News World Odisha
Current News Updates

ବିବାହ ପୂର୍ବରୁ କାହିଁକି ଲଗାନ୍ତି ହଳଦୀ…

ବିବାହ କାର୍ଯ୍ୟରେ ଅନେକ ରୀତି ନୀତି ପାଳନ ହୋଇଥାଏ । ଅନେକ ପରମ୍ପରାକୁ ପାଳନ କରି ବିବାହ କାର୍ଯ୍ୟ ସମ୍ପର୍ଣ୍ଣ କରାଯାଏ । ତେବେ ପରମ୍ପରା ଅନୁଯାଇ ବିବାହ ପୂର୍ବରୁ ବର ଓ କନ୍ୟାକୁ ହଳଦୀ ଲଗାଯାଏ । ହଳଦୀ ରୀତି ହୋଇନଥିଲେ ବିବାହ ସମ୍ପୂର୍ଣ୍ଣ ହୁଏନି ବୋଲି ଲୋକଙ୍କ ବିଶ୍ୱାସ । ତେବେ କାହିଁକି…

କର୍ଣ୍ଣି ସେନାଙ୍କ ଆଗରେ ନଇଁବି ନାହିଁ: କଙ୍ଗନା

କର୍ନି ସେନାଙ୍କ ଧମକ ଆଗରେ ମୁଣ୍ଡ ନୁଆଁଇବାର ପ୍ରଶ୍ନ ଉଠୁନାହିଁ ବୋଲି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱାତ୍‌ ପ୍ରକାଶ କରିଛନ୍ତି। ଥିଏଟରରେ ରିଲିଜ ହେବା ପୂର୍ବରୁ ମଣିକର୍ଣ୍ଣିକାର ବିଷୟବସ୍ତୁ ପ୍ରଦର୍ଶନ ନ କରାଇଲେ ଏହାକୁ ବିରୋଧ କରାଯିବ ବୋଲି କର୍ନି ସେନା ଧମକ ଦେଇଥିଲା । ରିପୋର୍ଟ…

ଆରମ୍ଭ ହେଲା ଡଲଫିନ ଗଣନା

ଆଜି ଠାରୁ ପୁରୀର ୮ଟି ରେଞ୍ଜରେ ଆରମ୍ଭ ହୋଇଛି ଡଲଫିନ ଗଣନା । ଡିଏଫଓଙ୍କ ନେତୃତ୍ୱରେ ୧୦ଟି ଟିମ ଗଣନାରେ ସାମିଲ ହୋଇଛନ୍ତି । ଟିମରେ ୮ଜଣ ବିଷେଶଜ୍ଞଙ୍କ ସମେତ ୨ଏସିଏଫ, ୪ଜଣ ରେଞ୍ଜରଙ୍କ ସହ ୩୮ଜଣ ବନକର୍ମଚାରୀ ସାମିଲ ଅଛନ୍ତି । ତେବେ ଚଳିତ ବର୍ଷ ପ୍ରଥମ କରି ସମୁଦ୍ର, ନଦୀ ଅବବାହିକାର…

ପୋଲିସ ସମ୍ମିଳନୀର ଆଜି ଉଦଯାପନୀ ଦିବସ

ଗୁରୁବାର ଠାରୁ ଆରମ୍ଭ ହୋଇଥିବା ପୋଲିସ ସମ୍ମିଳନୀର ଆଜି ଉଦଯାପନୀ ଦିବସ । ଉଦଯାପନୀ ଦିବସରେ ମୁଖ୍ୟ ଶାସନ ସଚିବଙ୍କ ସହ ଅର୍ଥ ସଚିବ ଯୋଗଦୋବର କାର୍ଯ୍ୟକ୍ରମ ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ଆଜି ପୋଲିସ ବିଭାଗର…

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଏତଲା ଦେଲା ମାଧ୍ୟମିକ ଶିକ୍ଷା ବୋର୍ଡ଼

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଶେଷରେ କଟକ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଛି । ମାଧ୍ୟମିକ ଶିକ୍ଷା ବୋର୍ଡ ଦେଇଛି ଏତଲା । ଓଟିଇଟି ପ୍ରଶ୍ନପତ୍ର ପ୍ରଘଟର କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ପାଇଁ ବୋର୍ଡ କେବଳ ଚିଠି ଲେଖିଥିଲା । ଏଯାଏଁ ବିଧିବଦ୍ଧ ଏତଲା ଦିଆଯାଇ ନଥିଲା । ଏନେଇ…

ଯୁବକଙ୍କୁ ପଥର ଛେଚି ହତ୍ୟା

ଗଂଜାମ ଜିଲ୍ଲା ଆସିକା ଥାନା ମାଗୁରା ପାହାଡ଼ରେ ଯୁବକଙ୍କୁ ପଥର ଛେଚି ହତ୍ୟା । ମୃତକ ହେଲେ ଭେଙ୍କଟ ରାଇପାଲୀର ରବୀନ୍ଦ୍ର ନାୟକ । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି । ଘଟଣାସ୍ତଳରରେ ମଧ୍ୟ ପୋଲିସ…

ପୁଣି ପେଟ୍ରୋଲ୍‌କୁ ଟପିଲା ଡିଜେଲ୍‌ ଦର

ପୁଣି ପେଟ୍ରୋଲ୍‌କୁ ଟପିଲା ଡିଜେଲ୍‌ ଦର । ପ୍ରାୟ ୩ ମାସର ବ୍ୟବଧାନ ପରେ ଡିଜେଲର ଦର ପେଟ୍ରୋଲ୍‌ ଦର ଠାରୁ ଅଧିକା ରହିଛିି । ଭୁବନେଶ୍ୱରରେ ଆଜିର ପେଟ୍ରୋଲ୍‌ ଦର ୬୯.୭୨ ପଇସା ରହିଥିବା ବେଳେ ଡିଜେଲ୍‌ ଦର ୬୯ ଟଙ୍କା ୮୬ ପଇସା ରହିଛି । ୨୦୧୮ ଅକଟୋବର ୨୦ରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଡିଜେଲ୍‌…

ଘନ କୁହୁଡ଼ିରେ ଭିଜୁଛି ସ୍ମାର୍ଟ ସିଟି…

ବିନା ବର୍ଷାରେ ରାଜଧାନୀ ଓଦା । ଘନ କୁହୁଡ଼ି ଯୋଗୁଁ ଭିଜିଲେ ସ୍ମାର୍ଟସିଟି ବାସିନ୍ଦା । ଦେଶର ରାଜଧାନୀ ଦିଲ୍ଲୀ ଭଳି, ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଛି ଘନକୁହୁଡ଼ି । ଆଜି ଭୋରରୁ କୁହୁଡ଼ିର ଚାଦର ତଳେ ଘୋଡେଇ ହୋଇ ରହିଛି ଭୁବନେଶ୍ୱର । ତୀବ୍ର କୁହୁଡ଼ି ଯୋଗୁ ଜନଜୀବନ…

୧୯ ଜାନୁଆରୀ ରାଶିଫଳ

ମେଷ ଆଜି ଶନିଦୃଷ୍ଟ ଚନ୍ଦ୍ର ଓ ରେବତୀ ନକ୍ଷତ୍ରସ୍ଥ ରାଶ୍ୟାଧିପତି ହେତୁ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ପ୍ରଭାବିତ ହୋଇପାରେ ।   ପାରିବାରିକ ସ୍ଥିତି ପୂର୍ବପରି ରହିବା ସାଙ୍ଗକୁ ପାଖ ପଡୋଶୀଙ୍କ ସହ ସମ୍ପର୍କ ଗତାନୁଗତିକ ରୀତିରେ ଗଡି ଚାଲିବ  । ଅବଶ୍ୟ ଅର୍ଥ ସମ୍ବନ୍ଧୀୟ…

ଜାତୀୟ ସାହସିକତା ପୁରସ୍କାର ପାଇବେ ୪ ଓଡ଼ିଆ ଶିଶୁ

ଆସନ୍ତା ଜାନୁଆରୀ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସରେ ନିଜର ସାହସିକତା ପାଇଁ ପୁରସ୍କୃତ ହେବାକୁ ଯାଉଛନ୍ତି ୪ ଓଡ଼ିଆ ଶିଶୁ । ସେମାନେ ହେଉଛନ୍ତି ଝିଲି ବାଗ, ରଞ୍ଜିତ ମାଝି, ବିଶ୍ୱଜିତ ପୁହାଣ ଏବଂ ସିତୁ ମଲ୍ଲିକ । ମନୋନିତ ୨୧ ଜଣ ଶିଶୁଙ୍କ ମଧ୍ରେ ୮ ଜଣ ଶିଶୁ କନ୍ୟା…