News World Odisha
Current News Updates

ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ପ୍ରବୋଧ, ଲାଜରୁସ୍

ହକି ଷ୍ଟିକ୍ ଛାଡ଼ି ହକ ପାଇଁ ଲଢେଇ କରିବେ ହକି ଖେଳାଳି  । ବ୍ଲୁ ଟର୍ଫର ମୋହ ତୁଟାଇ ଏବେ ପଲିଟିକ୍ସରେ ପାଦ ଦେବେ ପୂର୍ବତନ ହକି ପ୍ଲେୟର  । ରାଜନୀତିରେ ଖେଳାଳିଙ୍କ ଚାହିଦା ଦିନକୁ ଦିନ ବଢ଼ୁଥିବାରୁ ଏବେ ଓଡ଼ିଶାର ଖେଳାଳିଙ୍କ ଇଚ୍ଛା ରାଜନୀତି ଆଡ଼କୁ ବଢ଼ୁଛି  । ତେବେ ଆଗାମୀ ୧୯

ନବୀନ ନିବାସରେ ଦିଲୀପ ରାୟ

ନବୀନ ନିବାସରେ ପହଞ୍ଚିଲେ ଦିଲୀପ ରାୟ  । ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ ନବୀନ ନିବାସରେ ପହଞ୍ଚିଲେ  । ବିଜେଡି ସୁପ୍ରିମୋ ନବୀନଙ୍କ ସହ ଦିଲୀପ ଆଲୋଚନା କରୁଥିବା ସୂଚନା  । ତେବେ ନବୀନ ନିବାସରେ କ୍ଲିୟର କଟ ଆଲୋଚନା ପରେ ଖୁବଶୀଘ୍ର ଦିଲୀପ ବିଧିବଦ୍ଧ ଭାବେ ନିଜ ସମର୍ଥକଙ୍କ ସହ

ଟିକଟ ଆଶାରେ ଟୁଟୁ ? ନବୀନଙ୍କ କ୍ୟାମ୍ପରେ ବସନ୍ତଙ୍କ ପୁତୁରା

ଗେରୁଆ ଗଳିରୁ ସବୁଜ ଶିବିର ଆସିଲେ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ଓରଫ ଟୁଟୁ ପଣ୍ଡା  । ବିଜେପି ଛାଡ଼ି ବିଜେଡିରେ ମିଶିଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ଟୁଟୁ ପଣ୍ଡା  । ଆଜି ଶତାଧିକ ସମର୍ଥକଙ୍କ ସହ ଟୁଟୁ ନବୀନଙ୍କ କ୍ୟାମ୍ପରେ ସାମିଲ ହୋଇଛନ୍ତି  ।

ସାମ୍ନାସାମ୍ନି ହେଲେ କ’ଣ ସମ୍ବୋଧନ କରିବେ ଲେଖାଶ୍ରୀ ?

୨୫ ଅକ୍ଟୋବର ୨୦୧୭ । ଓଡ଼ିଶା ରାଜନୀତିରେ ଲାଗିଥିଲା ନିଆଁ । ବରିଷ୍ଠ ନେତା ଦାମ ରାଉତଙ୍କ ବେଲଗାମ ତୁଣ୍ଡ ପାଇଁ ରାଜ୍ୟ ରାଜନୀତିରେ ହୁତହୁତ ନିଆଁ ଜଳିଥିଲା । ଯାଜପୁର ବିଞ୍ଝାରପୁରର ଏକ ସଭାରେ ଦାମ ଦେଇଥିବା ଅଙ୍ଗନୱାଡ଼ି ମନ୍ତବ୍ୟ ପାଇଁ ପଡ଼ିଥିଲା ଉଠିଥିଲା ରାଜ୍ୟ

ସରସରା ସଭାରେ ସମାନ କଥା

୧୫ ତାରିଖରେ ରିପିଟ ହେଲା ୮ ତାରିଖର ସ୍କ୍ରିପ୍ଟ । କଳାହାଣ୍ଡିରେ କହିଥିବା ସମାନ କଥାକୁ ବରଗଡ଼ରେ ପୁଣି ଦୋହରାଇଲେ ରାହୁଲ । ରାଫେଲ ଦୁର୍ନୀତି ନେଇ କେନ୍ଦ୍ର ସରକାର ଉପରେ ବର୍ଷିବା ସହ ଚାଷୀ ପ୍ରସଙ୍ଗ ଓ ବେରୋଜଗାର ସମସ୍ୟା ସମ୍ପର୍କରେ ରାଜ୍ୟ ସରକାର ଉପରେ ବର୍ଷିଲେ

ଜୟଙ୍କ ଜୋଶରେ ଜଏନିଂ: ଦାମଙ୍କ ପରେ Next କିଏ…?

ବିଜେପିର ଖୁସି ହେଉଛନ୍ତି ଦାମ ରାଉତ । ବିଜେପିରେ ମିଶିବା ପରେ ଏବେ ଗେରୁଆ ଗଡ଼ରେ ‘ଦାମ ଖୁସି’ । ଆଜି ରାତି ଠାରୁ ଦଳ ଖୁସି ହେବନି ବରଂ ଏ ଖୁସି ଗତ ୨ ଦିନ ତଳୁ କରିଛି ବିଜେପି । ଦାମ ଗେରୁଆ ଦଳର ଖୁସି, ଏକଥା ଆମେ କହୁନୁ ଏକଥା କହୁଛନ୍ତି ଖୋଦ ବିଜେପି ପ୍ରଭାରୀ ଅରୁଣ

ଦାମଙ୍କ ମୁହଁରେ ଧର୍ମେନ୍ଦ୍ରଙ୍କ ଭାଷା

ପଦ୍ମ ଧରୁ ଧରୁ ପ୍ରଧାନଙ୍କ କଥା ପାଟିରେ ଧରିଲେଣି ଦାମ ବାବୁ । ବିଜେପିରେ ମିଶୁ ମିଶୁ ଧର୍ମେନ୍ଦ୍ରଙ୍କ ଭାଷା କହିଲେଣି ଦାମ । ବିଜପି ପାର୍ଟି ଅଫିସରେ ଆଜି ଦାମ ବିଜେପିରେ ମିଶିବା ପରେ ଭାଷଣ ଦେଇଥିଲେ । ବିଦେଶୀ ଭାଷାରେ ବିଜେପି ନେତାଙ୍କୁ ଓଡ଼ିଶାର କାହାଣୀ ଶୁଣାଇ ସାରିଲା ପରେ ଆଉ କଣ

ଦିଲ୍ଲୀ ଯାଇ ଦିଲ୍ ଦେଲେ, ପଦ୍ମ ପୋଖରୀକୁ ଡେଇଁ ପଡ଼ିଲେ…

ସତ ହେଲା ନ୍ୟୁଜ ୱାଲଡର ସୂଚନା  । ଶେଷରେ ବସି ବସି ବୋର ହେଉଥିବା ଦାମ ବିଜେପିରେ ମିଶିଲେ  । ଦିଲ୍ଲୀରେ ଯାଇ ପଦ୍ମ ପୋଖରୀକୁ ଡେଇଁଲେ ବରିଷ୍ଠ ନେତା ଦାମ ରାଉତ । ବିଜେପି ନେତା କେଭିଙ୍କ ସହ ଦିଲ୍ଲୀ ଯାଇ ବିଜେପି ପାର୍ଟି ଅଫିସରେ ମିଶ୍ରଣ ପର୍ବରେ ମିଶିଲେ ଦାମ  । ମିଶ୍ରଣ ପର୍ବରେ