News World Odisha
Current News Updates

ଇଭିଏମ ଭାଙ୍ଗିବା ନେଇ ବିଜେପି ପ୍ରାର୍ଥୀଙ୍କ ନାଁରେ ଏତଲା…

ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ ଗ୍ରହଣ ଚାଲୁଥିବା ବେଳେ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଇଭିଏମ ଭାଙ୍ଗିଥିବା ନେଇ ତାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେଣ୍ଟି ଗାଁର ବୁଥ ନଂ ୧୮୨ରେ ଇଭିଏମ ଭଙ୍ଗା ହୋଇଥିବାର ସ୍ଥାନୀୟ ଜିଲ୍ଲାପାଳ

ସାରା ଦେଶରେ କେଉଁଠି କେତେ ମତଦାନ ହୋଇଛି ଜାଣନ୍ତୁ ?

ପର୍ଯ୍ୟାୟ କ୍ରମେ ଭାରତରେ ବିଭିନ୍ନ ରାଜ୍ୟରେ ମତଦାନ ଗ୍ରହଣ କରାଯାଉଛି । ଦିନ ୩ଟା ସୁଦ୍ଧା ସମୟ ଭିତରେ କେତେ ପ୍ରତିଶତ ମତଦାନ ଗ୍ରହଣ କରାଯାଇଛି ତାହା ନିମ୍ନଲିଖିତରେ ବିସ୍ତୃତ ଭାବେ ସୂଚନା ଦିଆଯାଇଛି । ପଶ୍ଚିମ ବଙ୍ଗ-୬୫.୩୩ ପ୍ରତିଶତ, ତାମିଲନାଡ଼ୁ-୫୨.୦୨ ପ୍ରତିଶତ, ଆସାମ-୬୦.୩୮

ନୂଆ ଟିମରୁ ଖେଳି ନବ ନେବେ କି ୧୯ ଟ୍ରଫି…?

ନିର୍ବାଚନ ପ୍ରଚାର ମୈଦାନରେ କସରତର ଅନ୍ତଘଟିବା ସହ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନୀ ମତଦାନ ଗ୍ରହଣ କାର୍ଯ୍ୟ ଝାରସୁଗୁଡ଼ା ବିଧାନସଭାର ବିଭିନ୍ନ ମତଦାନ କେନ୍ଦ୍ରରେ ଜାରି ରହିଛି । ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ପ୍ରଚାର ମୈଦାନରେ ଦେଖିବାକୁ ମିଳିଥିଲା ।

ବ୍ରଜରାଜନଗର ବାଟରେ ରାଧାଙ୍କୁ ରୋକିବ କିଏ ?

ନିର୍ବାଚନ ମୈଦାନରେ ପ୍ରଚାର କସରତର ଅନ୍ତଘଟିଛି । ଆଜି ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କାର୍ଯ୍ୟ ବିଭିନ୍ନ ବୁଥରେ ଜାରି ରହିଛି । ଏହି ଆସନରେ ବିଜେଡିରୁ କିଶୋର ମହାନ୍ତି, ବିଜେପିରୁ ରାଧାରାଣୀ ପଣ୍ଡା ଓ କଂଗ୍ରେସରୁ ରମେଶ ତ୍ରିପାଠୀ ନିର୍ବାଚନ

ବିଜେପୁର ବିଶ୍ୱାସ ଜିତି ବାଦସାହା ହେବେ କି ନବୀନ ?

ବିଜେପୁର ବିଧାନସଭା ଆସନ । ଏକଦା କଂଗ୍ରେସର ଗଡ଼ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ହେଲେ ଗତ ଉପନିର୍ବାଚନ ପରେ ବିଜେପୁର ଅଙ୍କ ଶଙ୍ଖକୁ ସିପ୍ଟ ହୋଇଛି । ଆଉ ସେହି ରେଜଲ୍ଟ ପରେ ବିଜେପୁରକୁ ବେକରେ ଝୁଲାଇବାକୁ ନିଷ୍ପତ୍ତି ନେଇଥିଲେ ନବୀନ । ଆଉ ତା ପରେ

ପଦ୍ମପୁର ପଡ଼ିଆରେ ଚାଲିଛି ମ୍ୟାଚ୍: କିଏ ହାତେଇବ ୧୯ କପ୍

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଗ୍ରହଣ କାର୍ଯ୍ୟକ୍ରମ ସକାଳ ୭ଟାରୁ ବିଭିନ୍ନ ମତଦାନ କେନ୍ଦ୍ରରେ ଜାରି ରହିଛି । ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ମତଦାନ ଗ୍ରହଣ କରାଯାଉଛି । ଏହି ବିଧାନସଭା ଆସନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ, ବିଜେଡିରୁ ବିଜୟରଞ୍ଜନ ସିଂହ

ବରଗଡ଼ ବ୍ୟାଟେଲରେ ବଡ଼ ଲଢ଼େଇ: କିଏ ଜିତିବ ବରଗଡ଼ ବାଜି ?

ଆଜି ବରଗଡ଼ ସଂସଦୀୟ କ୍ଷେତ୍ରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସକାଳ ୭ଟାରୁ ବିଭିନ୍ନ ଭୋଟ ବୁଥରେ ମତଦାନ ଗ୍ରହଣ କାର୍ଯ୍ୟକ୍ରମ ଚାଲିଛି । ଏହି ସଂସଦୀୟ କ୍ଷେତ୍ରର ପ୍ରଚାର ମୈଦାନରେ ପ୍ରମୁଖ ତିନି ରାଜନୈତିକ ଦଳର ପ୍ରାର୍ଥୀ ଘମାଘୋଟ ଲଢ଼େଇ ହୋଇଛି । ବିଜେଡିରୁ ପ୍ରସନ୍ନ ଆଚାର୍ଯ୍ୟ,

ଦିଅର-ଭାଉଜ ଲଢ଼େଇରେ ଫାଇଦା ନେବେ କି ନରସିଂହଙ୍କ ପୁଅ ?

ଆଜି ବଲାଙ୍ଗିର ସଂସଦୀୟ କ୍ଷେତ୍ରରେ ସକାଳ ୭ଟାରୁ ମତଦାନ ଗ୍ରହଣ ଚାଲି ରହିଛି । ଏହି ସଂସଦୀୟ କ୍ଷେତ୍ରରେ ହୋଇଥିବା ତିନି ପ୍ରାର୍ଥୀ ସବୁ ପ୍ରାର୍ଥୀଙ୍କ ଠାରୁ ନିର୍ବାଚନ ରଣକୌଶଳ ଆପଣାଇବାରେ ଦୁଇ ପାଦ ଆଗୁଆ । ଏହି ଆସନରେ ବିଜେଡିରୁ କଳିକେଶ ସିଂହଦେଓ, ବିଜେପିରୁ ସଂଗୀତା କୁମାରୀ

କିଏ ପିନ୍ଧିବ ସୁନ୍ଦରଗଡ଼ର ବିଜୟୀ ସିନ୍ଦୂର: ଜୁଏଲ, ଜର୍ଜଙ୍କୁ ସାଇଡ୍ କରି ଶୀର୍ଷରେ ପହଞ୍ଚିବେ କି…

ପ୍ରଥମ ପର୍ଯ୍ୟାୟ ନିର୍ବାଚନର ମତଦାନ ଗ୍ରହଣ ଗତ ୧୧ ତାରିଖରେ ଶେଷ ହୋଇଥିବା ବେଳେ ଆଜି ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନର ମତଦାନ ଗ୍ରହଣ ସକାଳ ୭ଟାରୁ ସମସ୍ତ ମତଦାନ କେନ୍ଦ୍ରରେ ଚାଲିଛି । ନିର୍ବାଚନ ତାରିଖ ଘୋଷଣା ପରଠାରୁ ପ୍ରମୁଖ ରାଜନୈତିକ ଦଳର ତିନି

ଖାରବେଳଙ୍କ ଖଡ୍ଗ ଭାଙ୍ଗି ଅଜେୟ ହେବେ କି ଅଚ୍ୟୁତ ?

ନିର୍ବାଚନ କମିଶନରଙ୍କ ଘୋଷଣାନୁଯାୟୀ ଆଜି ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଗ୍ରହଣ ସକାଳ ୭ଟାରୁ ଚାଲିଛି । କନ୍ଧମାଳ ଲୋକ ଆସନରେ ଆଜି ୨ୟ ପର୍ଯ୍ୟାୟ ମତଦାନ ଗ୍ରହଣ ସମସ୍ତ ମତଦାନ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାରେ ଚାଲିଛି । ତେବେ ଏହି ସଂସଦୀୟ କ୍ଷେତ୍ରରେ ବିଜେଡ଼ିରୁ ଅଚ୍ୟୁତ ସାମନ୍ତ,