News World Odisha
Current News Updates

କଫ୍‌ ସିରପ୍‌ ଜବତ

ବଲାଙ୍ଗିରରେ ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ । କପ୍‌ ସିରଫ ବୋଝେଇ ଟାଟା ଏସି ଗାଡ଼ି ଜବତ ହୋଇଛି । ବଲାଙ୍ଗିର ଲ' କଲେଜ ନିକଟରୁ ଏହି ଗାଡ଼ି ଜବତ କରିଛି ଟାଉନ ଥାନା ପୋଲିସ । ଏହି ଘଟଣାରେ ୫ ଜଣଙ୍କୁ ପୋଲିସ ଅଟକ ରଖିଛି । ସେମାନଙ୍କୁ ପଚରାଉଚରା  କରାଯାଉଛି ।

ପାଗଳ ବୁଲୁଛି ଭୁଜାଲି ଧରି

ପାରାଦୀପ ନୂଆବଜାର ସାଇ ମନ୍ଦିର ନିକଟରେ ଅଭାବନୀୟ ଘଟଣା ଘଟିଛି। ଜଣେ ମାନସିକ ବିକାରଗ୍ରସ୍ତ ଯ଼ୁବକଙ୍କ ଭୁଜାଲି ଆକ୍ରମଣରେ ଜଣେ ଯ଼ୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ନୂଆବଜାରର ଗୌରାଙ୍ଗ ସ୍ବାଇଁଙ୍କ ପୁଅ ସୁଦୀପ୍ତ ସ୍ବାଇଁ। ସକାଳୁ ସେ ତାଙ୍କ ଘର ଆଗରେ ବସିଥିଲେ। ହଠାତ୍‌ ଜଣେ ମାନସିକ

ଟମାଟୋରେ ହୋଲି ଖେଳିଲା ଅହମ୍ମଦାବାଦ

ଅହମ୍ମଦାବାଦରେ ହୋଲିର ରଙ୍ଗରେ ରଙ୍ଗାୟିତ ହେଲେ ଆବାଳ ବୃଦ୍ଧବନିତା । ହେଲେ ଏଠାରେ ରଙ୍ଗ ନୁହେଁ, ଟମାଟୋରେ ଖେଳାଯାଉଛି ହୋଲି । ସ୍ପେନ୍‌ର ଲାଲ ଟମାଟିନୋ ଫେଷ୍ଟିଭାଲ୍‌ର ଭ୍ରମ ସୃଷ୍ଟି କରିଛି ଅହମ୍ମଦାବାଦ ଯ଼ୁବପିଢ଼ିଙ୍କ ଟମାଟୋ ହୋଲି ଖେଳ। ପରସ୍ପର ଉପରକୁ ଟମାଟୋ ଫିଙ୍ଗି ହୋଲିର ନିଆରା ମଜା

ଆରପାରିରେ ଦାମଙ୍କ ପତ୍ନୀ

ଦାମୋଦର ରାଉତଙ୍କ ପତ୍ନୀଙ୍କ ପରଲୋକ ହୋଇଛି । ୭୨ ବର୍ଷ ବୟସରେ ସ୍ନେହଲତା ମହାପାତ୍ର ଆଖି ବୁଜିଛନ୍ତି। ସ୍ନେହଲତା ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି। ତେବେ ତାଙ୍କ ମୃତ୍ୟୁକୁ ନେଇ ଝିଅ ପ୍ରୀତିନନ୍ଦା ରାଉତରାୟ ସୂଚନା

ଜମିବାଡ଼ିକୁ କେନ୍ଦ୍ରକରି ସଂଘର୍ଷ, ୮ ଆହତ

ବାଲେଶ୍ୱର ଜିଲ୍ଲା ସୋର ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।  ସୋର ଖଣ୍ଡାସାହି ଗାଁରେ ସଂଘର୍ଷ । ସାମାନ୍ୟ ଜମିବାଡ଼ିକୁ କେନ୍ଦ୍ର କରି ପରିବାର ପରିବାର ମଧ୍ୟରେ ସଂଘର୍ଷ  । ସେମାନଙ୍କ ମଧ୍ୟରେ ଦୀର୍ଘଦିନ ହେବ ଜମି ବିବାଦ ଲାଗି ରହିଛି  । ଯାହା ଆଜି ଉଗ୍ର ରୂପ ଧାରଣ କରିଛି ।

ହୋଲି ରଙ୍ଗ ଛଡାଇବାକୁ ଆପଣାନ୍ତୁ ଘରୋଇ ଟିପ୍ସ..

ରଙ୍ଗର ପର୍ବ ହୋଲି। ଭାରତର ସବୁଠୁ ପ୍ରସିଦ୍ଧ ପର୍ବ ହେଉଛି ହୋଲି। ଏହି ଦିନ ପାଇଁ ପୂରା ବର୍ଷ ଅପେକ୍ଷା କରିବାକୁ ପଡ଼ିଥାଏ । ହୋଲି ପର୍ବ ହିନ୍ଦୁ ସମାଜର ପ୍ରତ୍ୟକ ଘରେ ଭରିଦିଏ ଖୁସିର ଲହରୀ  । ତେବେ ହୋଲିରେ ରଙ୍ଗ ଲଗାଇବାରେ ଯେତିକି ମଜା ଆସେ ସେତିକି କଷ୍ଟ ତାକୁ ଛଡାଇବାରେ ଆସେ ।

ବିଶ୍ୱାସ ତୁଟୁଛି ବିଏସ୍‌ଏନ୍‌ଏଲ୍‌ରୁ

ରାଷ୍ଟ୍ର।ୟତ୍ତ ଟେଲିଫୋନ୍‌ ସେବା ପ୍ରଦାନକାରୀ ସଂସ୍ଥା ବିଏସ୍‌ଏନ୍‌ଏଲ୍‌ ସେବା କ'ଣ ଯ଼ୋଗାଇବ, ଏବେ ଉପଭୋକ୍ତ।ଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଉପଭୋକ୍ତ।ଙ୍କୁ ଆକର୍ଷିତ କରିବା ପାଇଁ ବିଏସ୍‌ଏନ୍‌ଏଲ୍‌ ମାଳମାଳ ହୋର୍ଡିଂ ର ମନଲୋଭା ସ୍କିମ୍‌ ସାଙ୍ଗକୁ ଟକ୍‌ ଟାଇମ୍‌ ଅଫର୍‌ । କିନ୍ତୁ ୪ଜି

ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ

ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ । ଉପକୂଳବର୍ତ୍ତି ଓଡ଼ିଶାର ଏହା ଏକ ପ୍ରଧାନ ପର୍ବ ହୋଇଥିବା ବେଳେ ଶ୍ରୀଜଗନ୍ନାଥଙ୍କୁ ଦୋଳଗୋବିନ୍ଦ ଭାବେ ପୂଜା କରାଯାଏ। ଏହାସହ ଦୋଳବେଦିରେ ତାଙ୍କ ସମ୍ମୁଖରେ ନୂଆ ପାଞ୍ଜି ରଖାଯାଏ। ଏହି ଅବସରରେ ନବ ପଞ୍ଜିକା ମଧ୍ୟ ପ୍ରଚଳିତ। ବିଭିନ୍ନ ସଙ୍କୀର୍ତ୍ତନ ମଣ୍ଡଳୀ

ହୋଲି ପାଇଁ କଡ଼ା ସୁରକ୍ଷା

କମିଶନରେଟ ପୋଲିସର ହୋଲି ସୁରକ୍ଷା ଚିନ୍ତା । ସୁରକ୍ଷିତ ହୋଲି ଖେଳିବାକୁ ପରାମର୍ଶ ଦେଇଛି କମିଶନରେଟ୍‌ ପୋଲିସ । ଉତ୍ତେଜନା ପ୍ରବଣ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି ହେବ । ନଦୀ ଓ ପୋଖରୀରେ ମୁତୟନ ହେବେ ଓଡ୍ରାଫ ଟିମ୍‌ । ଭୁବନେଶ୍ବରରେ ୧୫ ଓ କଟକରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବ। ଏଥି ସହିତ

ନବୀନଙ୍କ ପ୍ରିୟ ‘ପଖାଳ କଂସା’

ଆଜି ପଖାଳ ଦିବସରେ ଯୁବପିଢିଙ୍କ ପ୍ରଥମ ଡିମାଣ୍ଡ ରହିଛି ପଖାଳ । ହୋଟେଲ ହେଉ କି ରେସ୍ତୁରାଁ, ଧନୀ ହୁଅନ୍ତୁ କି ଗରିବ ସମସ୍ତେ ଆଜି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଖାଇ ମନାଇଛନ୍ତି ପଖାଳ ଦିବସ । ତେବେ ଏହି ଖୁସିରୁ କେମିତି ବା ବାଦ ପଡ଼ିଥାନ୍ତେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।