ମୁକ୍ତ ହେଲେ ଆୟାର

କ୍ୟାପିଟାଲ ହସ୍ପିଟାଲରୁ ବାହାରିଲେ ଅଭିଜିତ ଆୟର। ଓକିଲଙ୍କ ସହ ବାହାରିଲେ ଅଭିଜିତ ଆୟର। ୨ଟି ମାମଲାରେ ଅଭିଜିତଙ୍କୁ ଜାମିନ ମିଳିଛି। ଭୁବନେଶ୍ୱର ଓ କୋଣାର୍କ ମାମଲାରେ ଜାମିନ ମଞ୍ଜୁର ହୋଇଛି। କୋଣାର୍କ ଓ ଅନ୍ୟାନ୍ୟ ପ୍ରସଂଗରେ ମନ୍ତବ୍ୟ ଦେଇ ଫସିଥିଲେ ଆୟର। ଅକ୍ଟୋବର ୨୩ରୁ ଗିରଫ ହୋଇ ଜେଲ୍‌ରେ ଥିଲେ । ଅସୁସ୍ଥ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ନିଜ ଆଚରଣ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ସରକାର ମାମଲା ପ୍ରତ୍ୟାହାର କରିବା ପରେ ଅଭିଜିତ ମୁକ୍ତ ହୋଇଛନ୍ତି।

 

 

Comments (0)
Add Comment