News World Odisha
Current News Updates
Browsing Category

ଅପରାଧ

ହଷ୍ଟେଲରେ ପ୍ରସବ କଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ

କନ୍ଧମାଳରେ ଲଜ୍ଜା । ଆଶ୍ରମ ସ୍କୁଲ ହଷ୍ଟେଲ ପରିସରରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିଶୁକୁ ଜନ୍ମ ଦେବା ପରେ ଜଳୁଛି ଦାରିଙ୍ଗିବାଡ଼ି । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଆବାସିକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏମିତି ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଛି । ହଷ୍ଟେଲରେ ରହୁଥିବା ଅଷ୍ଟମ…

ସାମ୍ବାଦିକଙ୍କୁ ହତ୍ୟା ମାମଲା: ରାମ ରହିମଙ୍କୁ ୧୭ରେ ମିଳିବ ସଜା…

ଡ଼େରା ସଚ୍ଚା ସୌଦାର ନେତା ଗୁରମିତ ରାମ ରହିମ ଦୁଇ ଜଣ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୨୦ ବର୍ଷ ପାଇଁ ଜେଲ ଦଣ୍ଡ ଭୋଗୁଥିବା ବେଳେ ୧୭ ଜାନୁଆରୀରେ ତାଙ୍କ ମହ ସମ୍ପୃକ୍ତ ଏକ ହତ୍ୟା ମାମଲାର ଶୁଣାଣି ହେବାକୁ ଯାଉଛି  । ସରସା ସହରର ଉତ୍ତର-ପଶ୍ଚିମରେ ଥିବା ଡେରାର…

ଡାକ୍ତରଙ୍କ ଘରୁ ଡକାୟତି

ରୋଗୀ ବୋଲି ପରିଚୟ ଦେଇ ଡାକ୍ତରଙ୍କ ଘରୁ ଡକାୟତି । ନବରଂଗପୁର ଜିଲ୍ଲା ଇନ୍ଦ୍ରାବତୀରେ ଡାକ୍ତରଙ୍କ ଘରୁ ଏପରି ଭାବରେ ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ନିଜକୁ ରୋଗୀ ପରିଚୟ ଦେଇ ଡକାୟତମାନେ ଇନ୍ଦ୍ରାବତୀ ମେଡିକାଲର ଡାକ୍ତର ପ୍ରଦୀପ୍ତ ପ୍ରହରାଜଙ୍କ ଘରର କବାଟ ବାଡେଇଥିଲେ । ଡାକ୍ତର…

ସାବଧାନ ! ବୁଲୁଛନ୍ତି ଟାୱାର ଦଲାଲ…

ଆପଣଙ୍କ ଜମିରେ ଲାଗିପାରିବ ମୋବାଇଲ ଟାୱାର । କମ୍ପାନୀ ସହ ଚୁକ୍ତି ହେଲା ପରେ ମିଳିବ ଲକ୍ଷାଧିକ ଟଙ୍କା । ତା'ସହ ଦୁଇ ଜଣଙ୍କୁ ଚାକିରୀ । ଏଭଳି ବମ୍ଫର ଅଫରକୁ କିଏ ବା ହାତ ଛଡା କରିବ । ରାତି ଅଧିଆ ଲକ୍ଷପତି ହେବାକୁ ଯଦି ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ରିପୋର୍ଟ ନିଶ୍ଚୟ ପଢ଼ନ୍ତୁ ।…

ପୁରୀରେ ଏନକାଉଣ୍ଟର, ଅପରାଧୀ ଜିତୁ ଗୁରୁତର

ପୁରୀ: ଶନିବାର ଭୋର ୫ଟାରେ ପୁରୀ ପୁଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ଅପରାଧୀ ଜିତେନ୍ଦ୍ର ସାହୁ(ଜିତୁ) ଗୁରୁତର ଆହତ ହୋଇଛି । ଜିତୁର ଡାହାଣ ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ପିପିଲି ବାରିମୂଳ ଗାଁ ନିକଟରେ ପୁଲିସ ଏନକାଉଣ୍ଟର…

କ୍ୟାମେରା ଆଖିରେ ଜୀଅନ୍ତା ବୋମା

ଭୁବନେଶ୍ୱରରେ ବୋମାମାଡ । ପାତ୍ରପଡାର ଅଜୟ ରାଉତଙ୍କ ଘର ଉପରକୁ ବିଳମ୍ବିତ ରାତିରେ ହୋଇଛି ସିରିଜ ବୋମାମାଡ। ବୋମା ମାଡ ପଛରେ କାରଣ ଅସ୍ପଷ୍ଟ ଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ ହୋଇଥିବା ଜଣା ପଡିଛି। ଅଜୟଙ୍କ ଘର ବାହାରେ ୩ ଜଣ ଦୁର୍ବୃତ୍ତ ବୋମାମାଡ କରି ଚମ୍ପଟ ହେଉଥିବା…

ପାପ ପଛରେ ପ୍ରେମ: ସିମରନଙ୍କୁ ମାରିଛି କିଏ ?

ସେଲଫି ବେବୋ ସିମରନଙ୍କ ସନ୍ଦେହଜନକ ମୃତ୍ୟୁକୁ ସପ୍ତାହେ ବିତିଥିବା ବେଳେ ଏଯାଏଁ ମୃତ୍ୟୁ ଉପରୁ ପରଦା ହଟିପାରୁନି । ଦିନକୁ ଦିନ ମୃତ୍ୟୁ ରହସ୍ୟମୟ ହେଉଛି । ଆଉ ଏବେ ପୁଣି ଏକ ଅଭିଯୋଗ ରହସ୍ୟକୁ ଅଧିକ ରହସ୍ୟମୟ କରୁଛି । ସିମରନଙ୍କୁ ତାଙ୍କ ସ୍ବାମୀ ନୁହେଁ ବରଂ ତାଙ୍କୁ ପ୍ରେମ କରୁଥିବା କିଛି…

କ୍ରାଇମ୍‌ ବ୍ରାଞ୍ଚ୍‌ ରିମାଣ୍ଡରେ ଗୋଲ୍‌ଡେନ ବାବା

ଭୁବନେଶ୍ୱରର ଗୋଲ୍‌ଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କୁ କ୍ରାଇମ୍‌ ବ୍ରାଞ୍ଚ୍‌ ରିମାଣ୍ଡରେ ନେବ । ଏଥିପାଇଁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିବ କ୍ରାଇମ୍‌ ବ୍ରାଞ୍ଚ୍‌ । ତିନି ଦିନ ପାଇଁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ସୂଚନା ମିଳିଛି ।…

୭୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ପାଖାପାଖି ୭୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ । କନ୍ଧମାଳ ବାଲିଗୁଡ଼ା ଅଞ୍ଚଳରେ ୧୬୦ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇକୁ ନଷ୍ଟ କରାଯାଇଛି । ପୋଲିସ୍‌, ସିଆରପିଏଫ୍‌ ଏବଂ ଅବକାରୀ ବିଭାଗର ମିଳିତ ଚଢାଉରେ ଏସବୁ ନଷ୍ଟ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୬୪ କୋଟିରୁ ଅଧିକ ହେବ ।…

ବିଶାଖାପାଟଣା ରେଳ ଷ୍ଟେସନରୁ ବିପୁଳ ପରିମାଣର ସୁନା ଜବତ

ଗତ ୪ ତାରିଖରେ ଗୌହାଟି-ସିକନ୍ଦରାବାଦ ଏକ୍ସପ୍ରେସ୍‌ରେ ୨ ଯୁବକ ନିଜ ବାନିୟନ୍‌ ଭିତରେ ବେଆଇନ୍‌ ସୁନା ଚାଲଣ କରୁଥିବା ଖବର ପାଇ ଚଢାଉ କରିଥିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଏକ ଟିମ୍‌ । ଅନୁସନ୍ଧାନ ବେଳେ ସୁନା ଚାଲାଣ କରୁଥିବା ୨ ଯୁବକଙ୍କ ସହ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ଟିମ୍‌…