News World Odisha
Current News Updates

ବକ୍ସ ଅଫିସରେ ଦବଦବା ଦେଖାଇଲା ‘କେଶରୀ’ ପ୍ରଥମ ଦିନରେ ୨୧ କୋଟି ୫୦ ଲକ୍ଷର…

ବକ୍ସ ଅଫିସରେ ନିଜ ଦବଦବା ଦେଖାଇଛି ଫିଲ୍ମ ‘କେଶରୀ ’। ପ୍ରଥମ ଦିନରେ ହିଁ ୨୧ କୋଟି ୫୦ ଲକ୍ଷର ବିଜ୍‌ନେସ୍‌ କରିଛି ‘କେଶରୀ’ । ଗତକାଲି ବହୁ ପ୍ରତିକ୍ଷିତ ଫିଲ୍ମ କେଶରୀର ଗ୍ରାଣ୍ଡ ରିଲିଜ୍‌ ହୋଇଥିଲା । ଧର୍ମା ପ୍ରଡକ୍ସନ ବ୍ୟାନରରେ ରିଲି ହୋଇଥିବା ଏହି ଫିଲ୍ମର ମୁଖ୍ୟ ଭୂମିକାରେ

ତପସ୍ୱିନୀ ଏକ୍ସପ୍ରେସରେ ନିଆଁ ଲାଗିବା ଘଟଣା: କାରଣ ଖୋଜୁଛି ଫରେନ୍ସିକ୍‌ ଟିମ୍‌…

ଗତକାଲି ପୁରୀ ରେଳ ଷ୍ଟେସନରେ ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସରେ ଲାଗିଥିଲା ନିଆଁ । କେଉଁ କାରଣରୁ ଟ୍ରେନର ୪ଟି ବଗିରେ ନିଆଁ ଲାଗିଥିଲା ତାର ଯାଞ୍ଚ ଚାଲିଛି। ରେଳବାଇ ଓ ଜିଲ୍ଲା ଫରେନ୍ସିକ୍‌ ଟିମ୍‌ ଘଟଣାସ୍ଥଳରେ ଯାଞ୍ଚ କରୁଛନ୍ତି । ଅଗ୍ନିକାଣ୍ଡର କାରଣ ଖୋଜୁଛି ଟିମ୍‌ । ଜଣକୁ ଅଟକ

ଆଜିଠୁ ଆଇପିଏଲ ଲଢେଇ: ଚେନ୍ନାଇରେ ଖେଳାଯିବ ଉଦଘାଟନୀ ମ୍ୟାଚ୍‌…

ଆଜିଠୁ ଆଇପିଏଲ ଲଢେଇ । ଭାରତୀୟ ସମୟ ଆଠଟାରେ ଚେନ୍ନାଇରେ ଖେଳାଯିବ ଉଦଘାଟନୀ ମ୍ୟାଚ୍‌ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ ଓ ରୟାଲ ଚାଲେଞ୍ଜର ବେଙ୍ଗାଲୁରୁ । ଚଳିତ ବର୍ଷ ୮ଟି ଦଳ ଆଇପିଏଲରେ ଭାଗ ନେଇଥିବା ବେଳେ, ୫୬ଟି ଲିଗ ମ୍ୟାଚ ଖେଳାଯିବ । ୩ ଥର ଆଇପିଏଲ

ଆଜିଠୁ ପାଗରେ ଆସିବ ସୁଧାର…

ଆଜିଠୁ ପାଗରେ ଆସିବ ସୁଧାର । ଉତ୍ତର- ବିହାରରୁ ପଶ୍ଚିମବଙ୍ଗ, ଆସାମ ଓ ମେଘାଳୟ ଦେଇ ମଣିପୁର ପର୍ଯ୍ୟନ୍ତ ସୃଷ୍ଟ ଟ୍ରଫ୍‌ ଲାଇନ୍‌ ପ୍ରଭାବରେ ଗତକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିଲା । ହେଲେ ଆଜିଠୁ ପାଗରେ ସୁଧାର ଆସିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ପାଗ ଶୁଖିଲା ରହିବା

ସମ୍ବଲପୁରରେ ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ମୃତ…

ସମ୍ବଲପୁରରେ ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ମୃତ । ଖେରୁଆର ନଦୀରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାପା, ପୁଅ ଓ ଝିଅ ହୋଲି ପରେ ଗାଧୋଇବାକୁ ଯାଇଥିଲେ । ଏବଂ ଗତକାଲି ୩ ଜଣ ଯାକ ନିଖୋଜ ଥିଲେ । ତେବେ ଏମାନଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସମସ୍ତଙ୍କ ଘର ବିହାରରେ

୫୪ ବିଧାନସଭା ଓ ଦୁଇଟି ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ…

କଂଗ୍ରେସର ବିଧାନସଭା ପ୍ରାର୍ଥୀ ଘୋଷଣା ହୋଇଛି। ୫୪ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ବିଜେପୁର-ରିପୁନାଥ ସେଠ୍‌, ଭଟଲୀ-ସରୋଜ ମହାପାତ୍ର, ଝାରସୁଗୁଡ଼ା-ମହେନ୍ଦ୍ର ନାୟକ, ତଳସରା- ପ୍ରଫୁଲ୍ଲ ମାଝି, ସୁନ୍ଦରଗଡ଼-ଅମିତା ବିଶ୍ୱାଳ, ରଘୁନାଥପାଲୀ- ପ୍ରଶାନ୍ତ

ବିଜେପିର ଓଡ଼ିଶା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା…

ବିଜେପିର ଓଡ଼ିଶା ପାଇଁ ବିଧାନସଭା ପ୍ରାର୍ଥୀ ଘୋଷଣା । ୨୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବରୁ ୧୦୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି ବିଜେପି । ଭଟଲିରୁ ଇରାଶିଷ ଆଚାର୍ଯ୍ୟ ନିର୍ବାଚନ ଲଢ଼ୁଥିବା ବେଳେ ଦେବଗଡ଼ରୁ ସୁବାସ ପାଣିଗ୍ରାହୀ, ବୀରମହାରାଜପୁରରୁ

ସୁରକ୍ଷିତ ହୋଲି ଖେଳିବାକୁ ପରାମର୍ଶ ଦେଲା କମିଶନରେଟ୍‌ ପୋଲିସ…

କମିଶନରେଟ ପୋଲିସର ହୋଲି ସୁରକ୍ଷା ଚିନ୍ତା । ସୁରକ୍ଷିତ ହୋଲି ଖେଳିବାକୁ ପରାମର୍ଶ ଦେଇଛି କମିଶନରେଟ୍‌ ପୋଲିସ । ଭୁବନେଶ୍ୱରରେ ସାଂପ୍ରଦାୟିକ ଉତ୍ତେଜନା ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବ ପୋଲିସ । ନଦୀ ଓ ପୋଖରୀରେ ମୁତୟନ ହେବେ ଓଡ୍ରାଫ ଟିମ୍‌ । ଭୁବନେଶ୍ୱରରେ ୧୫

ଆଜି ରଙ୍ଗର ପର୍ବ ହୋଲି…

ଆଜି ରଙ୍ଗର ପର୍ବ ହୋଲି । ଉତ୍ସବମୁଖର ପୁରପଲ୍ଲୀ, ବିଭିନ୍ନ ରଙ୍ଗରେ ରଙ୍ଗେଇ ହେବ ପୂରା ପରିବେଶ । ଭାଇଚାରାର ପର୍ବ ହୋଲିକୁ ବେଶ ଧୁମ୍‌ଧାମରେ ପାଳନ କରୁଛନ୍ତି ସଭିଏଁ । ସବୁ ଦୁଃଖ,କଷ୍ଟ ଓ ରାଗ, ରୁଷା ଭୁଲି ପରସ୍ପରକୁ ରଙ୍ଗ ଲଗାଇବା ସହ ଅଭିନନ୍ଦନ ଜଣାଉଛନ୍ତି । ବିଭିନ୍ନ ସ୍ଥାନରେ ହୋଲି

ବଜାରରେ ମିଳୁଛି ମୋଦି ପିଚକାରୀ ଆଉ ପ୍ରିୟଙ୍କା ୱାଟର ଟ୍ୟାଙ୍କ୍…

ରଙ୍ଗର ହୋଲି ସହିତ ଏବେ ରାଜନୀତିର ହୋଲି ମଧ୍ୟ ଖୁବ ଜୋର ଧରିଛି । ମାର୍କେଟରେ ରଙ୍ଗର ପସରା ଖୋଲିବା ସହିତ ବିଭିନ୍ନ ପ୍ରକାର ପିଚକାରୀ ଏବଂ ମାସ୍କ ଦେଖିବାକୁ ମିଳୁଛି । ତେବେ ହୋଲିରେ ରାଜନୀତିର ଛୁଙ୍କ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ରାଜନେତାଙ୍କ ଚେହେରାର ମାସ୍କ ବଜାରରେ ବିକ୍ରି