ଅପବ୍ୟବହାର ହେଉଛି ଡାଟା,ଆପଣଙ୍କ ମୋବାଇଲରେ ଅଛି କି ଏହି ଆପ୍ ?

ମୋବାଇଲ ମାନିଆ ହୋଇଛି ସାରା ଦୁନିଆ । ଆଣ୍ଡ୍ରଏଡ୍ ମୋବାଇଲରେ ଥିବା ନୂଆ ନୂଆ ଆପ୍, ନୂଆ ନୂଆ ଫିର୍ଚସ ପାଇଁ ପାଗଳ ଯୁବପିଢି । ବଶେ କିଛି ଦନ ହବେ ‘ଟିକ୍ ଟକ୍’,କ୍ୱାଇ,ବଗ୍ ଲାଇଭ,ଅପ ଲାଇଭ ଭଳି ଆପ ଯୁବପିଢିଙ୍କୁ ଅଧିକ ମୋବାଇଲ ମାନିଆ କରିଦେଇଛି । ଏହି ଆପ୍ ଗୁଡିକ ପାଇଁ ବିଶଷେଜ୍ଞମାନେ ର୍ସତକ ସୂଚନା ଦେଇଛନ୍ତି ।ତାଙ୍କ କହିବା ଅନୁସାରେ ଏହି ଆପ୍ ଗୁଡିକ ପିଡୋଫାଇଲସ୍ ଙ୍କ ପାଇଁ ନୂତନ ଶିକାର ସ୍ଥଳୀ ପାଲଟିଛି । ଏପରିକି ଏହି ଚାଇନିଜ ଆପ୍ ଗୁଡିକ ଦଶେର ନିୟମ କାନୁନକୁ ଉଲଙ୍ଘନ କରୁଛି ବୋଲି ମଧ୍ୟ ର୍ସତକ କରାଉଛି । ତା ସହିତ ପ୍ରାଇଭସେି ପୋଲିସି ଆଞ୍ଚଳିକ ଭାଷାରେ ନଥିବାରୁ ଲୋକେ ଏହାକୁ ଡାଉନଲୋଡ କରିବା ଆଗରୁ ବୁଝି ପାରୁନାହାନ୍ତି ।
ତବେେ ଏହା ପ୍ରଥମ ଥର ନୁହଁ ଯେ ଉକ୍ତ ଚାଇନିଜ ଆପ୍ କୁ ବିପଦଜନ୍ନକ ବୋଲି ଚିହ୍ନଟ କରାଯାଇଛି ।ଗତ ର୍ବଷ ମଧ୍ୟ ଇଣ୍ଡିଆନ ଇଣ୍ଟଲେିଜନେସ୍ ଏଜନେ୍ସି ପକ୍ଷରୁ 40ଟି ଚାଇନିଜ ଆପକୁ ବିପଦଜନକ ବୋଲି ଚିହ୍ନଟ କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରୀଙ୍କ ରିପୋର୍ଟ ଅନୁଯାୟୀ ଉକ୍ତ 40ଟି ଆପ୍କୁ ଅନଇନଷ୍ଟଲ କରିବା ପାଇଁ ନିର୍ଦ୍ଧଶେ ମଧ୍ୟ ଦିଆଯାଇଥିଲା ।ଏହି ସବୁ ଆପ୍ ବ୍ୟବହାର ଦ୍ୱାରା ବ୍ୟକ୍ତିଗତ ଡାଟା ଅପବ୍ୟବହାର ହୋଇପାରେ ଯାହାକି ରାଷ୍ଟିୟ ସୁରକ୍ଷା ପ୍ରତି ମଧ୍ୟ ବିପଦଜନ୍ନକ ।
ଜାଣନ୍ତୁ ଭାରତରେ ବହୁଳ ବ୍ୟବହାର ହେଉଥିବା କେଉଁ ଆପକୁ ବିପଦଜନ୍ନକ ଚିହ୍ନଟ କରାଯାଇଛି ……
1. ଉଇ ଚାଟ
2. ସେୟାର ଇଟ୍
3. ୟିଉସି ନ୍ୟୁଜ
4. ୟିଉସି ବ୍ରାଉଜର
5. ବିଉଟି ପ୍ଲସ୍
6. ୟିଉକମ୍ ମକେଅପ୍
7. ଭିବା ଭିଡିଓ
8. ପାରାଲାଲ ସ୍ପେସ୍
9. ଡିୟୁ ରକେର୍ଡର
10. ଏମ୍ ଆଇ ଷ୍ଟୋର
11. 360 ସିକ୍ୟୁରିଟି

Comments (0)
Add Comment