News World Odisha
Current News Updates
Browsing Category

କାର୍ଯ୍ୟକ୍ରମ

ବାଙ୍ଗାଲୁରୁ ଆକାଶରେ ‘ଏୟାର ସୋ’

ବାଙ୍ଗାଲୁରୁରେ ୫ଦିନ ଧରି ଚାଲିବାକୁଥିବା ଏୟାର ସୋ ଆଜି ଆରମ୍ଭ ହୋଇଯାଇଛି । ଏୟାର ସୋ’ର ପ୍ରଥମ ଦିନରେ ରାଫିଲ ଲଢୁଆ ବିମାନ ସାମାନ୍ୟ ଗତିରେ ଉଡି କମାଣ୍ଡର ସାହିଲ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । ଯିଏ କି ସୁର୍ୟ କିରଣ ଲଢୁଆ ବିମାନର ପାଇଲଟ ଥିଲେ ।