News World Odisha
Current News Updates

୫୬ ଜଣଙ୍କୁ ରାଷ୍ଟ୍ରପତି ଦେଲେ ପଦ୍ମ ପୁରସ୍କାର

ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ସମାରୋହର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି । ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କାର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ୧୧୨ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଥିବାବେଳେ ଆଜି ୫୬ ଜଣଙ୍କୁ ପୁରସ୍କାର

ଏକତରଫା ପ୍ରେମର କରୁଣ ପରିଣତି

ଏକତରଫା ପ୍ରେମର କରୁଣ ପରିଣତି । ପ୍ରେମ ପାଇଁ ନିବେଦନ କରିଥିଲା ନିଜର ବାନ୍ଧବୀକୁ । ଆଉ ଏଥିରେ ବିଫଳ ହେବାରୁ ପ୍ରତିଶୋଧ ନେବାକୁ ପଛାଇଲା ନାହିଁ ପୁରୁଷ ବନ୍ଧୁ । ଆନନ୍ଦପୁର ଥାନା ଫକିରପୁର ସିଟି ସ୍କୁଲ ପରିସରରେ ଘଟିଛି ଏହି ଅଭାବନୀୟ ଘଟଣା । । ରାମ ଦୁଲାରୀ ନାଏକଙ୍କୁ କଟୁରୀରେ

ପୁଲଓ୍ଵାମାରେ ଏନକାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର ପୁଲଓ୍ବାମା ତ୍ରାଲରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ନିହତ  । ଏନକାଉଣ୍ଟରରେ ଜୈସ କମାଣ୍ଡର ମୁଦ୍ଦାସୀର ଖାନଙ୍କ ସମେତ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ୨ଟି ଏକେ-୪୭ ରାଇଫଲ ସହ ଗୋଟିଏ ପିସ୍ତଲ ଜବତ ହୋଇଛି ।

ଆପଣ ପ୍ରାର୍ଥୀ ହେଉଛନ୍ତି କି? ତାହେଲେ କ୍ଲିୟର କରନ୍ତୁ କେସ୍ ଡାଏରୀ…

୧୯ ମହାସମର ପାଇଁ ବାଜିଲା ବିଗୁଲ୍ । ଓଡିଶାରେ ଏକ ସମୟରେ ହେବ ଲୋକସଭା ଓ ସାଧାରଣ ନିର୍ବାଚନ । ୧୮ ମାର୍ଚ୍ଚରେ ପ୍ରକାଶ ପାଇବ ବିଜ୍ଞପ୍ତି । ତା ପୂର୍ବରୁ ନିର୍ବାଚନ ଲଢିବାକୁ ଯାଉଥିବା ପ୍ରାର୍ଥୀ ସାବଧାନ୍ । ଏବେ ନିର୍ବାଚନ ଲଢିବା ପୂର୍ବରୁ ସବୁ ପ୍ରତିଦ୍ବନ୍ଦୀ ନିଜର ଅପରାଧିକ ତଥ୍ୟ

ବଢ଼ୁଛି ହାର୍ଟବିଟ୍: ଆଉ କିଛି ସମୟ ପରେ ବାଜିବ ବିଗୁଲ୍

ଆଉ ମାତ୍ର କେଇ ମିନିଟର ଅପେକ୍ଷା । ବାଜିବ ନିର୍ବାଚନୀ ବିଗୁଲ୍‌ । ଆରମ୍ଭ ହେବ ବିଶ୍ବର ସର୍ବବୃହତ Democratic Exercise । 19' ମହାସମର ପାଇଁ ଦିଲ୍ଲୀ ବିଜ୍ଞାନ ଭବନରେ ହେବ ବଡ଼ ଘୋଷଣା । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା, ନିର୍ବାଚନ କମିଶନର ଅଶୋକ ଲଭାସା ଏବଂ ସୁଶୀଲ ଚନ୍ଦ୍ରା

ସୁପର ସଣ୍ଡେର ସୁପର ଫାଇଟ୍ ! ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି

ସୁପର ସନ୍‌ଡେରେ ସୁପର୍‌ ଫାଇଟ୍‌ । ମୋହାଲିରେ ଖେଳାଯାଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଦିନିକିଆ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ଶିଖର ଓ ରୋହିତଙ୍କ ପ୍ରାରମ୍ଭିକ ଯୋଡ଼ି ଭାରତକୁ ଦେଇଛି ଦମ୍‌ଦାର୍‌ ଆରମ୍ଭ । ଗୋଟିଏ ପଟେ ସିରିଜ କବ୍‌ଜା ଲକ୍ଷ୍ୟରେ

ଆଗାମୀ ନିର୍ବାଚନରେ ମହିଳାଙ୍କୁ ଗୁରୁତ୍ବ: ୩୩ ପ୍ରତିଶତ ସଂରକ୍ଷଣ

କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ଘୋଷଣା । ଆସନ୍ତା ଲୋକସଭା ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେବ । କେନ୍ଦ୍ରାପଡ଼ାରେ ଆୟୋଜିତ ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଆଗାମୀ ନିର୍ବାଚନରେ ଓଡ଼ିଶାରୁ ୩୩ ମହିଳା

ଆଜି ଘୋଷଣା ହୋଇପାରେ ସାଧାରଣ ନିର୍ବାଚନ ତାରିଖ !

ଆଜି ବାଜିପାରେ ନିର୍ବାଚନୀ ବିଗୁଲ । ଲୋକସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବାର ସମ୍ଭାବନା ଅଛି । ଅପରାହ୍‌ଣ ୫ ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ସାମ୍ବାଦିକ ସମ୍ମିଳନୀ କରିବେ ଭାରତର ନିର୍ବାଚନ କମିଶନ । ଏଥିରେ ସାଧାରଣ ନିର୍ବାଚନ ପାଇଁ କମିଶନ ତାରିଖ ଘୋଷଣା କରିପାରନ୍ତି । ୬ରୁ

ଭାରତୀୟ କ୍ରିକେଟ ଟିମ୍‌କୁ ପାକିସ୍ତାନର ଧମକ

ପୁଲୱାମା ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ସଂପର୍କ ବିଗିଡ଼ିଯାଇଛି । ତେବେ ଏହି ହମଲା ପରେ ୱାର୍ଲଡ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ୍‌କୁ ବନ୍ଦ କରିବା ପାଇଁ ଦାବି କରାଯାଇଛି। କିନ୍ତୁ ଆଇସିସି ଘୋଷଣା କରିଛି ଯେ, ଏହି ଭଳି ଦାବି ଅନ୍ତରାଷ୍ଟ୍ରୀୟ କ୍ରିକେଟ ବୋର୍ଡ

ଡବଲ ମର୍ଡର: ବୃଦ୍ଧ ଦମ୍ପତ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା

କୋରାପୁଟ ଜିଲ୍ଲା ଜୟପୁରରେ ଚାଞ୍ଚଲ୍ୟ । ଜୟପୁର ଜୟନଗରରେ ରହୁଥିବା ଅବସରପ୍ରାପ୍ତ ପୋଲିସ ସବ୍‌ଇନ୍‌ସପେକ୍ଟର ଏମ୍‌.କେ. ରହମନ ଓ ତାଙ୍କ ପତ୍ନୀ ହଫିଜ୍‌ ବିବିଙ୍କୁ ହତ୍ୟା କରାଯାଇଥିବା ପ୍ରଚାର ପରେ ଲୋକ ଜମା ହୋଇଯାଇଥିଲେ । ରାତିରେ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ପୁଅ ଲତିଫ୍‌ ସକାଳେ ନିଜ