News World Odisha
Current News Updates

ବାର ମାସ ନିରୋଗ ରହିବା ପାଇଁ ଜପନ୍ତୁ ଏହି ୧୨ଟି ନାମ

ଆଜି ପବିତ୍ର ଶାମ୍ବ ଦଶମୀ । ଏହି ଦିନ ସ୍ନାନ ପରେ ସୂର୍ଯ୍ୟଙ୍କୁ ପୂଜା କଲେ ଶାମ୍ବ ରୋଗରୁ ମୁକ୍ତି ଲାଭ ମିଳିଥାଏ । ତେବେ ସ୍ନାନ ପରେ ଜପନ୍ତୁ ଏହି ୧୨ଟି ନାମ ଆଉ ବାର ମାସ ନିରୋଗ ରହନ୍ତୁ ।       ୧ - ଓଁ ମିତ୍ରାୟ ନମଃ       ୨ - ଓଁ ରବୟେ ନମଃ       ୩ - ଓଁ ସୂର୍ଯ୍ୟାୟ ନମଃ…

ଆଜିର ରାଶିଫଳ

ମେଷ ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ପାଇ ଅଟକି ରହିଥିବା କାମକୁ ସମ୍ପୂର୍ଣ୍ଣ କରିବାକୁ ନିଷ୍ପତ୍ତି ନେବେ। ଶାରୀରିକ ସମସ୍ୟା ସୁଧୁରିଯିବ, ଯାଇଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ। ବନ୍ଧୁଙ୍କ ଶତ୍ରୁତାରୁ ମନ ଭାରାକ୍ରାନ୍ତ ରହିପାରେ। ଜମିଜମା, କଳ କାରଖାନା, ଜଳ, ତୈଳ କିମ୍ବା…

ଗୋଟିଏ ପୋଷ୍ଟରେ ନବୀନ-ନବ

ଗୋଟିଏ ବ୍ୟାନରରେ ନବ-ନବୀନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ନବ ଦାସଙ୍କ ଫଟୋ ଥିବା ବ୍ୟାନର ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ଲାଗିଛି । ଯାହାକି ବିଜେଡିରେ ଝାରସୁଗୁଡା ବିଧାୟକ ତଥା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ ଦାସ ଯୋଗ ଦେବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ।    …

ଫେବୃଆରୀ ୪ରୁ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୪ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ ।  ୪ ରୁ ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି  । ପରେ ୫ ଓ ୬ ତାରିଖ ଦୁଇ ଦିନ ରାଜ୍ୟପାଳଙ୍କ ଦ୍ୱାରା ଆଗତ ହୋଇଥିବା…

ଦ୍ୱିତୀୟ ଦିନିକିଆରେ ବିଜୟ ସହ ସ୍ଥିତି ବରାବର କଲା ଭାରତ

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଜିତିବା ସହ ଅଷ୍ଟ୍ରେଲିଆ ଠାରୁ ମଧୁର ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ । ଆଡିଲେଡ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆର ରୋମାଞ୍ଚକର ମୁକାବିଲାରେ କଙ୍ଗାରୁ ଦଳକୁ ୬ ୱିକେଟରେ ମାତ୍ ଦେଇଛି ଭାରତ । ଅଧିନାୟକ ବିରାଟ…

ବିରାଟଙ୍କ ୩୯ ତମ ଶତକ

ଦିନିକିଆରେ ୩୯ ତମ ଶତକ ହାସଲ କଲେ ବିରାଟ । ଏହା ଫଳରେ ସେ ଦିନିକିଆରେ ସର୍ବାଧିକ ଶତକ ହାସଲ କରିବାରୁ ମାତ୍ର ୧୦ଟି ଶତକ ପଛରେ ଅଛନ୍ତି । ମଙ୍ଗଳବାର ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆରେ ଅଧିନାୟକ ବିରାଟ କୋହଲି ଏହି ଶତକ ହାସଲ କରିଛନ୍ତି । ୧୦୮ ବଲରେ ସେ ଶତକ ହାସଲ କରିଛନ୍ତି । ଏଥିରେ…

ଆନ୍ଧ୍ର ମାଛକୁ ବିହାର ମନା !

ଆନ୍ଧ୍ରପ୍ରଦେଶ ମାଛର ବିକ୍ରି ଉପରେ ରୋକ ଲଗାଇଛନ୍ତି ବିହାର ସରକାର । ମାଛରେ ଫର୍ମାଲିନ ଥିବା ଦର୍ଶାଇ ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆସୁଥିବା ମାଛକୁ ବିହାରରେ ବ୍ୟାନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ମାଛରେ ଫର୍ମାଲିନ ସହ ଲିଡ୍, କ୍ରୋମିୟମ ଓ ମରକ୍ୟୁରୀ ଥିବା…

ସେନା ଦିବସରେ ଜାଣନ୍ତୁ ଭାରତର ଶକ୍ତି କେତେ ?

ଆଜି ୭୧ତମ ସେନା ଦିବସ । ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ‘ଭାରତ ସ୍ଥଳସେନା ଦିବସ’ ପାଳନ କରାଯାଏ । ୧୪୪୯ ମସିହା ଆଜିର ଦିନରେ ଲେଫଟେନାଣ୍ଟ ଜେନେରାଲ୍ କେଏମ୍ କରିୟପ୍ପା (ପରେ ଫିଲ୍ଡ ମାର୍ସାଲ) ଭାରତୀୟ ସ୍ଥଳ ସେନାର ମୁଖ୍ୟ କମାଣ୍ଡର ପଦ ଭାର ଗ୍ରହଣ କରିଥିଲେ  । ସେବେଠାରୁ ଏହି ଦିନଟିକୁ…

ଗେରୁଆ ରଙ୍ଗରେ ସଜେଇ ହେଉଛି ବଲାଙ୍ଗିର

ଗେରୁଆ ରଙ୍ଗରେ ସଜେଇ ହେଲାଣି ବଲାଙ୍ଗିର ସହର । ରାସ୍ତାଘାଟ ଚାରିଆଡ଼େ ଦିଶିଲାଣି ପଦ୍ମ ଚିହ୍ନର ଦଳୀୟ ପତାକା । ଛକକୁ ଛକ ବଡ଼ ବଡ଼ ହୋର୍ଡିଂ ସାଙ୍ଗକୁ ରାସ୍ତା କଡ଼ରେ ମୋଦିଙ୍କ ବ୍ୟାନର ବଲାଙ୍ଗିରରେ ନିର୍ବାଚନର ଭ୍ରମ ସୃଷ୍ଟି କଲାଣି । ରାସ୍ତା କଡ଼ର ଏହି ସାଜସଜ୍ଜାକୁ ଦେଖିଲେ ସହର ଯେ…

ପ୍ରଧାନମନ୍ତ୍ରୀଙ୍କୁ ପିସିସି ସଭାପତିଙ୍କ ୫ ପ୍ରଶ୍ନ

ଆସନ୍ତାକାଲି ବଲାଙ୍ଗିର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏହା ପରେ ମୋଦି ଭାରତୀୟ ଜନତା ପାର୍ଟିର ସମାବେଶରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିବେ । ତେବେ ଗସ୍ତ ପୂର୍ବରୁ ପିସିସି…