News World Odisha
Current News Updates

୧୫ ଜାନୁଆରୀ ରାଶିଫଳ…

ମେଷ ଆଜି ମେଷରାଶିରେ ଚନ୍ଦ୍ର ବିଭିନ୍ନ ପ୍ରକାରର କାମକୁ ନେଇ ମାନସିକ ଅସ୍ଥିରତା ସୃଷ୍ଟିକରିବ। ଜନ୍ମ ଚନ୍ଦ୍ର ହେତୁ ଦୂରଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ନିକଟରୁ ଦୂରେଇ ରହିବା ଭଲ ହେବ। ଅଶ୍ୱିନୀ ନକ୍ଷତ୍ର କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ…

କୁମ୍ଭମେଳାରେ ଭୟାବହ ଅଗ୍ନିକାଣ୍ଡ…

କୁମ୍ଭମେଳାରେ ଭୟାଭୟ ଅଗ୍ନିକାଣ୍ଡ  । ପ୍ରୟୋଗରାଜ ଦିଗମ୍ଭର ଅଖାଡ଼ାରେ ୧୨ରୁ ଅଧିକ ଟେଣ୍ଟରେ ନିଆଁ  ଲାଗିଥିବା ସୂଚନା । ଏଲପିଜି ଗ୍ୟାଲ ସିଲିଣ୍ଡର ଫାଟିବାରୁ ଅଗ୍ନିକାଣ୍ଡ ହୋଇଥିବା ପ୍ରାଥମିକ ସୂଚ଼ନାରୁ ଜଣା ପଡ଼ିଛି । ଗୋଟିଏ ଟେଣ୍ଟରେ ନିଆଁ ଲାଗିବା ପରେ ଏହା ଅନ୍ୟ ଚେଣ୍ଟ ଗୁଡ଼ିକୁ…

ପାଦ ଆଙ୍ଗୁଠିରେ ଲଭ୍ ମ୍ୟାରେଜର ସଙ୍କେତ

ବିବାହ ଆରେଞ୍ଜ୍‌ ନା ଲଭ୍‌ ହେବ ସେ ନେଇ ଯୁବବର୍ଗଙ୍କ ମଧ୍ୟରେ ପ୍ରାୟତଃ ଦେଖାଦେଇଥାଏ ଉତ୍ସୁକତା। ତେବେ ପାଦର ଆଙ୍ଗୁଠି ପ୍ରେମ ବିବାହ ସମ୍ପର୍କରେ ଦେଇଥାଏ ସୂଚନା। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ପାଦର ବୁଢ଼ା ଆଙ୍ଗୁଠି ଏବଂ ଏହାର ନିକଟବର୍ତ୍ତୀ ଆଙ୍ଗୁଠିର ଲମ୍ବ ସମାନ ହେଲେ ଏହା…

କେଉଁଠି କେମିତି କରାଯାଏ ପାଳନ…

ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଏହି ପର୍ବ ୪ ଦିନ ଧରି ପାଳନ କରାଯାଏ। ଏହି ପର୍ବର ପ୍ରଥମ ଦିନକୁ ଭୋଗୀ, ଦ୍ୱିତୀୟକୁ ମକର, ତୃତୀୟକୁ କନ୍ନୁମା ଏବଂ ଚତୁର୍ଥ ଦିନକୁ ମୁକନ୍ନୁମା ନାମରେ ପାଳନ କରାଯାଏ। ଏହି ଅବସରରେ ଏଠାରେ ବଳଦ ଦୌଡ଼, ଗୁଡିଉଡା ତଥା ଗଞ୍ଜା ଲଢ଼େଇ ଆଦି…

ଏହି ରାଶିର ବ୍ୟକ୍ତି ବିଶେଷ ମାନେ କୁହନ୍ତି ଅଧିକ ମିଛ…

କେତେକ ଲୋକ କୌଣସି କଥାକୁ ଲୁଚାଇବା ପାଇଁ ମିଛ କହିଥାନ୍ତି। ପରେ ଗୋଟିଏ ମିଛକୁ ଲୁଚାଇବା ଲାଗି କହିବାକୁ ପଡ଼ିଥାଏ ଅନେକ ମିଛ। ତେବେ ଜ୍ୟୋତିଷ ଶାସ୍ତ୍ରରେ କେଉଁ ରାଶିର ଲୋକେ ମିଛ କହିବାରେ ମାହିର୍‌ ତାହା ଉଲ୍ଲେଖ କରାଯାଇଛି। ବୃଷ ରାଶି ବ୍ୟକ୍ତି  ନିଜର ଫାଇଦା ପାଇଁ ମିଛ କହିଥାନ୍ତି।…

ଖେଳ ହେଲା କାଳ

ଖେଳ ହେଲା କାଳ । କେନ୍ଦୁଝର ଟାଉନ ଥାନା ଡିମ୍ବୋ ଗାଁରେ ଚନ୍ଦନ ମହାକୁଡ଼ ଏକ ଲୁହା ରଡ ଧରି ଖେଳୁଥିବାବେଳେ ହଠାତ ରଡ ଉପରେ ପଡ଼ି ଯାଇଥିଲେ । ଫଳରେ ଲୁହା ରଡ୍‌ଟି ତାଙ୍କ ଛାତିରେ ପଶି ଯାଇଥିଲା । ଗୁରୁତର ଅବସ୍ଥାରେ ନାବାଳକ ଚନ୍ଦନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଗଞ୍ଜେଇ ଚାଷ ନଷ୍ଟ..

ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ନୂଆଗଡ଼ ପଂଚାୟତ ମହାଡିମ୍‌ ଗ୍ରାମ ନିକଟରେ ୧୧ ଏକର ଜମିରେ ବେଆଇନ ଗଂଜେଇ ଚାଷ ନଷ୍ଟ କରିଛନ୍ତି ପୋଲିସ ଓ ଅବକାରୀ ବିଭାଗ । ୨୪ ହଜାର ୨୦୦ ଗଂଜେଇ ଗଛ ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ୨ କୋଟି ୪୨ ଲକ୍ଷ ଟଙ୍କା ହେବ ।…

ଆସନ୍ତାକାଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଆସନ୍ତାକାଲି ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖୋର୍ଦ୍ଧା ଓ ବାରିପଦା ପରେ ବଲାଙ୍ଗିର ଗସ୍ତରେ ଆସୁଛନ୍ତି ମୋଦି । ଦଳୀୟ ସଭା ଓ ସରକାରୀ କାର୍ଯ୍ୟକ୍ରମରେ ଯୋଗଦାନ କାର୍ଯ୍ୟକ୍ରମ ରହିଛି । ୧୫୫୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ…

ଗୁଣି ଗାରେଡି ସନ୍ଦେହରେ ହତ୍ୟା

ଗୁଣି ଗାରେଡିକୁ ସନ୍ଦେହ କରି ଯୁବକଙ୍କୁ ନୃଶଂସ ହତ୍ୟା । ମାଲକାନଗିରି ଏମଭି-୩୯ ଅଞ୍ଚଳର ଭୁବନପଲ୍ଲୀ ଗ୍ରାମରେ ଗୁଣି ଗାରେଡି କରୁଥିବା ସନ୍ଦେହ କରି ଜଗା ବେଟିଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି ।ଗତ ୭ ତାରିଖରେ ଗ୍ରମାବାସୀ ଜଗାଙ୍କୁ ଗ୍ରାମସଭାକୁ ଡାକିଥିଲେ ଜଗା ଖବର ପାଇ ଗାଁ ଛାଡି ପଳାୟନ…

ଉତ୍ତର ଭାରତରେ ଘନ କୁହୁଡ଼ି: ଟ୍ରେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ

ଉତ୍ତର ଭାରତରେ ପ୍ରବଳ ଥଣ୍ଡା ସହ ଘନ କୁହୁଡ଼ି । ଦିଲ୍ଲୀରେ ଟେ୍ରନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଜିରୋ ଭିଜିବିଲିଟି ଯୋଗୁଁ ବିଳମ୍ବରେ ଚାଲୁଛି ୧୩ ଟେ୍ରନ । ପ୍ରବଳ ଥଣ୍ଡାରେ ଘଣ୍ଟା ଘଣ୍ଟା ଧରି ଯାତ୍ରୀ ଅପେକ୍ଷା କରି ବସୁଥିବାବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।…