News World Odisha
Current News Updates
Browsing Category

ଅପରାଧ

ବିଷ ବିକୁଛି ବାଲେଶ୍ବର: ମାଛ ବେପାରୀଙ୍କ ଲିଙ୍କରେ ବ୍ରାଉନସୁଗାର

ଦିନ ଦିପହରେ ଚାଲିଛି ବେଧଡ଼କ ବ୍ରାଉନସୁଗାର କାରବାର । ବାଲେଶ୍ବରରୁ ଦେଢ଼ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଏହି ଧଳାଜହର କାରବାର ଅଭିଯ଼ୋଗରେ ପୁଲିସ ୪ ଜଣ ମାଛ ବ୍ୟବସାୟୀଙ୍କୁ ଗିରଫ କରିଛି। ତେବେ ବଡ଼ ପ୍ରଶ୍ନ ହେଉଛି, ବ୍ରାଉନସୁଗାର କାରବାର ସହ ମାଛ ବ୍ୟବସାୟୀଙ୍କ ସହ କି

ପହିଲି ରଜରେ ପିଠା ବଦଳରେ ପଡ଼ିଲା ରକ୍ତର ଛିଟା: ମାଆ ଛେଉଣ୍ଡଙ୍କୁ ପିଟିପିଟି ହତ୍ୟା କଲା ବାପା….

ସଇତାନ ସାଜିଲା ବାପା । ପହିଲି ରଜରେ ଖୁସିର ମାହୋଲକୁ କରିଲା ବିଷାଦ । କେନ୍ଦୁଝର ଜିଲ୍ଲା ଉଲିବସା ଗାଁରେ ବାପାର ବର୍ବରତା କାଣ୍ଡ । ନିଜର ତିନି ନାବାଳିକା ଝିଅଙ୍କୁ ହତ୍ୟାକରି ନିଜେ ଆତ୍ମହତ୍ୟା କରିଛି ସଇତାନ ବାପା । କଅଁଳ ଝିଅଙ୍କୁ ପିଟିପିଟି ହତ୍ୟା କରିଛି ବାପା ଦୁର୍ଗା ବିରୁଆ ।

ନକଲି ଏକାଉଣ୍ଟ ଖୋଲି ଫସିଲେ ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି

ନକଲି ବ୍ୟାଙ୍କ ଆକାଉଣ୍ଟ ଘଟଣା ମହଙ୍ଗା ପଡ଼ିଲା ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲୀ ଜର୍ଦ୍ଦାରୀଙ୍କୁ । ପୋଲିସ ଆଜି ତାଙ୍କୁ ଗିରଫ କିରିଛି। । ଜର୍ଦ୍ଦାରି ନକଲି ବ୍ୟାଙ୍କ ଆଉଣ୍ଟ ଖୋଲି ପାକିସ୍ତାନରୁ ବିଦେଶକୁ ଟଙ୍କା ପଠାଉଥିବା ଜଣାପଡ଼ିଛି। ନ୍ୟାସନାଲ ଆକାଉଣ୍ଟ ବିଲିଟି

ବହୁ ଚର୍ଚ୍ଚିତ କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ…

ବହୁ ଚର୍ଚ୍ଚିତ କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ । ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଏମାନଙ୍କ ମଧ୍ୟରେ ରହିଛି ମୁଖ୍ୟ ଅଭିଯୁକ୍ତ ସଞ୍ଝୀ ରାମ । ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ଅଭିଯୁକ୍ତ ହେଲେ ଆନନ୍ଦ ଦତ୍ତା, ଦୀପକ ଖଜୁରିଆ, ତିଲକ ରାଜ,

କଟକ ଯୋବ୍ରା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧି ତପନ ବେହେରାଙ୍କ ମୃତ୍ୟୁ

କଟକ ଯୋବ୍ରା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧି ତପନ ବେହେରାଙ୍କ ମୃତ୍ୟୁ । ଗତକାଲି ମାଟିଆ ମଙ୍ଗଳା ଛକରେ ତପନଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କୁ ଗ୍ୟାଙ୍ଗଷ୍ଟର ରଂଜନ ମହାନ୍ତିଙ୍କ ପୁଅ ହାପି ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଗୁରୁତର ଭାବେ ତପନଙ୍କୁ କଟକ ବଡ

ପାହାଳ ପ୍ରୀତମ ରାଉତରାୟ ହତ୍ୟା ଘଟଣା: ଗିରଫ ହେଲା ଭିଲେନ ଭାଇ…

ଧରାପଡ଼ିଲା ଭିଲେନ୍‌ ଭାଇ। ଭୁବନେଶ୍ୱର ଉପକଣ୍ଠ ପାହାଳ ଅଟାଳରେ ପ୍ରୀତମ ରାଉତରାୟ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ। ହତ୍ୟାକାରୀ ବଡ଼ଭାଇ ମାମୁନ୍‌ ରାଉତରାୟ ଗିରଫ ହୋଇଛି। ଭୁବନେଶ୍ୱରରୁ ମାମୁନକୁ ଗିରଫ କରିଛି ବାଲିଅନ୍ତା ଥାନା ପୋଲିସ। ପ୍ରୀତମକୁ ହତ୍ୟା କରିବା ପରେ ଫେରାର

ପ୍ରତିଶୋଧର ନିଆଁରେ ବଳିପଡିଲା ଅଲିଗଡର କୁନି ପରୀ

ଉତ୍ତରପ୍ରଦେଶ ଅଲିଗଡର ଅଢେଇ ବର୍ଷ ଶିଶୁକୁ ହତ୍ୟା ଘଟଣା ଏବେ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଅଲିଗଡ ଟପ୍ପଲ ଥାନା କ୍ଷେତ୍ର ଅଧିନରେ ଥିବା ଏକ ଗାଁ ର ଅଢେଇ ବର୍ଷର ଶିଶୁ ଟ୍ୱଙ୍କିଲ ଶର୍ମାକୁ ଅତି ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ପୋଲିସ ହତ୍ୟାକାରୀଙ୍କୁ ଗିରଫ କରିଥିବାବେଳେ ଏସଆଇଟିର

ସ୍ତ୍ରୀକୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ…

ସ୍ତ୍ରୀକୁ ହାଣିଲା ସ୍ୱାମୀ । ଜଳେଶ୍ୱର କମର୍ଦ୍ଦାରେ ଘଟିଛି ଏଭଳି ଅମାନବୀୟ କାଣ୍ଡ । ସ୍ତ୍ରୀକୁ ରାସ୍ତାରେ ଗୋଡ଼େଇ ଗୋଡ଼େଇ ହାଣିଛି ସ୍ୱାମୀ । ବିଳମ୍ବିତ ରାତିରେ କମର୍ଦ୍ଦା ଛକରେ ଏହି ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ସନ୍ତୋଷ ରଣାକୁ ପଶ୍ଚିମବଂଗରୁ ଗିରଫ କରିଛି କମର୍ଦ୍ଦା ପୋଲିସ ।

ଗଣତି ପୂର୍ବରୁ ଗୁଳିମାଡ଼: ବିଧାୟକ ପ୍ରାର୍ଥୀ ଗୁରୁତର ଆହତ…

କାଲି ପ୍ରକାଶ ପାଇବ ନିର୍ବାଚନ ଫଳାଫଳ ହେଲେ ଆଜିଠାରୁ ଆସ୍କାରେ ଦେଖିବାକୁ ମିଳିଛି ହିଂସା । ଚଳିତ ନିର୍ବାଚନରେ ଆସ୍କାରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ମନୋଜ ଜେନାଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼

‘ରିଓପନ’ ହେବ ପ୍ରଜ୍ଞାଙ୍କ ଅପରାଧ ପେଡ଼ି…

ବିଜେପିରୁ ଭୋପାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ସାଧ୍ବୀ ପ୍ରଜ୍ଞା ଠାକୁର କିଛିଦିନ ତଳେ ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହି ହରଡ଼ଘଣାରେ ପଡ଼ିଥିଲେ । ତେବେ ୧୨ ବର୍ଷ ତଳେ ହୋଇଥିବା ଆରଏସଏସ ପ୍ରଚାରକ ସୁନୀଲ ଯୋଶୀଙ୍କ ହତ୍ୟାକାଣ୍ଡ ଘଟଣା