News World Odisha
Current News Updates

ଛାତ୍ରୀଙ୍କ ଆଶ୍ଚର୍ଯ୍ୟ କୃତିତ୍ୱ : ଏକା ସଙ୍ଗେ NEET AIIMS, JIPMER,JEE Mainରେ କୃତକାର୍ଯ୍ୟ।

ପ୍ରତି ବର୍ଷ ଲକ୍ଷାଧିକ ଛାତ୍ରଛାତ୍ରୀ କମ୍ପିଟେଟିଭ ପରୀକ୍ଷା ଦେଉଥିଲେ ମଧ୍ୟ ସଫଳତା ପାଇପାରନ୍ତି ନାହିଁ । କିନ୍ତୁ ଜଣେ ଛାତ୍ରୀ ଏକ ସମୟରେ ସମସ୍ତ ପରୀକ୍ଷାରେ କୃତକାର୍ଯ୍ୟ ହେବା କିଛି ଆଶ୍ଚର୍ଯ୍ୟରୁ କମ ନୁହେଁ । କଠିନ ପରିଶ୍ରମ ଏବଂ ଦୃଢ ଇଚ୍ଛା ଶକ୍ତି କିପରି ଅସମ୍ଭବକୁ ମଧ୍ୟ ସମ୍ଭବ

ବଢୁଛି ହୁଇସ୍କିର ଡିମାଣ୍ଡ

ବଢିଚାଲିଛି ଇଣ୍ଡିଆନ ହୁଇସ୍କିର ଡିମାଣ୍ଡ । ଇଣ୍ଡିଆରେ ହୁଇସ୍କିର ବିକ୍ରି ପ୍ରତିଶତ ବହୁ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଏକ ରିପୋର୍ଟ ମୁତାବକ ୨୦୧୪ ରୁ  ୨୦୧୮ମଧ୍ୟରେ ଭାରତୀୟ ହୁଇସ୍କିର ଡିମାଣ୍ଡ ୫୦ ପ୍ରତିଶତ ବଢିଛି । ଗତ ୪ ବର୍ଷ ଭିତରେ ୨୦୧୮ରେ ହିଁ ସର୍ବାଧିକ ୧୧ ପ୍ରତିଶତ

ସହିଦଙ୍କୁ ଶେଷ ବିଦାୟବେଳେ ସମ୍ଭାଳି ପାରିଲେନି କୋହ: ପୁଅକୁ କୁଣ୍ଢାଇ କାନ୍ଦି ପକାଇଲେ ଏସଏସପି

ଅନନ୍ତନାଗରେ ସହିଦ ହୋଇଥିବା ଅରସଦ ଖାନଙ୍କୁ ଶେଷ ବିଦାୟ ଦେବା ସମୟରେ ନିଜର କୋହ ସମ୍ଭାଳି ପାରିଲେନି ଶ୍ରୀନଗର ଏସଏସପି ହସିବ୍ ମୁଘଲ । ଜମ୍ମୁ-କାଶ୍ମୀରରେ ହସିବ୍ ଯେବେ ଅରସଦଙ୍କୁ ସହିଦ ଜବାନର ସମ୍ମାନ ଦେଇ ଶେଷ ବିଦାୟ ଦେଉଥିଲେ ସେତେବେଳେ ସେ ଅରସଦଙ୍କ ୪ ବର୍ଷର ଶିଶୁ ପୁତ୍ରକୁ କୋଳରେ ଧରି

ସିକିମରେ ପ୍ରବଳ ବର୍ଷା: ଫସି ରହିଛନ୍ତି ୩୦୦ ପର୍ଯ୍ୟଟକ…

ସିକିମ୍ ଚୁଙ୍ଗଥାଙ୍ଗରେ ପ୍ରବଳ ବର୍ଷା ଯୋଗୁ ଫସିରହିଛନ୍ତି ୩୦୦ରୁ ଅଧିକ ପର୍ଯ୍ୟଟକ । ପ୍ରବଳ ବର୍ଷା କାରଣରୁ ବହୁ ସ୍ଥାନରେ ରାସ୍ତା ବନ୍ଦ ରହିବା ସହ ଚୁଙ୍ଗଥାଙ୍ଗ-ଲାଚେନ-ଥାଙ୍ଗୁ ମଧ୍ୟରେ ଯୋଗୋଯୋଗ ବିଚ୍ଛିନ୍ନ ହୋଇଯାଇଛି ଫଳରେ ସିକିମ ଜିମାରେ ବହୁ ପର୍ଯ୍ୟଟକ ଫସି ରହିଛନ୍ତି । ପୋଲିସ

ବିହାରରେ ଶିଶୁ ମୃତ୍ୟୁ ବଢ଼ିବାରେ ଲାଗିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘାରିଛି କ୍ରିକେଟ ଫିଭର

ବିହାରରେ ଜାପାନୀ ଜର ଏବେ ଆତଙ୍କ ଖେଳାଇ ଦେଇଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କୁ କିନ୍ତୁ ଧରିଛି କ୍ରିକେଟ ଫିଭର। ଆକ୍ୟୁଟ ଏନସେଫାଲାଇଟିସ୍ ସିଣ୍ଡ୍ରୋମ(ଏଇଏସ୍)ର ପ୍ରଭାବରେ ବିହାର ମୁଜାଫରନଗରରେ ଶତାଧିକ ଶିଶୁଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଏନେଇ କିନ୍ତୁ

ଜେ.ପି ନଡ୍ଡାଙ୍କୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ…

ନୂଆଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବରିଷ୍ଠ ନେତା ଜେ.ପି ନଡ୍ଡାଙ୍କୁ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ମିଳିଛି। ଅମିତ ଶାହା କେନ୍ଦ୍ର ଗୃହମନ୍ତ୍ରୀ ହେବା ପରେ ନଡ୍ଡା ବିଜେପିର ପରବର୍ତ୍ତୀ ସଭାପତି ହେବା ନେଇ ଚର୍ଚ୍ଚା ଜୋର

ଟାଙ୍କି ସଫା କରିବାକୁ ଯାଇ ୭ ସଫା

ଗୁଜୁରାଟ ଭଦୋଦରାରେ ହୋଟେଲର ଟାଙ୍କି ସଫା କରୁଥିବା ସମୟରେ ଶ୍ୱାସରୁଦ୍ଧ ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦୋଦରାରୁ ୧୫ କିଲୋମିଟର ଦୂର ଫର୍ତ୍ତିକୋଇ ଗାଁ ରେ ଥିବା ଦର୍ଶନ ହୋଟେଲରେ । ମୃତ ୭ଜଣଙ୍କ ମଧ୍ୟରେ ୪ ଜଣ ସଫେଇ କର୍ମଚାରୀ ମହେଶ ପଟନୱାଦିୟା,ଅଶୋକ

ଏମିତି ବି ଆସିପାରେ ମୃତ୍ୟୁ !

ମୃତ୍ୟୁ କେତେବେଳେ,କେଉଁ ମୂହୁର୍ତ୍ତରେ ଆସିପାରେ ତାହା କେହି କେବେ କଳ୍ପନା ବି କରିପାରିବେନି । କିନ୍ତୁ ଏମିତି ବି ଆସିପାରେ ମୃତ୍ୟୁ । ଶୋଇଥିବା ଅବସ୍ଥାରେ ବି କିପରି ଆସିପାରେ ମୃତ୍ୟୁର କାଳ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଦାମନଯୋଡ଼ି ଭେଜାପୁଟରେ । ମୃତ୍ୟୁ ରୂପି

ଦଳି ଦେଲା ଦନ୍ତା,ଚାଲିଗଲା ଜୀବନ

ରଜରେ ଆତଙ୍କ ମଚାଇଛନ୍ତି ଗଜରାଜ । ଆଠଗଡ଼ ତିଗିରିଆ ରେଞ୍ଜ ହରିଡାପଶି ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାନୁସାରେ, ଗାଁର କାଳିଆ ବେହେରା ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ ଫଳରେ ଜଙ୍ଗଲୀ ହାତୀ ତାଙ୍କୁ ଦଳି ପକାଇଥିଲା । ହାତୀ ଆକ୍ରମଣରେ

ଋଣ ନେବା ହେଲା କାଳ,ଖୁଣ୍ଟରେ ବନ୍ଧା ହେଲେ ମହିଳା

ଋଣ ସୁଝି ନ ପାରିବାରୁ ବିଦ୍ୟୁତ ଖୁଣ୍ଟରେ ବନ୍ଧା ହେଲେ ମହିଳା । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି କର୍ଣ୍ଣାଟକ କୋଡିଗେହାଲ୍ଲି ଅଞ୍ଚଳରେ । ଭାଇରାଲ ହୋଇଥିବା ଏକ ଭିଡିଓରୁ ଏହି ଘଟଣା ପଦାକୁ ଆସିଛି । ଭାଇରାଲ ହୋଇଥିବା ଭିଡିଓରେ କିଛି ଲୋକ ଜଣେ ମହିଳାଙ୍କୁ ଏକ ବିଦ୍ୟୁତ ଖୁଣ୍ଟରେ