News World Odisha
Current News Updates

ସୋ’ରୁ ସିଦ୍ଧୁ ଆଉଟ୍

ସୋ’ରୁ ହଟିଲେ ସିଦ୍ଧୁ । ପୁଲୱାମା ହମଲାରେ ସିଦ୍ଧୁଙ୍କ ମନ୍ତବ୍ୟ ମହଙ୍ଗା ପଡ଼ିଲା । କପିଲ ଶର୍ମା ସୋ’ରୁ ବିଦା ହେଲେ ନବେଜ୍ୟାତି ସିଂ ସିଦ୍ଧୁ । ପୁଲୱାମା ଆତଙ୍କୀ ହମଲାକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ସିଦ୍ଧୁଙ୍କୁ କପିଲ ଶର୍ମାଙ୍କ ସୋ’ରୁ ବାହାର କରିଦିଆଯାଇଛି । ଦେଶର

ସହିଦଙ୍କୁ ୨୫ ଲକ୍ଷର ସହାୟତା ସହ ସହିଦଙ୍କ ନାଁରେ ହେବ ସ୍କୁଲ

ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଛନ୍ତି ୨ ଓଡ଼ିଆ ଯବାନ । ଦୁହିଁଙ୍କ ପରିବାର ପାଇଁ ଅନୁକମ୍ପା ସହାୟତା ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସହିଦ ମନୋଜ ବେହେରା ଓ ସହିଦ ପ୍ରସନ୍ନ ସାହୁଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ

ଇଲେକ୍ସନ କମିଶନଙ୍କ ନିର୍ବାଚନ କସରତ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ନିର୍ବାଚନ କମିଶନଙ୍କ ପ୍ରତିନିଧି । ନିର୍ବାଚନ କମିଶନଙ୍କ ୬ ଜଣିଆ ଟିମ୍‌ ଭୁବନେଶ୍ବରରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରୁଛନ୍ତି। ରାଜ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ, ଏସ୍‌ପି, ଆର୍‌ଡିସି, ରେଞ୍ଜ

BSNLକୁ ବନ୍ଦ କରିପାରନ୍ତି ସରକାର !

କେନ୍ଦ୍ର ସରକାର କ୍ରମାଗତ କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌କୁ ବିକ୍ରି କରିଦେବା ଲାଗି ବିଚାର କରୁଛନ୍ତି। କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ବ୍ୟତୀତ ଏହାକୁ ବନ୍ଦ କରିଦେବା ନେଇ ବିକଳ୍ପ ଚିନ୍ତା କରିବାକୁ ସରକାରଙ୍କ ପକ୍ଷରୁ କମ୍ପାନୀର ଶୀର୍ଷ

ବାପା ମା’ଙ୍କ ବିନା ଇଚ୍ଛାରେ ବାହା ହେବୁନି

ଭାଲେଣ୍ଟାଇନ୍ ଡେ'ରେ ବଡ଼ ନିଷ୍ପତ୍ତି । ଭଲ ପାଇ ବାହା ହେବୁୁନି । ବାପା ମା'ଙ୍କ ଇଚ୍ଛାରେ ବାହା ହେବୁ । ଆଜି ଏଭଳି କିଛି ଭିନ୍ନ ଶପଥ ନେବେ ଦଶ ହଜାର ଛାତ୍ରଛାତ୍ରୀ । ପିତାମାତାଙ୍କ ବିନା ଅନୁମତିରେ କରିବେ ନାହିଁ ପ୍ରେମ ବିବାହ । ଆଜି ଭାଲେଣ୍ଟାଇନ୍ ଡେ’। ପ୍ରେମ ପାଗଳ-ପାଗଳୀଙ୍କ

ସାକ୍ଷୀ,ଅନୁଷ୍କାଙ୍କ କ୍ଲାସମେଟ୍ ଅର୍କେଶ

ଓଡିଶା ଆସିବେ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନୀ । ବଲାଙ୍ଗୀର ଯୁବରାଜଙ୍କ କ୍ରିକେଟ ଲିଙ୍କ। ଖୁବଶୀଘ୍ର ଓଡ଼ିଶା ଆସି ପାରନ୍ତି ଧୋନୀ ଓ କୋହଲି। ଠିକ୍‌ ଶୁଣିଛନ୍ତି, ଆମେ କହୁଛୁ ପୂର୍ବତନ ସାଂସଦ ତଥା ବଲାଙ୍ଗୀର ରାଜା ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶ ଓ ଭାରତୀୟ କ୍ରିକେଟ

ଆପେ ଆପେ ଖୋଲିବ ହୀରାକୁଦ ଗେଟ୍

ସ୍ବୟଂଚାଳିତ ହେବ ହୀରାକୁଦ । ରିମୋଟ୍‌ କଣ୍ଟ୍ରୋଲରେ ଖୋଲିବ ଗେଟ୍‌ । ଖୁବ୍‌ ଶୀଘ୍ର ସ୍ବୟଂଚାଳିତ ହେବ ଡ୍ୟାମର ସମସ୍ତ ଗେଟ୍‌ । ଏନେଇ ରାଜ୍ୟ ସରକାର ସର୍ଭେ କରିବା ସହ ଭିତ୍ତିଭୂମି ବିକାଶ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଗେଟ୍‌ ସ୍ବୟଂଚାଳିତ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ସହଯୋଗ

ପାଠରୁ ପାଉଡ଼ର: ବ୍ରାଉନସୁଗାର ବିକୁଛନ୍ତି ବି.ଟେକ୍ ଛାତ୍ର

ପିଲାମାନେ କଲେଜରେ କେବଳ ପାଠ ପଢୁଛନ୍ତି ଭାବି ଖୁସି ହେଉଥିବା ବାପା ମାଆ ମାନେ, ଏବେ ସାବଧାନ ହେବାର ବେଳ ଆସିଛି। କିଏ ଜାଣେ, ଆପଣ ମାନଙ୍କ ଅଗୋଚରରେ ଆପଣଙ୍କ ଛୁଆ କୋଣସି ଡ୍ରଗ୍ସ ର‍୍ୟାକେଟର ଶିକାର ହୋଇ ନଥିବ । ରାଜଧାନୀରେ ଏଭଳି ଜଣେ ବି-ଟେକ୍ ଛାତ୍ରଙ୍କୁ ବ୍ରାଉନ ସୁଗାର ସହ ଗିରଫ କରିଛି

ଉତ୍ତର ଓଡ଼ିଶାକୁ ନବୀନଙ୍କ ଆହ୍ବାନ୍

ବାଲେଶ୍ବରରେ ବିଜୁ ଯୁବ ବାହିନୀର ଉତ୍ତର ଓଡିଶା କନକ୍ଲେଭ୍‌ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ୩୩ଟି ପ୍ରକଳ୍ପର ଉଦଘାଟନ କରିବା ସହ ୪୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା

କମିବ ବାଲେଶ୍ବର- ଭୋଗରାଇ ଦୂରତା

ବାଲେଶ୍ବର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଳସାରୀ ପଡ଼ିଆ ହେଲିପ୍ୟାଡରୁ ସଭାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ତାଳସାରୀ ମହୋତ୍ସବ ଉଦଘାଟନ କରିଥିଲେ । ଭୋଗରାଇ-ବାଲେଶ୍ବରର ଦୂରତା