News World Odisha
Current News Updates
Browsing Category

ମନୋରଞ୍ଜନ

ମତେ ମାନିଥାନ୍ତା ମୋଦି କ୍ୟାରେକ୍ଟର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବଲିଉଡ୍‌ରେ ତିଆରି ହେବାକୁ ଯାଉଛି ଚଳଚିତ୍ର  । ଏବେ ଏହାର ଫାଷ୍ଟ ପୋଷ୍ଟର ରିଲିଜ୍‌ ହୋଇଯାଇଛି । ଏଥିରେ ମୋଦିଙ୍କ ଭୂମିକାରେ ଦେଖିବାକୁ ମିଳିବ ବଲିଉଡ ଷ୍ଟାର ବିବେକ ଓବରଏଙ୍କୁ । ତେବେ ପୋଷ୍ଟର ରିଲିଜ ହେବାର କିଛି ସମଯ ମଧ୍ୟରେ ଦର୍ଶକେ ଏହି…

କ୍ୟାନ୍‌ସର କବଳରେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି

ବଲିଉଡ୍‌ ଦୁନିଆରେ ଏବେ ଯେମିତି ଖରାପ ସମୟ ଆସିଛି। ଜଣକ ପରେ ଜଣେ ସେଲିବ୍ରିଟି କ୍ୟାନ୍‌ସର ଭଳି ମାରାତ୍ମକ ରୋଗର ଶିକାର ହେଉଛନ୍ତି। ବଲିଉଡ୍‌ର ଫିଲ୍ମ ନିର୍ମାତା ରାକେଶ ରୋଶନ ଏବେ "squamous cell carcinoma of the throat" (throat cancer)ରେ ପୀଡିତ ବୋଲି ସୂଚନା ମିଳିଛି। ରାକେଶଙ୍କ…

ଫିଲ୍ମ ‘ନରେନ୍ଦ୍ର ମୋଦି’ର ପୋଷ୍ଟର ରିଲିଜ

ମନମୋହନ ସିଂହଙ୍କ ପରେ ଏବେ ବଡ଼ ପରଦାରେ ନଜର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଚରିତ୍ରରେ ନଜର ଆସିବେ ବିବେକ ଅବେରୋଇ  । ତେବେ ପୋଷ୍ଟର ଫାଷ୍ଟ ଲୁକ୍ ଆଜି ୨୩ଟି ଭାଷାରେ ରିଲିଜ ହୋଇଛି  । ଏହି ଚଳଚ୍ଚିତ୍ରର ର ନାମ 'ପିଏମ ନରେନ୍ଦ୍ର ମୋଦି' ରଖାହୋଇଛି  । ଚଳଚ୍ଚିତ୍ରଟିକୁ…

ଡ୍ରଗ୍ସଠୁ ଶହେ ଗୁଣା ଅଧିକ ନିଶା ‘ପ୍ରେମ’ରେ ଥାଏ

ପ୍ରେମରେ ଡ୍ରଗସ୍‌ଠାରୁ ଶହେ ଗୁଣା ଅଧିକ ନିଶା ଥାଏ। ଏହା ଥରେ ମୁଣ୍ଡରେ ପଶିଲେ ପ୍ରେମିକା ପ୍ରେମିକ ଦୁନିଆର ସବୁକିଛି ଭୁଲି ଯାଆନ୍ତି। ଏନେଇ କାର୍ଲିଫର୍ନିଆ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ସେମାନଙ୍କର ଗବେଷଣା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ପ୍ରେମ ଭାବନା ଜାଗ୍ରତ କରିବା…

ବିଗ୍ ବସ୍ ୧୨ ୱିନର୍ ଦୀପିକାଙ୍କୁ ଏସିଡ଼୍ ମାଡ଼ ଧମକ…

‘ବିଗ୍‌ ବସ୍‌-୧୨’ର ଟାଇଟଲ ଜିତିବା ପରେ ଏବେ ଖୁବ ଚର୍ଚ୍ଚାରେ ଦୀପିକା କକ୍କଡ଼ ଇବ୍ରାହିମ୍‌ ।  ଟ୍ରଫି ହାତେଇ ନେବା ପରେ ସୋଶାଲ୍‌ ମିଡିଆରେ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ଆସୁଛି । କିଛି ଫ୍ୟାନ୍ ଦୀପିକାଙ୍କ ଟ୍ରଫି ଜିତିବାର ଖୁସି ମନାଉଥିବା ବେଳେ  ଅନ୍ୟପଟେ ଶ୍ରୀସନ୍ତଙ୍କ ପରାଜୟ…

ଆଜି ସଙ୍ଗୀତକାର ଏ.ଆର୍‌.ରହେମାନ୍‌ଙ୍କ ଜନ୍ମଦିନ

ଆଜି ସଙ୍ଗୀତକାର ଏ.ଆର୍‌.ରହେମାନ୍‌ଙ୍କ ଜନ୍ମଦିନ । ଆଜି ସେ ୫୨ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୬୭ ଜାନୁୟାରୀ ୬ରେ ସେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଏ.ଏସ୍‌. ଦିଲ୍ଲୀପ୍‌ କୁମାର ମୁଦଲିଆର ଥିଲା। ସଙ୍ଗୀତ ଜଗତରେ ତାଙ୍କ ଅବଦାନ ଅପୂରଣୀୟ । ସେ ସିନେମା ଜଗତକୁ…

କଟ୍ରିନାଙ୍କୁ ପ୍ରପୋଜ୍ କଲେ ଭିକ୍କି !

ଇତି ମଧ୍ୟରେ ବଲିଉଡ୍‌ କୁଇନ୍‌ କ୍ୟାଟ୍ରିନା କୈଫକୁ ପ୍ରପୋଜ୍‌ କରିଛନ୍ତି ଅଭିନେତା ଭିକ୍କି କୌଶଲ । ଯାହାକୁ ଦେଖି ସଲମାନ ବେହୋସ୍‌ ହୋଇଯାଇଛନ୍ତି । ଏମିତି ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଦେଖିବା ପରେ ସଲମାନଙ୍କ ଫ୍ୟାନମାନେ ହସି ହସି ବେଦମ୍‌ ହୋଇଛନ୍ତି । କଥା ହେଉଛି ନିକଟରେ କରନ ଜୋହରଙ୍କ…

ସିମରନଙ୍କ ପରେ ନିକିତା..

ଅଭିନେତ୍ରୀ ନିକିତା ଲିପନ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ  । ବହୁ ଚର୍ଚ୍ଚିତ ଏସିପି ନିକିତା ସିରଏଲରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ  । ଘରେ ଖସି ପଡ଼ିବାରୁ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା  । କିଛିଦିନ ହେବ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ  । ତେବେ ଆଜି ତାଙ୍କର…

୩୩ ବର୍ଷରେ ମସ୍ତାନୀ…

ବର୍ତ୍ତମାନ ସମୟରେ ବଲିଉଡ୍‌ର ଆଗଧାଡିର ନାୟିକାଙ୍କ ଭିତରୁ ଦୀପିକା ପାଦୁକୋନ ଅନ୍ୟତମ। ସୁନ୍ଦର ଅଭିନୟ ଦ୍ୱାରା ସିନେପ୍ରେମୀଙ୍କ ହୃଦୟ ଜିଣି ପାରିଥିବା ଦୀପିକା ନିଜର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଖୁବ୍‌ ଚର୍ଚ୍ଚିତ।  ଫିଲ୍ମ ‘ଓମ୍‌  ଶାନ୍ତି ଓମ୍‌’ରୁ ବଲିଉଡ୍‌ରେ ନିଜର ଅଭିନୟ ଜୀବନ ଆରମ୍ଭ…

‘ପିଏମ୍‌ ନରେନ୍ଦ୍ର ମୋଦି’ ଫିଲ୍ମ:ମୋଦି ଭୂମିକାରେ ବିବେକ ଓବେରୟ

‘ପିଏମ୍‌ ନରେନ୍ଦ୍ର ମୋଦି’ ଫିଲ୍ମରେ ଅଭିନେତା ବିବେକ ଓବେରୟ ନରେନ୍ଦ୍ର ମୋଦି ଭୂମିକାରେ ନଜର ଆସିବେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଏଭଳି ଏକ ସିନେମା ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଦେବେ ଉମଙ୍ଗ କୁମାର। ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ…