News World Odisha
Current News Updates

ପଶ୍ଚିମବଙ୍ଗରେ ପୁଣି ହିଂସା,୪ ମୃତ

ନିର୍ବାଚନ ଫଳାଫଳକୁ ୧୭ ଦିନ ବିତିଯାଇଥିଲେ ମଧ୍ୟ ପଶ୍ଚିମବଙ୍ଗରେ ହିଂସା ଥମିବାର ନାଁ ଧରୁନି । ଗତକାଲି ପୁଣି ଉତ୍ତର ଚୌବିସ ପରଗନା ଜିଲ୍ଲାରେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ହିଂସାକାଣ୍ଡ ହୋଇଛି। ଏହି ହିଂସାକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୪ ଜଣଙ୍କ ମଧ୍ୟରୁ

ଫୁଟପାଥରେ ଶୋଇଥିବା ପରିବାର ଉପରେ ଚଢିଗଲା ତେଲ ଟ୍ୟାଙ୍କର,୨ ମୃତ

ମୁମ୍ବାଇରେ ପୁଣି ଫୁଟପାଥ ଉପରେ ଶୋଇଥିବା ଲୋକଙ୍କ ଉପରେ ଚଢିଗଲା ଟ୍ରକ। ଫଳରେ ୨ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଆହାତ ହୋଇଛନ୍ତି। ମୁମ୍ବାଇ ପୁଲିସର ସୂଚନାନୁସାରେ,ମୁମ୍ବାଇ ବିଖରୋଲି ବେଷ୍ଟର ପୋବଇ ରୋଡରେ ଗତକାଲି ରାତି ୯ଟା ୪୫ ସମୟରେ ଏହି ଅଘଟଣ ଘଟିଛି । ରୋଡ୍ ସାଇଡରେ ଥିବା ଏକ ତେଲ

ପ୍ରତିଶୋଧର ନିଆଁରେ ବଳିପଡିଲା ଅଲିଗଡର କୁନି ପରୀ

ଉତ୍ତରପ୍ରଦେଶ ଅଲିଗଡର ଅଢେଇ ବର୍ଷ ଶିଶୁକୁ ହତ୍ୟା ଘଟଣା ଏବେ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଅଲିଗଡ ଟପ୍ପଲ ଥାନା କ୍ଷେତ୍ର ଅଧିନରେ ଥିବା ଏକ ଗାଁ ର ଅଢେଇ ବର୍ଷର ଶିଶୁ ଟ୍ୱଙ୍କିଲ ଶର୍ମାକୁ ଅତି ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ପୋଲିସ ହତ୍ୟାକାରୀଙ୍କୁ ଗିରଫ କରିଥିବାବେଳେ ଏସଆଇଟିର

୪୪ ବର୍ଷରେ ଶିଳ୍ପା ସେଟ୍ଟି,ନିଆରା ଅନ୍ଦାଜରେ ୱିସ୍ କଲେ ସ୍ୱାମୀ ରାଜ୍ କୁନ୍ଦ୍ରା

ଆଜି ୪୪ ବର୍ଷରେ ପଦାର୍ପଣ କରିଛନ୍ତି ବଲିଉଡ ସୁନ୍ଦରୀ ଶିଳ୍ପା ସେଟ୍ଟୀ । ନିଜର ନିଆରା ଅନ୍ଦାଜ ଏବଂ ସୁନ୍ଦର ଆକର୍ଷଣୀୟ ଚେହେରା ପାଇଁ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଶିଳ୍ପା । ୪୪ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଆଜି ଯାଏ ବୟସର ଛାପ ଛୁଇଁ ପାରିନି ଶିଳ୍ପା

ସମଲିଙ୍ଗୀ ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ

ଲଣ୍ଡନରେ ଦୁଇ ସମଲିଙ୍ଗୀ ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ । ସର୍ବସାଧାରଣରେ ଚୁମ୍ବନ କରିବାକୁ ଅମଙ୍ଗ ହେବାରୁ ଆକ୍ରମଣର ଶିକାର ହୋଇଛନ୍ତି ୨ ମହିଳା ଦମ୍ପତ୍ତି। ସୂଚନାନୁସାରେ,ଲଣ୍ଡନର ମେଲାନିଆ ଜେମୋନାଣ୍ଟ ଓ ତାଙ୍କ ଗାର୍ଲ ଫ୍ରେଣ୍ଡ ଚ୍ରୀସ୍ ଉଭୟ ଡେଟ୍ ସାରି ଏକ ବସ ଯୋଗେ ଘରକୁ

କୋଲକାତା କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଏକ କେମିକାଲ ଫ୍ୟାକ୍ଟ୍ରିରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏବେ ସୁଧା ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମବାହିନୀ ଅସଫଳ ହୋଇଛି । ସୂଚନାନୁସାରେ ହାୱଡା ବ୍ରିଜ୍ ନିକଟବର୍ତ୍ତୀ ଜାଗନ୍ନାଥ ଘାଟ ଅଞ୍ଚଳରେ ଥିବା ଏକ କେମିକାଲ

ନିର୍ବାଚନ ପରେ ପ୍ରଥମଥର କେରଳରେ ପାଦ ଥାପିଲେ ରାହୁଲ..

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜର ସଂସଦୀୟ କ୍ଷେତ୍ର ଓ୍ବାଏନାଡକୁ ୩ ଦିନିଆ ଗସ୍ତରେ ଯାଇଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ଦୁଇଟି ଆସନରେ ନିର୍ବାଚନ ଲଢ଼ୁଥିଲେ ରହୁଲ । କଂଗ୍ରେସର ଗଡ଼ କୁହାଯାଉଥିବା ଉତ୍ତରପ୍ରଦେଶର ଆମିଠିରୁ ବିଜେପି ସାଂସଦ ସ୍ମୃତିଇରାନୀଙ୍କ ଠାରୁ ରାହୁଲ

ବ୍ଲକବଷ୍ଟର ‘ ସୁପର୍ ୩୦’ ଟ୍ରେଲର ଆଉଟ !

ରିଲିଜ ହୋଇଛି ହ୍ରିତିକ ରୋଶନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ ସୁପର୍ ୩୦’ର ଟ୍ରେଲର। ସୋସିଆଲ ମିଡିଆରେ ଟ୍ରେଲରକୁ ଅର୍ଡିଏନ୍ସଙ୍କ ଜବରଦସ୍ତ ରେସପନ୍ସ ମିଳିଛି । ଫିଲ୍ମରେ ଗଣିତଜ୍ଞ ଆନନ୍ଦଙ୍କ ଭୂମିକାରେ ହ୍ରିତିକ ଅଭିନୟ କରୁଥିବାବେଳ ତାଙ୍କ ଅପୋଜିଟରେ ଅଭିନେତ୍ରୀ ମୃଣାଳ ଠାକୁର

ମହାପ୍ରଳୟକୁ ମାସେ ପୂରିଛି: ଦିନ ଯାଇଛି, ଚିହ୍ନ ରହିଛି…

ମେ ୩, ୨୦୧୯ । ସମୟ ସକାଳ ୮ଟା । ସାତତାଳ ସମୁଦ୍ରରୁ ସୁସୁ କରି ଆସିଲା ବାତ୍ୟା । ମହୋଦଧିର ମହାଗର୍ଭରୁ ଫଣା ଟେକି ଫଁଫଁ କରି ମାଡ଼ି ଆସିଲା ଫୋନି । ବିକଟାଳ ଗର୍ଜନ କରି, ଲହଲହ ଜିଭ ଦେଖାଇ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କଲା । ଆଉ ତାପରେ ପ୍ରଳୟ ରଚିଲା

ତାଣ୍ଡବ କରିବେ ‘ତାରାସୁର’, ନଚାଇବେ ‘ନାରାୟଣ’…!

କମ୍ପିବ ବିଧାନସଭା, ଗରମ ହେବ ଗୃହ । ବିରୋଧୀଙ୍କ ହୋହଲ୍ଲା, ନାରାବାଜିରେ ହୁଲସ୍ତୁଲ ହେବ ବିଧାନସଭା । ବାରମ୍ବାର ମୁଲତବୀ, ବିରୋଧୀଙ୍କ ଗର୍ଜନ ସହ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବେ ବିରୋଧୀ । ନୂଆ ସରକାର ଗଠନ ହେବା ପରେ ବସିବାକୁ ଥିବା ପ୍ରଥମ ଅଧିବେଶନରେ ଦେଖିବାକୁ