News World Odisha
Current News Updates
Browsing Category

ପ୍ରଚାର ପଲିଟିକ୍ସ

ପୁରୁଣା ପିସିସିଙ୍କୁ ପୁନଶ୍ଚ ଟିକଟ: ମୈଦାନକୁ ଓହ୍ଲାଇବେ ଜୟ-ପ୍ରସାଦ

କଂଗ୍ରେସର ଭରସା ଲିଷ୍ଟରେ ୨ ପୂର୍ବତନ ପିସିସି ସଭାପତି । ବହୁଦିନର ବ୍ୟବଧାନ ପରେ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇବେ ଦୁଇ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଜୟଦେବ ଜେନା । ‘ମୁଁ ନୁହେଁ ଆମେ’ର ନାରା ଦେଇ ସଙ୍ଗଠନ ସଜାଡ଼ି ପାରିନଥିବା ପ୍ରସାଦଙ୍କୁ ପୁଣି ପଡ଼ିଆକୁ

ପୁରୀ ପାଇଁ ପାତ୍ରଙ୍କୁ ପଠାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆସିଲେନି, ପାତ୍ର ବାବୁଙ୍କୁ ପଠାଇଲେ । ୧୯ ମହାସମର ପାଇଁ ସମ୍ବିତଙ୍କୁ ଶ୍ରୀକ୍ଷେତ୍ର ପଠାଇଲା ବିଜେପି । ଓଡ଼ିଶାର ଉଭୟ ବିଧାନସଭା ଓ ଲୋକସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି । ଦ୍ବିତୀୟ ପର୍ଯ୍ୟାୟରେ ୫ ଲୋକସଭା ଆସନ ପାଇଁ

ପୁଣି ଦମ୍ଭ ଦେଖାଇଲେ ନବୀନ: ଏଥର ବି ବିଜେଡିର ବିପୁଳ ବିଜୟ ହେବ

୧୯ ନିର୍ବାଚନ ନେଇ ପୁଣି ଥରେ ଦମ୍ଭ ଦେଖାଇଲେ ନବୀନ  । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନ ପାଇଁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି  । ଏଥର ନିର୍ବାଚନରେ ଆମେ ପ୍ରଚୁର ସିଟ୍ ଜିତିବୁ ବୋଲି ଦମ୍ ଦେଖାଇଛନ୍ତି ନବୀନ  । ନାମାଙ୍କନ ଦାଖଲ ପରେ ପ୍ରତିକ୍ରିୟା ଦେଉଥିବା ବେଳେ

ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା…

ବଲାଙ୍ଗୀର ଟିଟଲାଗଡ଼- ଟୁକୁନି ସାହୁ ପାଟଣାଗଡ଼-ସରୋଜ ମେହେର ସୋନପୁର-ନିରଞ୍ଜନ ପୁଜାରୀ କଣ୍ଟାବାଞ୍ଜି- ଅଜୟ ଦାସ ବୀରମହାରାଜପୁର-ପଦ୍ମନାଭ ବେହେରା ବରଗଡ଼ ବରଗଡ଼-ଦେବେଶ ଆଚାର୍ଯ୍ୟ ଅତାବିରା-ସ୍ନେହାଙ୍ଗିନୀ ଛୁରିଆ ଭଟଲି-ସୁଶାନ୍ତ ସିଂହ ପଦ୍ମପୁର-ବିଜୟ

ବିଜେଡିର ପୂରା ପ୍ରାର୍ଥୀ ତାଲିକା: ପଢ଼ନ୍ତୁ କିଏ ଲଢ଼ିବେ କେଉଁଠୁ…

ଆସ୍କା- ପ୍ରମିଳା ବିଷୋୟୀ (ଲୋକସଭା ପ୍ରାର୍ଥୀ) (ବିଧାନସଭା ପ୍ରାର୍ଥୀ) ଆସ୍କା- ମଞ୍ଜୁଳା ସ୍ବାଇଁ ସୋରଡ଼ା- ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ସାନଖେମୁଣ୍ଡି- ନନ୍ଦିନୀ ଦେବୀ ହିଞ୍ଜିଳି- ନବୀନ ପଟ୍ଟନାୟକ ପୋଲସରା- ଶ୍ରୀକାନ୍ତ ସାହୁ କବିସୂର୍ଯ୍ୟନଗର- ଲତିକା ପ୍ରଧାନ

ପ୍ରାର୍ଥୀ ତାଲିକା ଘୋଷଣା ନେଇ ସୁପ୍ରିମୋଙ୍କ ସୂଚନା

ଖୁବ ଶୀଘ୍ର ଘୋଷଣା ହେବ ବିଜେଡିର ପ୍ରାର୍ଥୀ ତାଲିକା । ଆଜି ସନ୍ଧ୍ୟା ସୁଦ୍ଧା ତାଲିକା ଘୋଷଣା ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେଡି । ପ୍ରାର୍ଥୀ ତାଲିକା ଘୋଷଣା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବେ ବିଜେଡି

ପୁଣି ଥରେ ନବୀନ ନିବାସ ଆସିଲେ ଦାମଙ୍କ ପୁଅ

ନବୀନ ନିବାସରେ ଦାମ ରାଉତଙ୍କ ପୁଅ । ଦାମଙ୍କ ପୁଅ ସମ୍ବିତ ନବୀନ ନିବାସରେ ପହଞ୍ଚିଲେ । ଲଗାତାର ୨ୟ ଥର ପାଇଁ ନବୀନ ନିବାସ ଆସିଲେ ଦାମଙ୍କ ପୁଅ ସମ୍ବିତ । ନବୀନ ନିବାସରେ ନବୀନଙ୍କୁ ଭେଟି କଣ ଆଲୋଚନା କରିବେ ତାହାରି ଉପରେ ନଜର । ବିଗତ କିଛି ଦିନ ହେବ

ଟିକଟ ଆଶାରେ ଟୁଟୁ ? ନବୀନଙ୍କ କ୍ୟାମ୍ପରେ ବସନ୍ତଙ୍କ ପୁତୁରା

ଗେରୁଆ ଗଳିରୁ ସବୁଜ ଶିବିର ଆସିଲେ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ଓରଫ ଟୁଟୁ ପଣ୍ଡା  । ବିଜେପି ଛାଡ଼ି ବିଜେଡିରେ ମିଶିଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ଟୁଟୁ ପଣ୍ଡା  । ଆଜି ଶତାଧିକ ସମର୍ଥକଙ୍କ ସହ ଟୁଟୁ ନବୀନଙ୍କ କ୍ୟାମ୍ପରେ ସାମିଲ ହୋଇଛନ୍ତି  ।

ପବ୍ଲିକ୍ ପ୍ଲେସରୁ ହଟାଅ ମୋଦିଙ୍କ ହୋର୍ଡିଂ : କଂଗ୍ରେସ

ଗତ ୧୦ ତାରିଖରେ ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ନିର୍ବାଚନ ତାରିଖ ଘୋଷଣା କରିବା ସହ ନିର୍ବାଚନ ଆଚରଣ ବିଧି ନିୟମ ମଧ୍ୟ ସେହି ଦିନଠାରୁ ଲାଗୁ କରିଥିଲେ । ଭାରତର ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ଆଞ୍ଚଳିକ ଦଳ ହିସାବରେ ବିଜେଡ଼ି