିନୀ ପହଞ୍ଚି ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ, ତାଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Get real time updates directly on you device, subscribe now.

Comments
Loading...