News World Odisha
Current News Updates
Browsing Category

୧୯ ଅଙ୍କ

ଟିକେଟ ବଣ୍ଟନକୁ ନେଇ କଂଗ୍ରେସ ଭବନରେ ତୁମୁଳକାଣ୍ଡ

ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ କଂଗ୍ରେସରେ ତେଜିଛି ଅସନ୍ତୋଷ । ଏନେଇ ଭୁବନେଶ୍ବର କଂଗ୍ରେସ ପାର୍ଟି ଅଫିସରେ ଅସନ୍ତୁଷ୍ଟ ଗୋଷ୍ଠୀ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଟିକେଟ ବଣ୍ଟନ ନେଇ କର୍ମୀ ଅସନ୍ତୋଷ ଜାହିର କରିଛନ୍ତି । ଏକାମ୍ର ବିଧାନସଭା ଆସନରୁ

ବାପ-ପୁଅ ରାଜନୀତିରେ ଆଗରେ କଂଗ୍ରେସ…

ଚଳିତ ନିର୍ବାଚନରେ କଂଗ୍ରେସର ବରିଷ୍ଠ ଓ ଅଭିଜ୍ଞ ନେତାଙ୍କ ପାଖରେ ପରିବାରବାଦ ରାଜନୀତି ପରିଲକ୍ଷିତ ହୋଇଛି । କଂଗ୍ରେସ ପରିବାରବାଦ ରାଜନୀତିରେ ଆଗରେ ରହିଛି । କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଆଗାମୀ ନିର୍ବାଚନରେ ବଲାଙ୍ଗୀର ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ

ସବୁ ସିଟ୍ ଫିଲପ୍: କେଉଁଠୁ ଲଢ଼ିବେ ଧର୍ମେନ୍ଦ୍ର ?

ନିର୍ବାଚନ ଲଢ଼ିବେନି ଧର୍ମେନ୍ଦ୍ର ପ୍ରଧାନ  । ଚଳିତ ବର୍ଷ ୧୯ ମହାଯୁଦ୍ଧରେ ଯୋଦ୍ଧା ସାଜିବେନି ଧର୍ମେନ୍ଦ୍ର  । ନିର୍ବାଚନ ନଲଢ଼ି ପ୍ରଚାର ମଙ୍ଗ ସମ୍ଭାଳିବେ ପୋଷ୍ଟର ବଏ ପ୍ରଧାନ ବାବୁ । ଧର୍ମେନ୍ଦ୍ରଙ୍କ ନିର୍ବାଚନ ନଲଢ଼ିବା କଥା ଆମେ କହୁନୁ ବରଂ ବିଜେପିର ଦୁଇ ଦୁଇ ଥର ପ୍ରକାଶିକ ତାଲିକା

ସୁନ୍ଦରଗଡ଼ ଦେଖିବ ହେମାନନ୍ଦଙ୍କ ଫ୍ୟାମିଲି ଫାଇଟ୍: ବଡ଼ ଭଉଣୀ ବନାମ ସାନ ଭଉଣୀ

ମୈଦାନକୁ ଓହ୍ଲାଇବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ୨ ଝିଅ । ରାଜନୀତିର ରଣଭୂମିରେ ନୂଆ କରି ଲଢ଼ିବେ ବିଶ୍ବାଳ ସିଷ୍ଟର । ଚଳିତ ନିର୍ବାଚନରେ ଦୁଇ ଭଉଣୀଙ୍କୁ ରାଜନୀତି ମଇଦାନରେ ଦେଖିବାକୁ ମିଳିବ । ଦୁଇ ଭଉଣୀ ବିଜେଡ଼ି ଓ କଂଗ୍ରେସରୁ ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣ ହେବେ ।

ବିଜେଡ଼ିର ଷ୍ଟାର ପ୍ରଚାରକ ତାଲିକା: ମଙ୍ଗ ଧରିବେ ନବୀନ

ଆଗାମୀ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜେଡ଼ିର ୪୦ ଷ୍ଟାର ପ୍ରଚାରକ ତାଲିକା । ସେମାନଙ୍କ ମଧ୍ୟରେ ଅଛନ୍ତି, ନବୀନ ପଟ୍ଟନାୟକ, ଅନଙ୍ଗ ଉଦୟ ସିଂହ ଦେବ, ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ସୂର୍ଯ୍ୟନାରାୟଣ ପାତ୍ର, ପ୍ରସନ୍ନ କୁମାର ପାଟଶାଣୀ, ଭାସ୍କର ରାଓ, ପ୍ରମିଳା ମଲ୍ଲିକ,

ରାଜନୀତିରେ ଅଦରକାରୀ ରାଣୀ !

ନିର୍ବାଚନ ଯେତେ ପାଖେଇ ଆସୁଛି ଚୁଟକୁଲା ପାଇଁ ସେତିକି ଖୋରାକ ମଧ୍ୟ ମିଳି ଚାଲିଛି । ପ୍ରଥମେ ନିର୍ବାଚନ ପାଇଁ କେଉଁ ଦଳ ଜିତିବ ସେନେଇ ଚର୍ଚ୍ଚା ହେଉଥିଲା । ପରେ କେବେ ଆସିବ ପ୍ରାର୍ଥୀ ତାଲିକା ସେନେଇ ଚାଲିଥିଲା ଅଙ୍କ କଷା ଆଉ ଏବେ ପ୍ରାର୍ଥୀ ତାଲିକାରେ ମନ ପସନ୍ଦ

ପୁରୁଣା ପିସିସିଙ୍କୁ ପୁନଶ୍ଚ ଟିକଟ: ମୈଦାନକୁ ଓହ୍ଲାଇବେ ଜୟ-ପ୍ରସାଦ

କଂଗ୍ରେସର ଭରସା ଲିଷ୍ଟରେ ୨ ପୂର୍ବତନ ପିସିସି ସଭାପତି । ବହୁଦିନର ବ୍ୟବଧାନ ପରେ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇବେ ଦୁଇ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଜୟଦେବ ଜେନା । ‘ମୁଁ ନୁହେଁ ଆମେ’ର ନାରା ଦେଇ ସଙ୍ଗଠନ ସଜାଡ଼ି ପାରିନଥିବା ପ୍ରସାଦଙ୍କୁ ପୁଣି ପଡ଼ିଆକୁ

ମାଓ ଲିଙ୍କରୁ ରାଜନୀତି ମୈଦାନ !

ଆଗାମୀ ନିର୍ବାଚନରେ ହେବ ମହାମୁକାବିଲା କିଏ କରିବ ବାଜିମାତ ସବୁ ରାଜନୈତିକ ଦଳ ନିଜ ଭିତରେ ଅଙ୍କ କଷା ଆରମ୍ଭ କରିଦେଇଛନ୍ତି । ସେହିପରି ରଣପୁର ବିଧାନସଭା ଆସନରୁ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ପଣ୍ତା ଓରଫ୍ ମିଲି ପଣ୍ଡାଙ୍କୁ କଂଗ୍ରେସ ଟିକେଟ ଦେଇଛି । ହୁଏତ ମିଲି ପଣ୍ଡା

କଂଗ୍ରେସ ଦାନକୁ ମନାକଲେ ମୁକ୍ତିକାନ୍ତ

ନିର୍ବାଚନ ଲଢ଼ିବେନି ମୁକ୍ତିକାନ୍ତ ବିଶ୍ବାଳ  । ରାଉରକେଲା ବିଧାନସଭା ଆସନରୁ ନିର୍ବାଚନ ମୈଦାନକୁ ଓହ୍ଲାଇବେନି ମୁକ୍ତିକାନ୍ତ  । ନିର୍ବାଚନ ନଲଢିବାକୁ କହି କଂଗ୍ରେସର ଗିଫ୍ଟକୁ ରାଉରକେଲାରୁ ରିଟର୍ଣ୍ଣ କରିଦେଇଛନ୍ତି ମୁକ୍ତିକାନ୍ତ  । କଂଗ୍ରେସର ପ୍ରକାଶିତ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ

ପାତ୍ରଙ୍କୁ ପରାସ୍ତ କରିବା ପାଇଁ ପଦ୍ମର ପିଙ୍କି ପ୍ଲାନ

ମଡେଲିଂରୁ ଆରମ୍ଭ କରି ଆକ୍ଟିଂ, ଆଙ୍କରିଂରୁ ଆରମ୍ଭ କରି ଡ୍ୟାନ୍ସିଂ ଯାଏଁ ସମସ୍ତ କ୍ଷେତ୍ରରେ ଓଡ଼ିଆ ଝିଅ ପିଙ୍କି ଖୁବ ପାରଙ୍ଗମ । ସିନେଜଗତରେ ନିଜର ପାରଦର୍ଶିତା ଦେଖାଇବା ପରେ ଏବେ ରାଜନୀତିର ଶାସନ ଡୋରିକୁ ଧରିବାକୁ ଯାଉଛନ୍ତି ବିଜେପି କର୍ମୀ ପିଙ୍କି ପ୍ରଧାନ । ଗଞ୍ଜାମ ଜିଲ୍ଲାରେ ଜନ୍ମ