News World Odisha
Current News Updates

ଗୁଡ଼ିରେ ଉଡିବେ ରାଜନେତା

ପାଖେଇ ଆସିଲାଣି ମକର ସଂକ୍ରାନ୍ତି । ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରରେ ମକର ପର୍ବ ପାଳନ କରାଯାଇଥାଏ  । ତେବେ ଏବେଠୁ ଚାରିଆଡେ ଜୋରସୋରରେ ମକର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । କିଏ ରଙ୍ଗବେରଙ୍ଗର ଗୁଡ଼ି ତିଆରି କରୁଛି ତ ଆଉ କିଏ ଭିନ୍ନ ଭିନ୍ନ ପ୍ରକାରର ସୁଆଦିଆ ମିଠା ଆଉ ଲଡୁ…

ପ୍ରିଣ୍ଟ ମିଡିଆ ପାଇଁ ଖୁସି ଖବର

2019 ନିର୍ବାଚନ ପୂର୍ବରୁ ମୋଦି ସରକାର ମଧ୍ୟମ ଓ ଛୋଟ ଖବର କାଗଜ ପାଇଁ ଆଣିଛନ୍ତି ଖୁସି ଖବର । ସରକାର ଆଉଟରେଚ ଓ କମ୍ୟୁନିକେସନ ଦ୍ବାରା ପ୍ରିଣ୍ଟ ମିଡିଆକୁ ଦିଆଯାଉଥିବା ବିଜ୍ଞାପନ ଗୁଡିକର 25 ପ୍ରତିଶତ ବୃଦ୍ଧି କରିବାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ଖବରକାଗଜ ଗୁଡିକୁ ଖୁବ ଫାଇଦା…

ଶ୍ରୀମନ୍ଦିର ସଂସ୍କାର ମାମଲାରେ ନୂଆ ଆମିକସ୍‌କ୍ୟୁରୀ ନିଯୁକ୍ତ

ଶ୍ରୀମନ୍ଦିର ସଂସ୍କାର ମାମଲାରେ ନୂଆ ଆମିକସ୍‌କ୍ୟୁରୀଙ୍କୁ ନିଯୁକ୍ତ କରାଯାଇଛି । ପୂର୍ବତନ ସଲିସିଟର ଜେନରାଲ ରଞ୍ଜିତ କୁମାର ନୂଆ ଆମିକସ୍‌କ୍ୟୁରୀ ହୋଇଛନ୍ତି । ରଞ୍ଜିତ କୁମାରଙ୍କୁ କାର୍ଯ୍ୟରେ ସହଯୋଗ କରିବେ  ପ୍ରିୟା ହିଙ୍ଗୋରାନି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୫ରେ ହେବ।

ସରପଞ୍ଚ ମାରିଲେ ଗୋଇଠା ବିଧା

ଜନତାଙ୍କୁ ଜନପ୍ରତିନିଧିଙ୍କ ମାଡ଼। ଦବଙ୍ଗ ସରପଞ୍ଚଙ୍କ ମାଡ଼ରେ ଲହୁଲୁହାଣ ଜନତା । ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ପଲ୍ଲୀ ପଞ୍ଚାୟତ ବାଗଲପୁର ଗାଁରେ ଏଭଳି ଘଟଣା ଘଟିଛି। ଗତ ୨ତାରିଖ ଦିନ ଗାଁରେ ଥିବା ସୋସାଇଟିରେ ଧାନ କିଣିବା ପାଇଁ ଧାନମଣ୍ଡି ଖୋଲିଥିଲା। ସୋସାଇଟି ଅଧିକାରୀଙ୍କ ସହ ୬ଜଣ…

କାହିଁକି ପାଳିବେ ମକର ସଂକ୍ରାନ୍ତି ?

ଆମ ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି । ଯାହାକୁ ପ୍ରତି ବର୍ଷ ଜାନୁୟାରୀ ମାସରେ ଖୁବ୍ ଧୂମଧାମରେ ପାଳନ କରାଯାଏ । ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର…

ସରପଞ୍ଚ ମାରିଲେ ଗୋଇଠା ବିଧା

ଜନତାଙ୍କୁ ଜନପ୍ରତିନିଧିଙ୍କ ମାଡ଼। ଦବଙ୍ଗ ସରପଞ୍ଚଙ୍କ ମାଡ଼ରେ ଲହୁଲୁହାଣ ଜନତା । ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ପଲ୍ଲୀ ପଞ୍ଚାୟତ ବାଗଲପୁର ଗାଁରେ ଏଭଳି ଘଟଣା ଘଟିଛି। ଗତ ୨ତାରିଖ ଦିନ ଗାଁରେ ଥିବା ସୋସାଇଟିରେ ଧାନ କିଣିବା ପାଇଁ ଧାନମଣ୍ଡି ଖୋଲିଥିଲା। ସୋସାଇଟି ଅଧିକାରୀଙ୍କ ସହ ୬ଜଣ…

ଭାରତ ବନ୍ଦରୁ ବାଦ ପଡ଼ିଲା ପାରାଦୀପ

ପାରାଦୀପ ଟ୍ରେଡ ୟୁନିୟନରେ ମତାନ୍ତର। ସର୍ବଭାରତୀୟ ଆନ୍ଦୋଳନରୁ ଓହରିଲେ ପାରାଦୀପର ସବୁ ୟୁନିୟନ୍‌। ବିଳମ୍ବିତ ରାତିରୁ ଶ୍ରମିକମାନେ କାମରେ ଯୋଗ ଦେଇଛନ୍ତି। ଫଳରେ ପାରାଦୀପ ବନ୍ଦର ସମେତ ସବୁ କାରଖାନାରେ କାର୍ଯ୍ୟ ସ୍ୱଭାବିକ ହୋଇଛି। ପ୍ରଥମେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ନେତୃତ୍ୱାଧୀନ…

ଖଟିଆ ଆମ୍ବୁଲାନ୍ସ

ଖଟିଆରେ ବୁହାହେଲେ ଗର୍ଭବତୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଦୁର୍ଗମ ବାଂଶପାଳ  ବ୍ଲକ ରାଇଗୋଡା ପଞ୍ଚାୟତର ଛଡାଡିହି ଗାଁରେ । ରାସ୍ତା ନଥିବାରୁ ଗାଁକୁ ୧୦୮ ଆମ୍ବଲାନ୍ସ ଆସି ପାରିଲାନି । ଫଳରେ ଦୀର୍ଘ ୧୨ ଘଣ୍ଟା ଧରି ଗର୍ଭଯନ୍ତ୍ରଣା  ସହିବା ପରେ ୪ କିଲୋମିଟର…

ଆଜି ଶ୍ରୀଜିଉଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ଶ୍ରୀଜିଉଙ୍କ ବନକଲାଗି । ଯେଉଁଥି ପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଦ୍ୱିତୀୟ ଭୋଗ ମଣ୍ଡପ ନୀତି ବଢ଼ିବା ପରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଫଳରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନରୁ ବଚିତ ହେବେ ।

ଆସନ୍ତାକାଲିଠୁ ସୁପ୍ରିମକୋର୍ଟରେ ଆରମ୍ଭ ହେବ ଅଯୋଧ୍ୟା ମାମଲାର ଶୁଣାଣି

ଆସନ୍ତା ୧୦ ତାରିଖରୁ ସୁପ୍ରିମକୋର୍ଟରେ ଆରମ୍ଭ ହେବ ଅଯୋଧ୍ୟା ମାମଲାର ଶୁଣାଣି । ଏଥିପାଇଁ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ ହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏସ୍‌. ଏ. ବୋବଡେ, ଏନ. ଭି. ରମଣା, ୟୁ. ୟୁ. ଲଲିତ ଏବଂ ଡି. ଓ୍ଵାଇ…