News World Odisha
Current News Updates
Browsing Category

ମନୋରଞ୍ଜନ

ଜୟ ହିନ୍ଦ୍ ଜୟ ଇଣ୍ଡିଆ

ସାରା ବିଶ୍ୱର ନଜର ଏବେ ହକି ମେନ୍ସ୍ ୱାର୍ଲଡ କପ୍ ଉପରେ । ନଭେମ୍ବର 28 ରୁ ଆରମ୍ଭ ହେବାକୁ ଯାଉଥିବା ମେନ୍ସ ହକି ୱାର୍ଲଡ କପ୍ ର ଅଫିସିଆଲ୍ ସଙ୍ଗ୍ “ଜୟ ହିନ୍ଦ୍ ଜୟ ଇଣ୍ଡିଆ” ଆସନ୍ତା 18 ତାରିଖ ଦିନ ରିଲିଜ ହେବାକୁ ଯାଉଛି । ଏହାକୁ ଓସ୍କାର ବିଜେତା ଏ.ଆର.ରେହମାନ କମ୍ପୋଜ କରିଥିବା ବେଳେ ଗୀତ…

ଓଃ! କି ଭୟଙ୍କର ଲୁକ୍!ଦୁର୍ବଳ ହୃଦୟ ଥିଲେ ଦେଖନ୍ତୁ ନାହିଁ ଏହି ଭିଡିଓ

ଭାରତୀୟ ଫିଲ୍ମ ଠଗସ୍ ଅଫ ହିନ୍ଦୁସ୍ତାନ ଏବଂ ଆଗକୁ ରିଲିଜ ଅପେକ୍ଷାରେ ଥିବା ଫିଲ୍ମ ‘ଜିରୋ’ କୁ ଛାଡ଼ିଥିଲେ ନଭେମ୍ବରରେ ରିଲିଜ ହେବ ଆଉ ଏକ ବହୁ ପ୍ରତିକ୍ଷୀତ ଫିଲ୍ମ ‘ରୋବର୍ଟ-2.0’ । ଯାହାକୁ ନେଇ ଦର୍ଶକ ଖୁବ ଉତ୍ସାହିତ ଅଛନ୍ତି । 2010ରେ ରିଲିଜ ହୋଇଥିବା ବ୍ଲକବଷ୍ଟର ଫିଲ୍ମ ‘ରୋବର୍ଟ’ ର…

ଏମାନଙ୍କ ମୁଦିର ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍

ନିକଟରେ ବହୁ ବଲିଉଡ ସେଲିବ୍ରିଟିଙ୍କ ବାହାଘର ଚର୍ଚ୍ଚାରେ ରହୁଥିବାବେଳେ ଏବେ ସେମାନଙ୍କ ମୁଦିର ମୁଲ୍ୟ ଫ୍ୟାନ୍ସଙ୍କୁ ଚକିତ କରିଛି । ଲାଗୁଛି ଯେମିତି ମୁଦି ପାଇଁ ବଲିଉଡର କଳାକାରଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ତେବେ ଏହି କଳାକାରମାନେ ଲକ୍ଷ ଲକ୍ଷ ନୁହେଁ କୋଟି କୋଟି ଟଙ୍କା ବ୍ୟୟ…

ରିଅଲ୍ ଲାଇଫରେ ବାନ୍ଧିହେଲେ ଦୀପବୀର

ରିଲ୍ ଲାଇଫରୁ ରିଅଲ ଲାଇଫ ପାର୍ଟନର ସାଜିଛନ୍ତି ଏହି ପ୍ରେମୀଯୁଗଳ । ସରିଛି ବହୁ ଚର୍ଚ୍ଚିତ ବାହାଘର ଆଉ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୀପବୀର । ବୁଧବାର କଙ୍କଣ ରୀତିରେ ବିବାହ ପରେ ଆଜି ସିନ୍ଧ ରୀତିରେ ବିବାହ କରି ସାତ ଜନ୍ମର ସାଥି ହୋଇଛନ୍ତି ଏହି ପ୍ରେମୀଯୁଗଳ । ତେବେ ଫ୍ୟାନମାନେ ଦୁଇଜଣଙ୍କ…

ଦେଖିଲେ ଚିହ୍ନି ହେଉଛି କି ଏହି ଅଭିନେତାଙ୍କୁ

ଅକ୍ଷୟ କୁମାର ଏବଂ ରଜନୀକାନ୍ତଙ୍କ ଫିଲ୍ମ 2.0 ଫ୍ଲୋରକୁ ଆସିବା ପୂର୍ବରୁ ପୁଣି ଚର୍ଚ୍ଚାରେ । ଏବେ ଏହାର ପ୍ରମୋଶନ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି । ଫିଲ୍ମର ମେକର୍ସ କିଛିଦିନ ହେବ ଫିଲ୍ମ ସହ ଜଡ଼ିତ କିଛି ନୂଆ ନୂଆ ଫଟୋ ସୋସିଆଲ ମିଡିଆରେ ସେୟାର କରୁଥିବା ବେଳେ ଏବେ ସେକେଣ୍ଡ ପୋଷ୍ଟର…

ବାଦ୍ ପଡିଲାନି ଓଲିଉଡ୍

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ 'ମି ଠୁ' ଝଡ଼ । ଏଥର ଅଭିଯୋଗ ଆସିଛି ଫିଲ୍ମ ନିର୍ଦ୍ଧେଶକ ଦିଲ୍ଲୀପ ପଣ୍ଡାଙ୍କ ନାଁରେ।  ନିଜ ସିନେମାରେ ଲିଡ୍‌ ରୋଲ୍‌ ଦେବା ପାଇଁ କହି ଦିଲ୍ଲୀପ ଜଣେ ଅଭିନେତ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଦିଲ୍ଲୀପ ପଣ୍ଡାଙ୍କ ବିରୋଧରେ ଏହି ଅଭିଯୋଗ…

ଆଜି ଦୀପବୀରଙ୍କ କୋଙ୍କଣୀ ରୀତିରେ ବିବାହ ସମ୍ପର୍ଣ୍ଣ,କାଲି ହେବ ସିନ୍ଧି ରୀତି

ଆଜି ବିବାହ ବନ୍ଧନରେ ବାନ୍ଧି ହେଲେ ପୋଶଓ୍ୱା ଓ ମସ୍ତାନୀ । ଏଥରକିନ୍ତୁ ରିଲ୍ ଲାଇଫରେ ନୁହଁ ବରଂ ରିଏଲ୍ ଲାଇଫରେ । ଆଜି ଦୀପିକା ପାଦୁକୋନଙ୍କ କୋଙ୍କଣୀ ରୀତିନୀତି ରେ ବିବାହ କରିଛନ୍ତି। ବିବାହର ରୀତି ସକାଳ 7ଟାରୁ ଆରମ୍ଭ ହୋଇଥିଲା ।ତେବେ ଆସନ୍ତା କାଲି ରଣବୀର ସିଂଙ୍କ ସିନ୍ଧି ରୀତିରେ…

ଛଟ୍ ପୂଜାର ମହାତ୍ମ୍ୟ

ଚାରି ଆଡେ ଜମୁଛି ଛଟ୍‌ ପୂଜା । ପୂର୍ବରୁ ଏହି ଛଟ୍ ପୂଜା ମୁଖ୍ୟତଃ ନେପାଳ,ଉତ୍ତର ପ୍ରଦେଶ,ବିହାର,ଝାଡ଼ଖଣ୍ଡରେ ପାଳିତ ହେଉଥିବା ବେଳେ ବର୍ତ୍ତମାନ ଓଡ଼ିଶାରେ ମଧ୍ୟ ଏହି ପୂଜାକୁ ଜୋରସୋରରେ ପାଳନ କରାଯାଉଛି। ଓଡ଼ିଶାରେ ଥିବା ଅଣଓଡ଼ିଆଙ୍କ ସଂସ୍ପର୍ଶରେ ଆସି ଛଟ୍ ପୂଜାର ମହାତ୍ମ୍ୟକୁ ବୁଝି ସାରା…

ଯୋଡି ହେବେ ହାଇପ୍ରୋଫାଇଲ ସେଲିବ୍ରିଟି,ଜାଣନ୍ତୁ ବାହାଘର ପାଇଁ କଣ ହୋଇଛି ବ୍ୟବସ୍ଥା

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ତାପରେ ସାତଜନ୍ମର ସାଥୀ ହୋଇଯିବେ ବଲିଉଡ ଲଭବାର୍ଡ ଦୀପିକା ପାଦୁକୋନ୍ ଓ ରଣବୀର ସିଂ। ଏଥିପାଇଁ ଦୀପବୀରଙ୍କ ସହ ଉଭୟଙ୍କ ପରିବାର ଏବେ ଇଟାଲିରେ।ନଭେମ୍ୱର 14 ଓ 15ରେ ଇଟାଲିର ଏକ ପ୍ରସିଦ୍ଧ ରିସର୍ଟ ଲେକ୍ କୋମୋରେ ଅନୁଷ୍ଠିତ ହେବ ରଣବୀର ଓ…

ରୋଗଶଯ୍ୟାରେ ସୋନାଲି ଏମିତି ପାଳିଲେ ବିବାହ ବାର୍ଷିକୀ

କ୍ୟାନସର ପୀଡ଼ିତ ସୋନାଲି ବେନ୍ଦ୍ରେ ନିଜର ବିବାହ ବାର୍ଷିକୀ ଅବସରରେ ସ୍ୱାମୀ ଗୋଲଡି ବେହେଲଙ୍କୁ ତାଙ୍କ ଜୀବନର ମଜବୁତ ସାହାରା ବୋଲି କହିଛନ୍ତି। 2002 ମସିହାରେ ସୋନାଲି ବେନ୍ଦ୍ରେ ଫିଲ୍ମ ମେକର ଗୋଲ୍ଡି ବେହେଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ଏନେଇ ସୋନାଲି ବହୁ ଇମୋସନାଲ…