News World Odisha
Current News Updates

୧୫୫୦ କୋଟି ପ୍ରକଳ୍ପର ଶିଳାନ୍ୟାସ

ଓଡ଼ିଶାରେ ମୋଦି । ଫୋକସରେ ଓଡ଼ିଶା । ଖୋର୍ଦ୍ଧା ଓ ବାରିପଦା ପରେ ଆଜି ବଲାଙ୍ଗିର ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୫୫୦ କୋଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଗୋଟିଏ ମାସ ମଧ୍ୟରେ ତୃତୀୟ ଥର ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଉପକୂଳ,…

କୁମ୍ଭମେଳାରେ ପ୍ରଥମ ସାହି ସ୍ନାନ !

ପ୍ରୟାଗରାଜରେ ସାଧୁ, ଶ୍ରଦ୍ଧାଳୁ ଭିଡ଼ । ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା । ପ୍ରଥମ ସାହୀ ସ୍ନାନ ପାଇଁ ତ୍ରିବେଣୀରେ ଭିଡ଼ । ପରଂପରା ଅନୁୟାୟୀ ଆଖଡ଼ା ସାଧୁ ମାନେ ପ୍ରଥମେ ସାହୀ ସ୍ନାନ କରିବା ପରେ ସର୍ବସାଧାରଣ ସ୍ନାନ କରିଛନ୍ତି  । ବିଶ୍ବାସ ରହିଛି ଏଠାରେ ସଂଗମରେ ବୁଡ଼ ପକାଇଲେ…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା । ଚଳିତମାସ ୬ରୁ ୧୪ ତାରିଖ ଯାଏଁ ୯ ଦିନ ଧରି ଭିତରକନିକା ବନ୍ଦ ରହିଥିଲା। ଏହି ସମୟରେ ଭିତରକନିକା ଭିତରେ ପ୍ରବାହିତ ନଦୀ, ନାଳ ଗୁଡିକରେ ଥିବା ବଉଳା କୁମ୍ଭୀର ଓ ଭିତରକନିକାରେ ଭିଡ଼ ଜମାଇଥିବା ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଇଥିଲା।…

ଆଜି କର ବା ମର ଦ୍ୱିତୀୟ ଦିନିକିଆ,ଟସ୍‌ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

ଆଡିଲେଡ୍‌ରେ ଆରମ୍ଭ ହୋଇଛି ଅଷ୍ଟ୍ରେଲିଆ ବିପକ୍ଷ ୨ଦ୍ୱିତୀୟ ଦିନିକିଆ। ଟସ୍‌ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ବିରାଟ ବାହିନୀ ବୋଲିଂ କରୁଛି। ଆଜି ଭାରତୀୟ ଟିମ୍‌ ପାଇଁ କର ବା ମର ସ୍ଥିତି। ଆଡିଲେଡର ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଆଜି ଦ୍ୱିତୀୟ ଦିନିକିଆ ଖେଳାଯାଉଛି।…

ଭୟାବହ ଅଗ୍ନିକାଣ୍ଡ:ଜଳିଗଲା ୫୦ ବଖରା ଘର

ନିଆଁର ଆଁରେ ଅଧା ଗାଁ । ଭଦ୍ରକ ନିର୍ଗୁଣ୍ଡି ପଞ୍ଚାୟତ ଗୁହାଳିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ୫୦ ବଖରା ଭସ୍ମୀଭୂତ ହୋଇଯାଇଛି । ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡରେ ୫ ବାଇକ୍‌ ପୋଡ଼ିବା ସହ ୫ ଗୋରୁ ଜୀବନ୍ତ ଦଗ୍ଧ…

ନବୀନଙ୍କ ଟାର୍ଗେଟରେ କୃଷକ

ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଆରମ୍ଭ ହେବ କୃଷି ଓଡ଼ିଶା ୨୦୧୯ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । କୃଷକଙ୍କ ଆୟ ଦ୍ୱିଗୁଣିତ ହେବା, କୃଷି ଉଦ୍ୟୋଗୀକରଣ, ଜୈବିକ କୃଷି, ସାମୁଦ୍ରିକ ଓ ମଧୁର ମାଛର ପ୍ରକ୍ରିୟାକରଣ ଓ କୃଷି କ୍ଷେତ୍ରରେ ମହିଳାଙ୍କ…

ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଆଜି ବଲାଙ୍ଗିର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗସ୍ତକାଳରେ ପ୍ରଧାନମନ୍ତ୍ରୀ ୧୫ ଶହ ୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ବଲାଙ୍ଗିର-ଖୋର୍ଦ୍ଧା ୧୬କିଲୋମିଟର ରେଳପଥ ସହ ବିଛୁପାଲି ରେଳ ଷ୍ଟେସନ ଓ ନୂଆ ଟ୍ରେନ୍ ଚଳାଚଳର…

ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ:୯ ସେବାୟତଙ୍କୁ ନୋଟିସ୍

ଶ୍ରୀଜିଉଙ୍କ ବ୍ରହ୍ମବିଭ୍ରାଟ ପ୍ରସଙ୍ଗରେ ୯ ଜଣ ସେବାୟତଙ୍କୁ ନୋଟିସ୍‌ ଜାରି କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୮ ଜଣ ଦଇତାପତି ସେବାୟତ। ଆଉ ଜଣେ ହେଉଛନ୍ତି ମହାରଣା ସେବାୟତ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ନୋଟିସ୍‌ର ଜବାବ…

ପବିତ୍ର ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି

ଆଜି ପବିତ୍ର ମକର ସଂକ୍ରାନ୍ତି । ଏଥିପାଇଁ ଶ୍ରୀ ମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି । ମହାପ୍ରଭୁଙ୍କ ମକର ବେଶ ପାଇଁ ବଡ ଓଡିଆ ମଠ ପକ୍ଷରୁ ବିଭିନ୍ନ ଫୁଲ ଓ ତୁଳସୀକୁ ନେଇ ସୁସଜ୍ଜିତ ମାଳ ଶ୍ରୀମନ୍ଦିରକୁ ଦିଆଯାଇଛି । ଏଥିପାଇଁ ଆଜି ହଜାର ହଜାର ସଂଖ୍ୟାରେ…

ଗରିବ ସବର୍ଣ୍ଣଙ୍କୁ ମିଳିବ ଚାକିରି ଓ ଶିକ୍ଷାରେ ୧୦ ପ୍ରତିଶତ ସଂରକ୍ଷଣ

ଆଇନରେ ପରିଣତ ହେଲା ୧୦ ପ୍ରତିଶତ ସଂରକ୍ଷଣ ବିଲ୍‌ । ଏଣିକି କେନ୍ଦ୍ରୀୟ ଚାକିରି ଏବଂ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କୁ ସଂରକ୍ଷଣ ସୁବିଧା ମିଳିବା ପକ୍କା ହେଲା ।  ମଙ୍ଗଳବାର ଏହି ବିଲକୁ ଲୋକସଭା ଏବଂ ବୁଧବାର ରାଜ୍ୟସଭାର ଅନୁମୋଦନ ମିଳିଥିଲା । ଆଉ ଏବେ…