News World Odisha
Current News Updates
Browsing Category

ଅପରାଧ

ପାପ ପଛରେ ପ୍ରେମ: ସିମରନଙ୍କୁ ମାରିଛି କିଏ ?

ସେଲଫି ବେବୋ ସିମରନଙ୍କ ସନ୍ଦେହଜନକ ମୃତ୍ୟୁକୁ ସପ୍ତାହେ ବିତିଥିବା ବେଳେ ଏଯାଏଁ ମୃତ୍ୟୁ ଉପରୁ ପରଦା ହଟିପାରୁନି । ଦିନକୁ ଦିନ ମୃତ୍ୟୁ ରହସ୍ୟମୟ ହେଉଛି । ଆଉ ଏବେ ପୁଣି ଏକ ଅଭିଯୋଗ ରହସ୍ୟକୁ ଅଧିକ ରହସ୍ୟମୟ କରୁଛି । ସିମରନଙ୍କୁ ତାଙ୍କ ସ୍ବାମୀ ନୁହେଁ ବରଂ ତାଙ୍କୁ ପ୍ରେମ କରୁଥିବା କିଛି…

କ୍ରାଇମ୍‌ ବ୍ରାଞ୍ଚ୍‌ ରିମାଣ୍ଡରେ ଗୋଲ୍‌ଡେନ ବାବା

ଭୁବନେଶ୍ୱରର ଗୋଲ୍‌ଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କୁ କ୍ରାଇମ୍‌ ବ୍ରାଞ୍ଚ୍‌ ରିମାଣ୍ଡରେ ନେବ । ଏଥିପାଇଁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିବ କ୍ରାଇମ୍‌ ବ୍ରାଞ୍ଚ୍‌ । ତିନି ଦିନ ପାଇଁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ସୂଚନା ମିଳିଛି ।…

୭୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ପାଖାପାଖି ୭୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ । କନ୍ଧମାଳ ବାଲିଗୁଡ଼ା ଅଞ୍ଚଳରେ ୧୬୦ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇକୁ ନଷ୍ଟ କରାଯାଇଛି । ପୋଲିସ୍‌, ସିଆରପିଏଫ୍‌ ଏବଂ ଅବକାରୀ ବିଭାଗର ମିଳିତ ଚଢାଉରେ ଏସବୁ ନଷ୍ଟ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୬୪ କୋଟିରୁ ଅଧିକ ହେବ ।…

ବିଶାଖାପାଟଣା ରେଳ ଷ୍ଟେସନରୁ ବିପୁଳ ପରିମାଣର ସୁନା ଜବତ

ଗତ ୪ ତାରିଖରେ ଗୌହାଟି-ସିକନ୍ଦରାବାଦ ଏକ୍ସପ୍ରେସ୍‌ରେ ୨ ଯୁବକ ନିଜ ବାନିୟନ୍‌ ଭିତରେ ବେଆଇନ୍‌ ସୁନା ଚାଲଣ କରୁଥିବା ଖବର ପାଇ ଚଢାଉ କରିଥିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଏକ ଟିମ୍‌ । ଅନୁସନ୍ଧାନ ବେଳେ ସୁନା ଚାଲାଣ କରୁଥିବା ୨ ଯୁବକଙ୍କ ସହ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ଟିମ୍‌…

ଶବ ଶୋଇଛି ଗୁଣି ଗଦିରେ…

ଆଜି ବି ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ । ଅତ୍ୟାଧୁନିକ ଯୁଗରେ ବି ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରିଛି ଅନ୍ଧ ମଣିଷ । ଏ ଅନ୍ଧବିଶ୍ୱାସ ଏତେ ଭୟଙ୍କର ରୂପ ନେଲାଣି ଯେ ମୃତ୍ୟୁର ସତ୍ୟକୁ ଗ୍ରହଣ କରିନପାରି ମୃତ ଶରୀରକୁ ଆଉ ଥରେ ଜୀବିତ କରିବା ଭଳି କାର୍ଯ୍ୟ ମଧ୍ୟ କରିବାକୁ ପଛାଉ ନାହାନ୍ତି…

ନିକିତା ମୃତ୍ୟୁ ମିଷ୍ଟ୍ରି: ଲିଡ୍ ରେ ଲିପନ

ନିକିତା ମୃତ୍ୟୁ ରହସ୍ୟ ଉପରୁ ହଟୁଛି ପରଦା । ଛାତ ଉପରେ ସ୍ବାମୀଙ୍କ ସହ କୌଣସି କଥାରେ ବାଦ ବିବାଦ କରୁଥିବା  ବେଳେ ହଠାତ ଠେଲାପେଲାରେ ନିକିତା ଛାତ ଉପରୁ ତଳକୁ ଖସି ପଡ଼ିଥିବା କଟକ ଡିସିପି ଅଖିଳେଶ୍ବର ସିଂହ ସୂଚନା ଦେଇଛନ୍ତି । ତେବେ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା ପରେ ଏବଂ ସ୍ବାମୀ…

ନିକିତା ମୃତ୍ୟୁ ମିଷ୍ଟ୍ରି: ବନ୍ଧାହେଲା ସୈତାନ ସ୍ବାମୀ

ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ରହସ୍ୟମୟ ମୃତ୍ୟୁ ମାମଲାରେ ଗିରଫ ହୋଇଛନ୍ତି ସ୍ବାମୀ ଲିପନ ସାହୁ । ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ପୋଲିସ୍‌ । ରବିବାର ନିକିତାଙ୍କ ବାପା, ସନାତନ ବେହେରା, ଥାନାରେ ଏତଲା ଦେଇଥିଲେ । ତାଙ୍କ ଝିଅଙ୍କ…

ପୁଅ ମୃତ୍ୟୁ ରହସ୍ୟରୁ ପରଦା ହଟାଇଲେ ବାପା…

ଏସିପି ସଞ୍ଜୀବ ଶତପଥୀଙ୍କ ପୁଅ ଆୟୁଷ ଆତ୍ମହତ୍ୟା ଘଟଣା  । ପୁଅର ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇଲେ ବାପା ସଞ୍ଜୀବ  । ମାଆ ସହ ମଜା କରୁକରୁ ମୃତ୍ୟୁ ହୋଇଥିବା କହିଲେ ସଞ୍ଜୀବ  । ତାଙ୍କ ପୁଅର ମୃତ୍ୟୁ ଏକ ଦୁର୍ଘଟଣା ବୋଲି କହିଲେ ସଞ୍ଜୀବ  । ‘ମୋ ପୁଅ ଜଣେ ଭଲ ଟେନିସ ଖେଳାଳି, ଜଣେ ଭଲ…

ମୃତ୍ୟୁ ପୂର୍ବରୁ କଣ ଲେଖିଥିଲା ଆୟୁଷ…

ଭୁବନେଶ୍ବରରେ ଏସିପି ସଞ୍ଜୀବ ଶତପଥୀଙ୍କ ୧୨ ବର୍ଷର ପୁଅ ଆୟୁଷର ଆତ୍ମହତ୍ୟା ଘଟଣା ରାଜଧାନୀରେ ଚାଞ୍ଜଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସର ହସ୍ତଗତ ହୋଇଛି ମୃତ ଆୟୁଷର ଚିଠି । ଆୟୁଷର ହାତଲେଖା ଡାଏରୀରୁ ଶେଷ କଥା ମିଳିବା ପରେ ରହସ୍ୟ ଆହୁଛି ବଢ଼ିଛି । ପୋଲିସ୍ ଆତ୍ମହତ୍ୟାର କାରଣ ଖୋଜୁଥିବା…

ଘନଉଛି ନିକିତା ମୃତ୍ୟୁ ରହସ୍ୟ: ଘରେ ପହଞ୍ଚିଲା ଫରେନସିକ୍ ଟିମ୍

ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କୁ ହତ୍ୟା କରାଯାଇଛି  । ନିକିତାଙ୍କୁ ତାଙ୍କ ସ୍ବାମୀ ଆଉ ଶାଶୁ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି  । ନିକିତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିବା ପରେ ମୃତ୍ୟୁ ଘଟଣାରେ ନୂଆମୋଡ଼ ଆସିଛି। ବାପାଙ୍କ ଅଭିଯୋଗ ଆଧାରରେ…