News World Odisha
Current News Updates

ଗସ୍ତ ପାଇଁ ଗଛ ବଳି

ଆସନ୍ତା ୧୫ରେ ବଲାଙ୍ଗିର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଗସ୍ତ ପାଇଁ ରାଜନୀତି ପାଣିପାଗ ଗରମ ଥିବା ବେଳେ ଗସ୍ତର ଗୋଟିଏ ଦିନ ପୂର୍ବରୁ ମୋଦିଙ୍କୁ ନେଇ ମୁଣ୍ଡ ଟେକିଛି ବିବାଦ । ମୋଦିଙ୍କ ହେଲିପ୍ୟାଡ୍‌ ନିର୍ମାଣ ପାଇଁ ଗଛକଟା ହୋଇଥିବାରୁ ବିବାଦ ବଢ଼ିବାରେ ଲାଗିଛି ।…

ଫିଲ୍ମ ଷ୍ଟାଇଲରେ ମୃତ୍ୟୁ: ହାତ ଧରୁଧରୁ ଖସିପଡ଼ିଲେ

ନିକିତା ମୃତ୍ୟୁ ରହସ୍ୟରେ ନୂଆମୋଡ଼  । ନିକିତାଙ୍କୁ ଲିପନ ମାରିନାହାନ୍ତି ବଂର ସେ ନିଜେ ଛାତରୁ ଡେଇଁପଡ଼ିଛନ୍ତି  । ନିକିତା ବଦରାଗୀ ଥିଲେ ତେଣୁ ଟିକିଟିକେ କଥାରେ ରାଗିଯାଉଥିଲେ  । ଆଉ ସେହି ରାଗ ପାଇଁ ସେଦିନ ସେ ଛାତରୁ ଡେଇଁପଡ଼ିଥିବା କଥା କହିଛନ୍ତି ଲିପନଙ୍କ ଭଉଣୀ ସୋନମ ସାହୁ  ।…

ହଷ୍ଟେଲରେ ପ୍ରସବ କଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ

କନ୍ଧମାଳରେ ଲଜ୍ଜା । ଆଶ୍ରମ ସ୍କୁଲ ହଷ୍ଟେଲ ପରିସରରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିଶୁକୁ ଜନ୍ମ ଦେବା ପରେ ଜଳୁଛି ଦାରିଙ୍ଗିବାଡ଼ି । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଆବାସିକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏମିତି ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଛି । ହଷ୍ଟେଲରେ ରହୁଥିବା ଅଷ୍ଟମ…

ପରାଜୟ ଭୟରେ ଦୁଆର ଖୋଲିଦେଲେ !

ବିଜେପିର ସଙ୍କଟ ମୋଚନ ଅଭିଯାନ । ପୁରୁଣା ସହଯୋଗୀଙ୍କୁ ଫେରାଇବାକୁ ପ୍ରାଣମୂର୍ଚ୍ଛା ପ୍ରୟାସ । ଧିରେଧିରେ ମୋଦି ଫେସ ଫିକା ପଡ଼ୁଥିବାରୁ ଏଥର କ୍ଷମତାକୁ ନଆସିବାର ଆଶଙ୍କା ଥିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ବାଜପେୟୀଙ୍କୁ ଆୟୁଧ କରିଛି ବିଜେପି । କ୍ଷମତା ପାଇଁ ମୋଦି ବାଜପେୟୀଙ୍କ…

ପ୍ରଧାନମନ୍ତ୍ରୀ ଆଣୁଛନ୍ତି ‘ପଶ୍ଚିମ ଓଡ଼ିଶା’ ପ୍ୟାକେଜ୍

() ଆସନ୍ତା ୧୫ ତାରିଖରେ ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ତେବେ ପୂର୍ବଥର ପରି ଏଥର ବି ମୋଦି ବିକାଶର ବସ୍ତା ନେଇ ଆସୁଥିବା ବିଜେପି କର୍ମୀ କହିଛନ୍ତି  । ପଶ୍ଚିମ ଓଡ଼ିଶାର ବିକାଶ ଲାଗି ୧ ହଜାର ୫୫୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ମୋଦି ଉଦ୍‌ଘାଟନ…

କ୍ୟାମେରା ଆଖିରେ ଜୀଅନ୍ତା ବୋମା

ଭୁବନେଶ୍ୱରରେ ବୋମାମାଡ । ପାତ୍ରପଡାର ଅଜୟ ରାଉତଙ୍କ ଘର ଉପରକୁ ବିଳମ୍ବିତ ରାତିରେ ହୋଇଛି ସିରିଜ ବୋମାମାଡ। ବୋମା ମାଡ ପଛରେ କାରଣ ଅସ୍ପଷ୍ଟ ଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ ହୋଇଥିବା ଜଣା ପଡିଛି। ଅଜୟଙ୍କ ଘର ବାହାରେ ୩ ଜଣ ଦୁର୍ବୃତ୍ତ ବୋମାମାଡ କରି ଚମ୍ପଟ ହେଉଥିବା…

ପାପ ପଛରେ ପ୍ରେମ: ସିମରନଙ୍କୁ ମାରିଛି କିଏ ?

ସେଲଫି ବେବୋ ସିମରନଙ୍କ ସନ୍ଦେହଜନକ ମୃତ୍ୟୁକୁ ସପ୍ତାହେ ବିତିଥିବା ବେଳେ ଏଯାଏଁ ମୃତ୍ୟୁ ଉପରୁ ପରଦା ହଟିପାରୁନି । ଦିନକୁ ଦିନ ମୃତ୍ୟୁ ରହସ୍ୟମୟ ହେଉଛି । ଆଉ ଏବେ ପୁଣି ଏକ ଅଭିଯୋଗ ରହସ୍ୟକୁ ଅଧିକ ରହସ୍ୟମୟ କରୁଛି । ସିମରନଙ୍କୁ ତାଙ୍କ ସ୍ବାମୀ ନୁହେଁ ବରଂ ତାଙ୍କୁ ପ୍ରେମ କରୁଥିବା କିଛି…

ଭିତରକନିକାରେ ଭାସୁଛି ମୃତ ତିମି

ମୁହାଣ ମୁହଁରେ ୩୫ ଫୁଟ ଲମ୍ବ ତିମିର ମୃତଦେହ ଉଦ୍ଧାର  । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅହିରାଜପୁର ନିକଟରୁ ଉଦ୍ଧାର । ତିମି ମୃତ୍ୟୁର କାରଣ ଅସ୍ପଷ୍ଟ । ସମୁଦ୍ର ଜୁଆରରେ ଭାସି ଆସି ଭିତରକନିକା ନିକଟ ମୁହାଣରେ ଲାଗିଥିବା ସନ୍ଦେହ  । ତେବେ ଏତେ ବଡ଼ ତିମିକୁ ଦେଖିବାକୁ…

ବଦଳି ପରେ ବର୍ମାଙ୍କ ବଡ଼ ପଦକ୍ଷେପ

ବଦଳିକୁ ବିରୋଧ କରି ବଡ଼ ପଦକ୍ଷେପ ନେଲେ ବର୍ମା । ଭାରତୀୟ ପୋଲିସ୍ ସେବା IPS ଚାକିରିରୁ ଇସ୍ତଫା ଦେଲେ ଆଲୋକ ବର୍ମା । କାଲି ସିବିଆଇ ନିର୍ଦ୍ଦେଶକ ପଦରୁ ଆଲୋକଙ୍କୁ ହଟାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇପାୱାର କମିଟି ତାଙ୍କୁ ପଦରୁ ହଟାଇଥିଲା । ପଦରୁ ହଟାଇବା ପରେ…

ବିଜେଡିକୁ ନା କଲେ ନବ: କଂଗ୍ରେସରେ ଅଛି, କଂଗ୍ରେସରୁ ଲଢ଼ିବି…

ନବ ଦାସ ବିଜେଡିକୁ ଯିବା ନେଇ ଚର୍ଚ୍ଚା ପ୍ରସଙ୍ଗ । ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ଝାରସୁଗୁଡ଼ା ବିଧାୟକ ନବ ଦାସ । ସେ କୁଆଡ଼େ ଯାଉ ନଥିବା ସ୍ପଷ୍ଟ କରିଛନ୍ତି । ‘୨୦୧୯ରେ କଂଗ୍ରେସରୁ ହିଁ ଲଢ଼ିବି, ଅନ୍ୟ ଦଳକୁ ଯିବାର ନାହିଁ । କଂଗ୍ରେସ ସହିତ ରହିଛି, ଆଗକୁ ରହିବି । ହାତ ଚିହ୍ନରେ ୧୯…