News World Odisha
Current News Updates
Browsing Category

ଅପରାଧ

ଜୟଙ୍କ କଳା କାରନାମାର ପର୍ଦ୍ଦାଫାସ୍

ପୁଣି ତାଜା ହେଲା ବୈଜୟନ୍ତଙ୍କ ବାହାମାସ ବ୍ଲାକମନି ପ୍ରସଙ୍ଗ । ବୈଜୟନ୍ତଙ୍କ ବାହାମାସ୍ ଲିଙ୍କର ବଡ଼ ଖୁଲାସା କଲେ ଭୂପେନ୍ଦ୍ର ସିଂହ ପଟେଲ । ପଣ୍ଡା ବାବୁଙ୍କ ଟିକସ ଫାଙ୍କି ନେଇ ବଡ଼ ପର୍ଦ୍ଦାଫାସ କରିଛନ୍ତି ସୂଚନା ଅଧିକାର କର୍ମୀ ଭୂପେନ୍ଦ୍ର । ସାମ୍ବାଦିକ

୫୦୭ କେଜି ଗଞ୍ଜେଇ ଜବତ : ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ

ଆନ୍ଧ୍ରରୁ ଚିତ୍ରକୋଣ୍ଡା ଦେଇ ହରିୟାଣାକୁ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ୨ ବେପାରୀ । ପାଟ୍ରୋଲିଂ ବେଳେ ଚିତ୍ରକୋଣ୍ଡା ପୋଲିସ ଗୋଟିଏ ଟ୍ରକ୍‌ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । କାରରୁ ୫୦୭ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ

ବାଣୀବିହାରରୁ ବ୍ରାଉନ ସୁଗାର ଜବତ: କୋର୍ଡ ଥିଲା ରସୁଣ…

ରାଜଧାନୀରୁ ୧୭୦ ଗ୍ରାମ ବ୍ରାଉନସୁଗର ଜବତ । ବାଣୀବିହାର ଛକରୁ ୧୭୦ ଗ୍ରାମ୍‌ ବ୍ରାଉନ ସୁଗର ଜବତ ହୋଇଛି । ଏଥିରେ ଜଣଙ୍କୁ ଗିରଫ କଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଏସ୍ ଉମା ଶଙ୍କର ରାଓ । ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୧୭ ଲକ୍ଷ

ଅନ୍ଧବିଶ୍ୱାସରୁ ନୃଶଂସ କାଣ୍ଡ: ଗୁଣିଗାରେଡ଼ି ସନ୍ଦେହରେ ଟ୍ରିପଲ ମର୍ଡର…

ଅନ୍ଧବିଶ୍ୱାସର ଅନ୍ଧଗଳି । ଅନ୍ଧବିଶ୍ୱାସରୁ ନୃଶଂସ କାଣ୍ଡ । ଗୁଣିଗାରେଡ଼ି ସନ୍ଦେହରେ ଟ୍ରିପଲ ମର୍ଡର । ତିନି ଜଣଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ସମେତ ଅନ୍ୟ ଜଣେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା । ଏପରି ଏକ ଲୋମଟାଙ୍କୁରା ଘଟଣା ଘଟିଛି ରାୟଗଡ଼ା

ବିବାଦରେ କାନ କାମୁଡ଼ା କୁଇନ୍: ଯାତ୍ରାକୁ ‘ରାନୀ’ ଯାତନା !

ରାଜଧାନୀ ରାତିରେ ରାନୀ ଜଲୱା  । ରଙ୍ଗୀନ ଆଲୁଅରେ ଅଙ୍ଗ ପ୍ରଦର୍ଶନ  । ଖୋଲା ପେଣ୍ଡାଲରେ ଖୁଲମଖୁଲା ଡ୍ୟାନ୍ସ  । ତାଳି ସହ ତାଳ ଦେଇ ନ୍ୟୁଡ୍ ନୃତ୍ୟ  । ଯାତ୍ରା ପେଣ୍ଡାଲର ଆକର୍ଷଣର କେନ୍ଦ୍ରବିନ୍ଦୁ ଆଇଟମ ଗାର୍ଲ ରାନୀ ପଣ୍ଡାଙ୍କୁ ନେଇ ବଢ଼ୁଛି ବିବାଦ  । ଶନିବାର ରାତିରେ ଯାତ୍ରା

ପେଣ୍ଡାଲ ଜଗିବେ ପୋଲିସ୍: ଅଶ୍ଳୀଳ ନାଚିଲେ ଆକ୍ସନ…

ଯାତ୍ରାରେ ଜଲୱା ହେଉ, ରାତିରେ ତାତି ବଢ଼ୁ । ଅଧ ରାତିରେ ଆଇଟମ ସଙ୍ଗର ନଟିନଟି ବିଟରେ ଧୂମ୍ ନାଚୁ ସାରା ରାଜଧାନୀ । ଆଉ ଏଇଥିପାଇଁ ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଆଇଟମ ଗର୍ଲଙ୍କ ଲାଗିଛି ଲମ୍ବା ଲାଇନ, ଝୁଲୁଛି ବଡ଼ ବଡ଼ ହଟ୍ ହୋର୍ଡିଂ। ପେଣ୍ଡାଲରେ ଦର୍ଶକଙ୍କୁ ପେଟପୂରା

ବଲାଙ୍ଗିରରେ ‘ବିହାର’ ଛୁଙ୍କ: ସମାନ ଷ୍ଟାଇଲରେ କପିବଣ୍ଟା

ବଲାଙ୍ଗିରରେ ବିହାର ଡ୍ରାମା  । ବିହାରର ‘କପି ବଣ୍ଟା ଷ୍ଟାଇଲ’କୁ କପି କଲା ବଲାଙ୍ଗିର  । ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ପରେ ବଲାଙ୍ଗିରରୁ ଆସିଛି ସାଙ୍ଘାତିକ ଦୃଶ୍ୟ  । ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ପରେ ଅଭିଭାବକ ମାନେ କପି ଯୋଗାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି  । ଭାଇରାଲ

ଇଂରାଜୀ କଲା ଅକଲ ଗୁଡ଼ୁମ୍: କପି ଦେବାକୁ ସ୍କୁଲକୁ ଧାଇଁଲେ…

ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ପରେ ଏବେ ସାମ୍ନାକୁ ଆସିଛି ବଡ଼ ଘଟଣା । ମୋବାଇଲରେ ପ୍ରଶ୍ନପତ୍ର ଭାଇରାଲ ପରେ ବି ସ୍କୁଲରେ ଧସେଇ ପଶି କପି ବାଣ୍ଟିଲେ ଅଭିଭାବକ । ପରୀକ୍ଷା କେନ୍ଦ୍ରକୁ ଧସେଇ ପଶି, ପାଚେରୀ ଡେଇଁ ପିଲାଙ୍କୁ କପି ବାଣ୍ଟିଛନ୍ତି ଅଭିଭାବକ । ପରୀକ୍ଷା

ମୋବାଇଲରେ ମାଟ୍ରିକ କ୍ୱଶ୍ଚିନ୍: ବଲାଙ୍ଗିରରେ ବୁଲିଲା ଇଂରାଜୀ ପ୍ରଶ୍ନପତ୍ର !

ଓଡ଼ିଆ ପରେ ପୁଣି ଭାଇରାଲ ହେଲା ଇଂରାଜୀ ପ୍ରଶ୍ନପତ୍ର । ଇଂରାଜୀ ପ୍ରଶ୍ନପତ୍ରର A ସେଟ୍ ଘୁରିଲା ମୋବାଇଲରୁ ମୋବାଇଲ । ବଲାଙ୍ଗିର ଧର୍ମଗଡ଼ରୁ ଆସିଛି ଏଭଳି ଅଭିଯୋଗ । ଧର୍ମଗଡ଼ରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହେଉଛି । ପରୀକ୍ଷା ସରିବା

ଜମି ଭାଗବଣ୍ଟା କୁ ନେଇ ଭାଇର ଛୁରା ମାଡରେ ଭାଇ ଆହତ…

ଭାଇର ଛୁରା ମାଡରେ ଭାଇ ଆହତ । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ସାଉଡ ଗ୍ରାମରେ ଜମିବାଡି ବିବାଦକୁ ନେଇ ଛୁରା ମାଡରେ ୪ ଆହତ ହୋଇ ମେଡିକାଲିରେ ଭର୍ତ୍ତି ହୋଇଛନ୍ତି । ଗତକାଲ ଜମି ଭାଗବଣ୍ଟା କୁ ନେଇ ଉଭୟଙ୍କ ଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଫଳରେ ସାନ ଭାଇ ଲମ୍ବୋଦର ଉତ୍ୟକ୍ତ ହୋଇ ବଡ