News World Odisha
Current News Updates

ଆତଙ୍କବାଦକୁ ମୂଳପୋଛ କରିବାକୁ ଭାରତର ସହଯୋଗ କରିବ ସାଉଦି ଆରବ

ଆତଙ୍କବାଦକୁ ମୂଳପୋଛ କରିବାକୁ ଭାରତର ସହଯୋଗ କରିବ ସାଉଦି ଆରବ । ଆମେରିକା, ଋଷିଆ, ଇସ୍ରାଏଲ ପରେ ସହଯୋଗ କରିବାକୁ ସାଉଦି ଆରବ ମଧ୍ୟ ଦେଇଛି ପ୍ରତିଶ୍ରୁତି । ଭାରତ ଗସ୍ତରେ ଆସିଥିବା ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଏନେଇ ସୂଚନା ଦେଇଛନ୍ତି । କହିଛନ୍ତି, ଇଣ୍ଟେଲିଜେନ୍ସିଠୁ

ପାକିସ୍ତାନ ସହ ୱାର୍ଲଡକପ୍ ଖେଳିବନି ଭାରତ ?

ପୁଲଓ୍ଵାମା ଆତଙ୍କୀ ହମ୍‌ଲା ପରେ ସବୁଠି ପାକିସ୍ତାନକୁ ବୟକଟ ଦାବି । ଏପରିସ୍ଥଳରେ ବିଶ୍ୱକପରେ ମଧ୍ୟ ପାକ୍‌କୁ ବୟକଟ୍‌ କରିବାକୁ ଶୁଭିଲାଣି ସ୍ୱର । ବିସିସିଆଇ ମଧ୍ୟ ଏ ପ୍ରସଙ୍ଗରେ ସରକାରଙ୍କ ପକ୍ଷରେ ପିଙ୍ଗିଛି ବଲ । ନିର୍ଦ୍ଧାରିତ ତାଲିକା ଅନୁଯାୟୀ ମ୍ୟାଚ ହେବ ବୋଲି ମଙ୍ଗଳବାର ଆଇସିସି

ପରକଲା ଫେସବୁକ ପ୍ରେମିକ…

ଫେସବୁକ ଫ୍ରେଣ୍ଡ ରିକ୍ୱେଷ୍ଟର ଆକ୍ସେପ୍ଟରୁ ଆଗକୁ ଆଗେଇଲା ବନ୍ଧୁତା  । ଧୁମ ଚାଟିଂ ଆଉ ଭିଡିଓ କଲିଂ ଭିଡ଼ ଭିତରେ ବନ୍ଧୁତା ପ୍ରେମରେ ବଦଳିଗଲା  । ବାସ୍ ! ତାପରେ ପ୍ରେମର ପୋଖରୀରେ ପହଁରିବାକୁ ଲାଗିଲେ ଦୁଇ ପ୍ରେମପକ୍ଷୀ  । ପ୍ରେମକୁ ସତ କରିବାକୁ ଦୁହେଁ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି

ପଇସା ପାଇଁ ପ୍ରଚାର: ଖୋଲିଲା ସିନେ ଷ୍ଟାରଙ୍କ ସତ…

ଆଗକୁ ନିର୍ବାଚନ । ତେବେ ଏହା ପୂର୍ବରୁ ସିନେ ଷ୍ଟାରମାନଙ୍କର ଖୋଲିଯାଇଛି ମୁଖା । କେବଳ ଟଙ୍କା ପାଇଁ ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆ ମାଧ୍ୟମରେ ଜନ ସାଧାରଣଙ୍କୁ ପ୍ରଭାବିତ ବି କରିବାକୁ ପଛାଉନାହାନ୍ତି ସିନେ ଷ୍ଟାରମାନେ । କୌଣସି ଦଳ ପ୍ରତି ନିଜର ପସନ୍ଦ ବା ସମର୍ଥନ ଥାଉ କି ନଥାଉ,

ମୋ ପୁଅ ଯବାନ ହେବ: ସହିଦ ବାପାର ବଦଲା ନେବ

ଜମ୍ମୁ କାଶ୍ମୀରରେ ପାକିସ୍ତାନୀ ଆକ୍ରମଣରେ ସହିଦ ହୋଇଥିବା ଯବାନ ରାଜେଶ ୟାଦବଙ୍କ ପତ୍ନୀ ଏକ ଘରୋଇ ଡ଼ାକ୍ତରଖାନାରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ପୁତ୍ର ସନ୍ତାନ ଜନ୍ମ ହେବା ପରେ ପତ୍ନୀ ପୁଅକୁ ସେନାରେ ଭର୍ତ୍ତି କରାଇବେ ଏବଂ ସେ ପାକିସ୍ତାନ ସହ ଲଢ଼ି ନିଜ ବାପା ମୃତ୍ୟୁର ବଦଲା ନେବ

ଦେହ ମାଗିବାରୁ ଅଭିନୟ ଛାଡ଼ିଦେଲେ ହିରୋଇନ…

ଅଭିନେତ୍ରୀ କାନୀ କୁସୃତି ମାଲାୟଲମ୍ ଫିଲ୍ମ ଇଣ୍ଡଷ୍ଟ୍ରି ବିପକ୍ଷରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସୂଚନା ଅନୁଯାୟୀ ଫିଲ୍ମ ମେକର ଶାରୀରିକ ସଂପର୍କ ପାଇଁ ବାଧ୍ୟ କରିବାରୁ ଅଭିନେତ୍ରୀ ଜଣଙ୍କ ଅଭିନୟ ଛାଡ଼ିଛନ୍ତି । କାନୀ ଏହା ମଧ୍ୟ ଅଭିଯୋଗ କହିଛନ୍ତି ଯେ ଫିଲ୍ମ ମେକର ଜଣଙ୍କ ଏଥିପାଇଁ ତାଙ୍କ

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଝାରୁସୁଗୁଡ଼ାରୁ ଉଡ଼ିବ ବିମାନ

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଝାରୁସୁଗୁଡ଼ାରୁ ଉଡ଼ିବ ବିମାନ । ସ୍ପାଇସ ଜେଟ ପରେ ଏବେ ବିମାନ ସେବା ଯୋଗାଇ ଦେବାକୁ ଆଗେଇ ଆସିଛି କୋଲକତାର ଆଲାଏନ୍ସ ଏୟାର । ଏନେଇ ଆଗାମୀ ୧୦ ଦିନ ମଧ୍ୟରେ ନିଷ୍ପତ୍ତି ନେବ ଆଲାଏନ୍‌ସ ଏୟାର । ତା ପୂର୍ବରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ

ବଢିଲା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନିର୍ବାଚନ ବର୍ଷରେ ମୋଦି ସରକାରଙ୍କ ଭେଟି। ବଢିଲା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା। କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୯ ପ୍ରତିଶତରୁ ବଢି ୧୨ ପ୍ରତିଶତ ହୋଇଛି ମହଙ୍ଗା ଭତ୍ତା। ୨୦୧୯ ଜାନୁଆରୀ ୧ରୁ ମହଙ୍ଗା ଭତ୍ତା ଲାଗୁ ହେବ। ୪ଟି ଆଇନ

ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟର ଲିଗ୍

ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଫଟାଫଟ୍‌ କ୍ରିକେଟ ୠତୁ- ଇଣ୍ଡିଆନ ପ୍ରିମିୟର ଲିଗ୍‌, ଆଇପିଏଲ୍‌ । ଏହାର ଦ୍ୱାଦଶ ସଂସ୍କରଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଜି ପ୍ରକାଶ ପାଇଛି ଖେଳସୂଚୀ ବା ମ୍ୟାଚ୍‌ ଫିକ୍ସର । ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ବର୍ଷିୟାନ ଧୋନୀ ଓ ୟଙ୍ଗ୍‌

ସହିଦ ଯବାନଙ୍କ ଦୁଇ ଝିଅଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ବିହାର ଡିଏମ୍

ଜମ୍ମୁ କାଶ୍ମୀର ପୁଲୱାମା ଠାରେ ହୋଇଥିବା ଆତଙ୍କବାଦୀ ହମଲା ପରେ ଭାରତୀୟ ସେନା ଜୈଶ୍-ଏ-ମହମ୍ମଦର ୩ ଜଣ ଆତଙ୍କବାଦୀଙ୍କୁ ମାରି ଗଡ଼େଇ ଦେଇଛନ୍ତି । ମୃତ୍ୟୁବରଣ କରିଥିବା ଆତଙ୍କବାଦୀଙ୍କ ମଧ୍ୟରେ ପୁଲୱାମା ଆଟାକ୍ ର ମାଷ୍ଟର ମାଇଣ୍ଡ କାମରାନ୍ ମଧ୍ୟ ମୃତ୍ୟୁବରଣ କରିଛି । ସିଆରପିଏଫର ଗାଡ଼ି