News World Odisha
Current News Updates

ଶୁଣିପାରେନି କି କହିପାରେନି ହେଲେ ଭଲ ଆଙ୍କିପାରେ…

ସିଏମଙ୍କୁ ଆଙ୍କିଲେ ସ୍ମୃତିରେଖା  । ନବୀନଙ୍କୁ ନିଜ ହିରୋ କହି ନିଜ ହାତରେ ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ଆଙ୍କିଛନ୍ତି ସ୍ମୃତିରେଖା  । ସମସ୍ତଙ୍କ ପରି ସେ କଥା କହିପାରନ୍ତିନି କି ଶୁଣିପାରନ୍ତିନି ମାତ୍ର ନିଜେ ଦେଖିଥିବା ମଣିଷକୁ ଭଲଭାବେ କାନଭାସରେ ଉତାରି ପାରନ୍ତି  । ସେଇଥିପାଇଁ ବୋଧେ ସାରା

ଫଟୋରେ ଫଟୋରେ ପୂରା କାହାଣୀ…

ବାଲେଶ୍ବରରେ ବିକାଶର ବାନା ଉଡ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳେ ତାଳସାରୀ ମହୋତ୍ସବର ଉଦଘାଟନ କରି ସେହି ସଭାରେ ଭୋଗରାଇ-ବାଲେଶ୍ବରର ଦୂରତା କମାଇବାକୁ ଏକ ସେତୁର ଶିଳାନ୍ୟାସ କରିଥିବା ବେଳେ ତମାମ ଦିନ ଯାକ ବାଲେଶ୍ବରରେ ରହି ୫୭୮୨ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବା

ସୁବର୍ଣ୍ଣରେଖା ଲେଖିବ ସୁବର୍ଣ୍ଣ ଇତିହାସ…

ଯେଉଁ ଜାଗାକୁ ଦିନେ କାର ଯାଉନଥିଲା ସେହି ଜାଗାରେ ଲାଗିବ ବଡ଼ ବଡ଼ ଜାହାଜ । ଅନ୍ଧାରୀ ଇଲାକା ଏବେ ଆଲୋକିତ ହେବ  । ଖାଁ ଖାଁ ଜାଗା ଏବେ ଜନଗହଳିପୂର୍ଣ୍ଣ ହେବ । ଚୌମୁଖ ପଞ୍ଚାୟତ ଚାରିଆଡ଼େ ଚମକିବ । କାରଣ ବାଲେଶ୍ବର ବାଳିଆପାଳ ବ୍ଲକରେ ହେବ ବଡ଼ ବନ୍ଦର । ବାଲିଆପାଳ ଚୌମୁଖ ପଞ୍ଚାୟତରେ

ସିଂହ ଆସୁଛନ୍ତି ସୁରକ୍ଷା ସାଜି… ଗୁଇନ୍ଦାଗିରି କରିବେ ଦବଙ୍ଗ ଅଫିସର

କ୍ରାଇମ କ୍ୟାପିଟାଲରୁ ସିଏମଙ୍କ ସୁରକ୍ଷାକବଚ । ଅପରାଧର ଉପତ୍ୟକାରୁ ଏକାମ୍ରକ୍ଷେତ୍ର । ବ୍ରହ୍ମପୁରରୁ ଆସୁଛନ୍ତି ସୁପର କପ୍ ଆଶିଷ ସିଂହ । ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ଆଉ ଆଶିଷ ସିଂହଙ୍କୁ ମିଳିଛି ବଡ଼ ଦାୟିତ୍ବ । ବଡ଼ ବଡ଼ ଅପରାଧୀଙ୍କ ନିଦ ହଜାଇ ଦେଇଥିବା

ସଂସଦରେ ଉଠିଲା ‘ବୈଜୟନ୍ତଙ୍କ ବ୍ଲାକମନି’ ପ୍ରସଙ୍ଗ

ବୈଜୟନ୍ତଙ୍କ ପିଛା ଛାଡ଼ୁନି ବିବାଦ  । ବିଭିନ୍ନ ପ୍ରସଙ୍ଗରେ ବୈଜୟନ୍ତ ବିବାଦ ଘେରରେ ଧନ୍ଦି ହେଉଥିବା ବେଳେ ଏବେ ସାଂସଦ ନଥାଇ ବି ସଂସଦରେ ଉଠିଲା ବୈଜୟନ୍ତଙ୍କ ପ୍ରସଙ୍ଗ  ।  ସଂସଦରେ ଉଠିଲା ବିଦେଶରେ ବୈଜୟନ୍ତଙ୍କ ବ୍ଲାକମନି ପ୍ରସଙ୍ଗ । ବୈଜୟନ୍ତଙ୍କ ଟିକସ ଫାଙ୍କି ନେଇ ସଂସଦରେ ପ୍ରସଙ୍ଗ

ନାଗେଶ୍ବରଙ୍କୁ ‘ସୁପ୍ରିମ୍ ସକ୍’: ସାରା ଦିନ କୋର୍ଟରେ ବସିବାକୁ ନିର୍ଦ୍ଦେଶ

ନାଗେଶ୍ବର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା । ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ବର ରାଓଙ୍କୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିଥିବାରୁ ନାଗେଶ୍ବରଙ୍କୁ ଜରିମାନା କରିଛନ୍ତି ସୁପ୍ରିମକୋର୍ଟ ।

ଶେଯରେ ଦେଖି ସହି ପାରିଲାନି ସ୍ୱାମୀ: ମୁଣ୍ଡ ନେଲା ମୁଣ୍ଡ ନୁଆଁଇଲା

ବାଲେଶ୍ବରରେ ଚାଞ୍ଚଲ୍ୟ । ରାଣୀପାଟଣା ବ୍ୟାଙ୍କ କଲୋନୀରେ ଡବଲ ମର୍ଡର । ଘର ଭିତରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଠାବ । ନିଜ ସ୍ତ୍ରୀ ଓ ସ୍ତ୍ରୀର ପୁରୁଷ ବନ୍ଧୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ । ଉଭୟ ଗୋଟିଏ

ପଦ୍ମ ଗଡ଼ରେ ପ୍ରିୟଙ୍କା ପଟୁଆର…

ରାଜଧାନୀ ରାସ୍ତାରେ ରାଜନୀତି । ସୋମବାର ସୋନିଆ ସନ୍ତାନଙ୍କ ସୁପର ସୋ' । ଲକ୍ଷ୍ମୌ ସଡ଼କରେ କଂଗ୍ରେସ ଶୋଭାଯାତ୍ରା । ୧୨ କିଲୋମିଟର ଯାଏଁ ବଡ଼ ପଟୁଆର  । ସୋମବାର ଲକ୍ଷ୍ମୌ ସହର ଦେଖିଲା ସୁପର ସୋ’ । ପ୍ରିୟଙ୍କା, ରାହୁଲଙ୍କ ରୋଡ଼ ସୋ’ରେ ହାଉଯାଉ ହାତ  । ସବୁଠି ପ୍ରିୟଙ୍କା…ପ୍ରିୟଙ୍କା…ଆଉ

ରାହୁଲ-ରାଫେଲ-ରୋଡ଼ ସୋ’

ମୋଦିଙ୍କୁ ପୁଣି ରାହୁଲଙ୍କ ରାଫେଲ ଆଟାକ  । ଆଜି ସଭା ନୁହେଁ କି ସଂସଦ, ଖୋଦ ରୋଡ ସୋରେ ରାଫେଲ ମାଡ଼ ମାରିଛନ୍ତି ରାହୁଲ  । ଉତ୍ତରପ୍ରଦେଶରେ ପ୍ରିୟଙ୍କାଙ୍କ ଫାଇନାଲ ଏଣ୍ଟ୍ରିରେ ରାଫେଲକୁ ମୁଦ୍ଦା କରିଛନ୍ତି ରାହୁଲ  । ଲକ୍ଷ୍ନୌରେ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ରୋଡ଼ ସୋରେ

ଦିଲ୍ଲୀରେ ବସିଛି ଆନ୍ଧ୍ର: ପାହ୍ୟା ଦିଅ ନହେଲେ ପଙ୍ଗା ନେବୁ…

ଆଉ ନୁହେଁ…ବହୁତ ହୋଇଗଲା । କେନ୍ଦ୍ରର ମିଛ ପ୍ରତିଶୃତିକୁ ଏବେ ପଦାରେ ପକାଇବାକୁ ପଡ଼ିବେ । ଏଇ ନାରା ନେଇ ଆଜି ଦିଲ୍ଲୀ ଦରବାରରେ ଦମ୍ଭ ଦେଖାଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ । ଆନ୍ଧ୍ରକୁ ଅବହେଳା କରି ସ୍ବତନ୍ତ୍ର ରାଜ୍ୟପାହ୍ୟାରୁ ବଞ୍ଚିତ