ସମ୍ପର୍କ ରଖି ଜାଳି ଦେଉଥିଲେ ଶରୀର

ଶାରୀରିକ ସମ୍ପର୍କ ରଖୁଥିଲେ, ପରେ ଜିଅନ୍ତା ପୋଡ଼ି ଦେଉଥିଲେ ।  ଆଫ୍ରିକା ମହାଦେଶରେ ରହିଛି ଅଙ୍ଗୋଲା ନାମକ ଏକ ଛୋଟ ଦେଶ। ସପ୍ତାଦଶ ଶତାବ୍ଦୀରେ ଏଠାରେ ମହିଳାଙ୍କ ହାତରେ ଥିଲା ଶାସନ ଡୋର। ସ୍ୱଭାବରେ ଥିଲେ ସେମାନେ ଅତ୍ୟନ୍ତ ନୃସଂସ। ସିଂହାସନ ଲୋଭରେ ନିଜ ଭାଇ, ଭଉଣୀ ଓ ମାତାପିତାଙ୍କୁ ମଧ୍ୟ ଅତି ନିର୍ମମଭାବେ ହତ୍ୟା କରୁଥିଲେ।

ଶପ୍ତାଦଶ ଶତାବ୍ଦୀରେ ଏନ୍‌ଜିଙ୍ଗା ଏମମ୍ବାନ୍ଦୁ ନାମକ ଜଣେ ମହାରାଣୀ ଏଠାରେ ଶାସନ କରୁଥିଲେ। ସେ ଏକାଧିକ ପୁରୁଷଙ୍କ ସହିତ ଶାରିରୀକ ସମ୍ପର୍କ ରଖୁଥିଲେ। ତାଙ୍କ ମହଲରେ ପୁରୁଷଙ୍କୁ ବନ୍ଦୀକରି ରଖାଯାଉଥିଲା। ପୁରୁଷଙ୍କ ସହିତ ସମ୍ପର୍କ ସ୍ଥାପନ ପରେ ରାଣୀ  ସେମାନଙ୍କୁ ନିଆଁରେ ପୋଡ଼ି ମାରିଦେଉଥିଲେ। ସେ ସମୟରେ ରାଣୀଙ୍କ ଅତ୍ୟାଚାରରେ ସୁନ୍ଦର ପୁରୁଷଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା।

Comments (0)
Add Comment