News World Odisha
Current News Updates

ବିଦେଶିଙ୍କ ହାତରେ ଦେଶୀ ତଡକା

ପୁରୀ ସମୁଦ୍ର କୂଳ ହେଉ କି ବିଦେଶର ଚକା ଚକ୍ ମାହୋଲ। ସବୁଠି ଦେଶୀ ତଡକା’ର କମାଲ। ଓଡିଶା ବା ବିଦେଶ ରେ ଜାଣୁଥିବା ଶବ୍ଦ ଜଗନ୍ନାଥ ଧାମର ଖାଦ୍ୟ ସବୁଠି ଚର୍ଚ୍ଚିତ। ଓଡ଼ିଶାର ଖାଇବାର ସ୍ୱାଦ ଯେମିତି ସମସ୍ତଙ୍କର ମନ ମୋହିଥାଏ। ସେ ବୁଢା ହୁଅନ୍ତୁ କି ଯୁବପିଢ଼ି ବାହାର ଦେଶରେ

ବିଦ୍ୟୁତ୍ ଗ୍ରାହକଙ୍କ ପାଇଁ ବଡ଼ ଖବର : ଚଳିତ ବର୍ଷ ବଢ଼ିବନି ବିଜୁଳି ଦର

ରାଜ୍ୟ ବିଜୁଳି ଉପଭୋକ୍ତ।ଙ୍କ ପାଇଁ ଆଶ୍ବସ୍ତି । ୨୦୧୯-୨୦ ପାଇଁ ବଢିବନି ବିଜୁଳି ଦର । ଦର ଅପରିବର୍ତ୍ତିତ ରଖିଲେ ଓଇଆରସି । ତେବେ କ୍ଷୁଦ୍ର ଉପଭୋକ୍ତ।ଙ୍କ ପାଇଁ ଘୋଷଣା ହୋଇଛି ଏକ ସ୍ବତନ୍ତ୍ର ସୁବିଧା । ଡିଜିଟାଲ ପେମେଣ୍ଟ କଲେ ୨% ରିହାତି ମିଳିବ ବୋଲି ଘୋଷଣା ହୋଇଛି । ସେହିଭଳି

ସବୁ କଳ୍ପନା ଜଳ୍ପନାର ଅନ୍ତ : ଘୋଷଯାତ୍ରା ଲାଇଭ କରିପାରିବେ ସବୁ ଚ୍ୟାନେଲ…

ବିଶ୍ବପ୍ରସିଦ୍ଧ ରଥଯାତ୍ରା ଲାଇଭ୍‌ରୁ ବାଦ୍‌ ପଡ଼ିବେନି କୈାଣସି ଚ୍ୟାନେଲ୍‌ । ସିଧାପ୍ରସାରଣକୁ ମିଳିଲା ଗ୍ରୀନ୍‌ ସିଗନାଲ୍‌ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ସ୍ନ।ନଯାତ୍ରାଠାରୁ ନେଇ ନିଳାଦ୍ରୀବିଜେ ଯାଏଁ ସବୁ ନୀତି ନିର୍ଘଣ୍ଟରେ ବାଜିଛି

୮ ଦିନ ପରେ ମିଳିଲା ନିଖୋଜ୍ ବିମାନ ଏଏନ୍-୩୨ର ଭଗ୍ନାଂଶ…

ଠାବ ହେଲା ନିଖୋଜ ବାୟୁସେନା ବିମାନ AN-32 । ଅରୁଣାଞ୍ଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାର ଉତ୍ତର ଲିପୋରୁ ବିମାନର ଧ୍ବଂସାବଶେଷ ଠାବ କରିଛି ବାୟୁସେନା । ବିମାନରେ ଥିବା ୧୩ ଯାତ୍ରୀଙ୍କ ସଂପର୍କରେ ଏଯାଏଁ କୈାଣସି ସୂଚନା ମିଳିନଥିବା ବାୟୁସେନା ପକ୍ଷରୁ କୁହାଯାଇଛି । ଜୁନ ୩ ତାରିଖରୁ

ଆସନ୍ତାକାଲି ମୋଦି-ନବୀନ ସାକ୍ଷାତ୍, ରାଜ୍ୟର ସ୍ବାର୍ଥ ପାଇଁ ବିଭିନ୍ନ ପ୍ରସଙ୍ଗ ଉଠାଇବେ…

ଆସନ୍ତାକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତ ଆଲୋଚନା କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ସହ ବିଜେଡି ସାଂସଦମାନେ ମଧ୍ୟ ମୋଦିଙ୍କୁ ଭେଟିବେ । ମାତ୍ର ମାସକ ତଳେ ନିର୍ବାଚନ ସମୟରେ ବିଜେଡି- ବିଜେପି ପରସ୍ପରକୁ ଟାର୍ଗେଟ୍‌

ଜୁନ୍ ୨୫ରୁ ବିଧାନସଭାର ମୌସୁମୀ ଅଧିବେଶନ,୨୮ରେ ଆସିବ ବଜେଟ୍…

ଜୁନ ୨୫ରୁ ବିଧାନସଭାର ମୌସୁମୀ ଅଧିବେଶନ । ଏହାର ତିନିଟି କାର୍ଯ୍ୟ ଦିବସ ପରେ ଅର୍ଥାତ ୨୮ ତାରିଖରେ ଉପସ୍ଥାପନ ହେବ ସାଧାରଣ ବଜେଟ । ଦୁଇ ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନରେ ମୋଟ୍‌ ୩୦ଟି କାର୍ଯ୍ୟଦିବସ ଅଛି । ଏଥର ବିଜେପି ବିରୋଧୀ ଦଳ ସିଟ୍‌ରେ ବସିବ । ତେଣୁ ଏଥର ମୌସୁମୀ ଅଧିବେଶନ

ନିଆଁରେ ଜଳିଲା +2 ପ୍ରେମ…

ଏକତରଫା ପ୍ରେମରୁ ମର୍ଡର । କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ନିଆଁ ଲାଗିଲା, ଭୁବନେଶ୍ବରରେ ଆଖି ବୁଜିଲେ ଛାତ୍ରୀ । ଜଣେ ଯୁକ୍ତଦୁଇ ବିଜ୍ଞାନ ଛାତ୍ର ପୋଡ଼ି ମାରିଦେଇଛି ଜଣେ ଡିପ୍ଲୋମା ଛାତ୍ରୀଙ୍କୁ । କାହାଣୀ କୋରାପୁଟରୁ ଆରମ୍ଭ ହୋଇ ଭୁବନେଶ୍ବରରେ ଶେଷ ହୋଇଛି । ଅଭିଯ଼ୁକ୍ତ ଛାତ୍ରକୁ

ଜେଡିୟୁ ଏକାକୀ ନିର୍ବାଚନ ଲଢ଼ିବ…

ବିଜେପି-ଜେଡିୟୁ ମେଣ୍ଟ ବିହାରରେ ସୀମିତ। ଜନତା ଦଳ ୟୁନାଇଟେଡ (ଜେଡିୟୁ) ବିହାରକୁ ବାଦ ଦେଇ ଅନ୍ୟ ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ। ଆଜି ଜେଡିୟୁରେ ବସିଥିବା ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଜମ୍ମୁ କଶ୍ମୀର, ଦିଲ୍ଲୀ, ଝାରଖଣ୍ଡ, ହରିଆଣା

ଜମୁଛି ସମ୍ବଲପୁର ଶୀତଳଷଷ୍ଠୀ : ଆଜି ଶିବ ବିବାହ…

ଆଜି ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ୍ରା । ସେଥିପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇପଡିଥିବାବେଳେ ସନ୍ଧ୍ୟାରେ ବର ବେଶରେ ବାହାରିବେ ଦେବ ଦେବ ମହାଦେବ । ସେଥିପାଇଁ ଗତବର୍ଷର କନ୍ୟାପିତାମାତାଙ୍କ ଦ୍ଵାରା ଗଣ୍ଠଲଫିଟା କାର୍ଯ୍ୟକ୍ରମ ପରେ ଚଳିତ ବର୍ଷର ମାତାପିତା ପାର୍ବତୀଙ୍କୁ

ଉଦ୍ଧାର ହେଲେ ପାଟଣାଗଡ଼ ଜେଇ : ଭିଡିଓ ଭାଇରାଲ ହେବା ପରଠୁ ଘରକୁ ଫେରିନଥିଲେ

ପାଟଣାଗଡ ପୂର୍ତ୍ତବିଭାଗ ଜେଇ ଜୟକାନ୍ତ ଶବର ଉଦ୍ଧାର ହୋଇଛନ୍ତି । ଗତକାଲି ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ ଜୟକାନ୍ତଙ୍କ ସ୍ତ୍ରୀ । କଣ୍ଟାବାଞ୍ଜି ନିକଟରୁ ଜେଇଙ୍କୁ ଉଦ୍ଧାର କରି ଘରେ ଛାଡିଲା ପୋଲିସ । ଗତକାଲି ନିମ୍ନମାନର କାମ ଯୋଗୁଁ ଜେଇଙ୍କୁ ସ୍ଥାନୀୟ ବିଧାୟକ ଉଠବସ୍‌