News World Odisha
Current News Updates

ସାତ ବର୍ଷ ତଳେ ଷଡ଼ଯନ୍ତ୍ର, ସାତ ବର୍ଷ ପରେ ଶପଥ…

ମେ ୨୯, ରାଜ୍ୟ ରାଜନୀତି ପାଇଁ ଏକ ଅଭୁଲା ଦିନ, ଅଭୁଲା ରାତି । କ୍ୟାଲେଣ୍ଡରରେ ତାରିଖ ପରେ ତାରିଖ ବଦଳେ ହେଲେ ଫି ବର୍ଷ ମେ ୨୯ ଆସିଲେ ରାଜନୀତିରେ ରୁଜି ରଖୁଥିବା ଲୋକ ଆଉ ରାଜନେତାଙ୍କ ମନରେ ପୁଣି ତାଜା ହୋଇଯାଏ ସେଦିନର କଥା, ସେରାତିର ଚିତ୍ର । ସେଦିନର ମେ ୨୯ ବିଜେଡି ପାଇଁ

ଓଡ଼ିଶାର ୮ ସାଂସଦଙ୍କ ମଧ୍ୟରୁ କେତେ କେନ୍ଦ୍ରମନ୍ତ୍ରୀ…?

୨୦୧୪ରେ ୧ ଦେଇଥିଲୁ ମିଳିଥିଲା ୨  । ଆଉ ଏଥର ୮ ଦେଇଛୁ ମିଳିବ କେତେ  ? ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଏଥର କେତେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ରହିବେ ? ଓଡ଼ିଶାର କେତେ ସାଂସଦଙ୍କୁ ମୋଦି ମନ୍ତ୍ରୀପଦ ଦେଇ ଖୁସ୍ କରେଇବେ ? ରେଜଲ୍ଟ ବାହାରିବା ଆଉ ଓଡ଼ିଶାର ୮ ବିଜେପି ସାଂସଦ ବିଜୟୀ ହେବା ପରେ ଏବେ

ମନ୍ତ୍ରିମଣ୍ଡଳ ମହାସସପେନ୍ସ: ନୂଆ ଟିମରେ ନୂଆ ମୁହଁ, ଦାଗୀଙ୍କୁ ଦୂରେଇବେ ନବୀନ ?

ନିର୍ବାଚନ ସରିଲା, ରେଜଲ୍ଟ ବାହାରିଲା…ସରକାର ଗଢ଼ିବାକୁ ଆରମ୍ଭ ହେଲା ପ୍ରକ୍ରିୟା । ବୁଧବାର ନୂଆ ସରକାର ପାଇଁ ଶପଥ ନେବେ ନବୀନ । ନିଜ ୨୧ ଜଣିଆ ମନ୍ତ୍ରୀଙ୍କ ସହ ରାଜଭବନରେ ରାଜ୍ୟର ପଞ୍ଚମ ଥରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ । ଶପଥଗ୍ରହଣ ଉତ୍ସବକୁ ଆଉ ମାତ୍ର ୪

ସେବା ପାଇଁ ସୁଯୋଗ ଦେଇଛନ୍ତି, ଆସନ୍ତୁ ନୂଆ ଓଡ଼ିଶା ଗଢ଼ିବା…

ସାରା ଓଡ଼ିଶାକୁ ଧନ୍ୟବାଦ ଦେଲେ ନବୀନ । ୧୯ ନିର୍ବାଚନରେ ପୁଣି ଥରେ ତାଙ୍କୁ ସୁଯୋଗଟିଏ ଦେଇଥିବାରୁ ସେ ସାରା ଓଡ଼ିଶାବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଛନ୍ତି । ନିର୍ବାଚନରେ ବିଜେଡିକୁ ଜିତାଇ ପଞ୍ଚମ ଥର ପାଇଁ ଆଣିଥିବାରୁ ନବୀନ କୃତଜ୍ଞ ବୋଲି କହିଛନ୍ତି । ତେବେ ନିଜ ଟ୍ୱିଟର ପେଜରେ

ଖୁବ ଶୀଘ୍ର ନୂଆ ସରକାର: ୨୯ରେ ଶପଥ ନେବେ ନବୀନ-ନରେନ୍ଦ୍ର !

ଆସନ୍ତ ୨୯ରେ ଶପଥ ନେଇପାରନ୍ତି ନବୀନ ପଟ୍ଟନାୟକ । ବୁଧବାର ଦିନ ନୂଆ ସରକାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନବୀନ ଶପଥ ନେଇପାରନ୍ତି । ଶପଥ ନେବା ପରେ ଲଗାତାର ପଞ୍ଚମଥର ପାଇଁ ସରକାର କରିବେ ନବୀନ । ନିଜ ୨୧ ମନ୍ତ୍ରୀଙ୍କ ସହ ରାଜଭବନରେ ଶପଥ ନେବେ ନବୀନ ପଟ୍ଟନାୟକ । ତେବେ

କୋରାପୁଟରୁ ପ୍ରେଜେଣ୍ଟ ପକାଇଲା ‘ହାତ’: ଖାତା ଖୋଲି ସମ୍ମାନ ରକ୍ଷା କଲେ ସପ୍ତଗିରି

ରେଜଲ୍ଟ ବାହାରିବା ପରେ ୨୧ ଲୋକସଭା ଆସନର ଟ୍ରେଣ୍ଡ ଆସୁଥିଲା  । ବିଜେଡି-ବିଜେପି ମଧ୍ୟରେ ଟକରାଟକରି ହୋଇ ଆଗପଛ ହେଉଥିଲେ  । ଟ୍ରେଣ୍ଡ-ଟ୍ରେଲ ଭିତରେ ସମସ୍ତେ ମଜିଥିବା ବେଳେ କଂଗ୍ରେସର କିନ୍ତୁ କୌଣସି ଖବର ଆସୁନଥିଲା  । ସବୁଠି ବିଜେଡି-ବିଜେପି ଜଲୱା ଦେଖାଯାଉଥିବା ବେଳେ କଂଗ୍ରେସର କିନ୍ତୁ

ଲୁଣି ପାଣିରେ ଫୁଟିଲାନି ଫୁଲ: ବାପାଙ୍କ ପାଠଶାଳାରେ ପରୀକ୍ଷା ଦେଇ ପାସ୍ କଲେ ପୁଅ

ଦଶ ବର୍ଷ ବାପା ଚଷିଲେ, ପାଞ୍ଚ ବର୍ଷ ପୁଅ ଚଷିବେ । ୨୦୦୯ରୁ ୧୪ ବାପା ବାଜିଗର ଥିଲେ ଆଉ ୧୯ରେ ପୁଅ ବାଜିଗର ହେଲେ । ପାରାଦୀପ ସିଂହାସନ ବାପା ଛାଡ଼ିବା ପରେ ଏବେ ପୁଅ ହେଲେ ରାଜା । ଲଗାତାରା ୨ ଥର ବରିଷ୍ଠ ନେତା ଦାମ ରାଉତ ପାରାଦୀପରୁ ବିଧାୟକ ଭାବେ ଜିତିଥିବା ବେଳେ

ଆସ୍କାରୁ ଦିଲ୍ଲୀ: ଉଡ଼ି ଉଡ଼ି ଜିତିଲେ, ଉଡ଼ି ଉଡ଼ି ଯିବେ…

ପ୍ରମିଳା ବିଷୋୟୀ । ୧୯ ଯୁଦ୍ଧ ଜିତିଥିବା ଜଣେ ସାଧାରଣ ଯୋଦ୍ଧା । ୧୨ ବାଜିଗର ଭିତରେ ପ୍ରମିଳା ହେଉଛନ୍ତି ଏମିତି ଜଣେ ଯୋଦ୍ଧା ଯିଏ ବିଶ୍ୱାସରେ ବାଜି ଜିତିଗଲେ । ପ୍ରାର୍ଥୀ ଘୋଷଣା ଦିନ ଠାରୁ ହିଁ ପରୀ ମାଆ ଉଡ଼ି ଉଡ଼ି ପାର୍ଲାମେଣ୍ଟ ଯିବେ ବୋଲି ଅନୁମାନ

୩୩% ଫୁଲଫିଲ୍: ନବୀନଙ୍କ ଅଧୁରା ସ୍ୱପ୍ନକୁ ପୂରା କଲା ବିଜେପି…!

କର୍ଣ୍ଣ ମଲେ ୫, ଅର୍ଜୁନ ମଲେ ୫ । ମହାଭାରତର ଏଇ କଥା ଆଜି ରାଜ୍ୟ ରାଜନୀତିରେ ପ୍ରତିଫଳିତ ହୋଇଛି । ୧୯ ନିର୍ବାଚନର ଫଳାଫଳ ବାହାରିବା ପରେ ନବୀନଙ୍କ ମିଶନ ମହିଳା ଅର୍ଥାତ ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ କଥା ଚର୍ଚ୍ଚାର ପରିସରକୁ ଆସିଛି । ନବୀନ ସଂସଦକୁ ୭ ନାରୀ

୨୧ ଲୋକସଭା ମଧ୍ୟରୁ କିଏ କେଉଁଠି ମାରିଛି ବାଜି ? ପଢ଼ନ୍ତୁ ପୂରା ଷ୍ଟୋରୀ…

ରେଜଲ୍ଟ ବାହାରିବା ପରେ ଚିତ୍ର ସ୍ପଷ୍ଟ ହୋଇଯାଇଛି । କେଉଁ ନେତା କେଉଁଠୁ ଲଢ଼ିଥିଲେ । କିଏ କେଉଁଠୁ ଜିତିଲା, କେଉଁଠୁ ହାରିଲା ସମସ୍ତେ ଜାଣିବାକୁ ଉତ୍ସାହ ରଖିଥିଲେ । ତେବେ କିଛି ସ୍ଥାନରେ ରେଜଲ୍ଟ କାଲିଠାରୁ ଘୋଷଣା ହୋଇ ସାରିଥିବା ବେଳେ କିଛି ଜାଗାରେ ପ୍ରୋସେସିଂ