News World Odisha
Current News Updates
Browsing Category

ମନୋରଞ୍ଜନ

ସର୍ଜିକାଲ ଷ୍ଟ୍ରାଇକ ପରେ ଏୟାରଷ୍ଟ୍ରାଇକକୁ ନେଇ ଫିଲ୍ମ

ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ ଫିଲ୍ମ “ଉରି”ପରେ ଏବେ ୨୬ ଫେବୃଆରୀରେ ହୋଇଥିବା ଏୟାରଷ୍ଟ୍ରାଇକକୁ ନେଇ ଫିଲ୍ମ ହେବାନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଫିଲ୍ମର ଡିରେକ୍ଟର ଅଭିଷେକ କପୁର ରହିପାରନ୍ତି ଏବଂ ଏହାକୁ ପ୍ରଡ୍ୟୁସ୍ କରିବେ ସଂଜୟ ଲୀଳା ବଶାଂଳୀ ଓ ଭୁଷଣ କୁମାର । ଫିଲ୍ମକୁ

ଜନ ଆବ୍ରାହମଙ୍କ ଅପ୍‌କମିଂ ଫିଲ୍ମ ‘ରୋ’ ର ଟ୍ରେଲର ରିଲିଜ

ବଲିଉଡ ଅଭିନେତା ଜନ ଆବ୍ରାହମଙ୍କ ଅପ୍‌କମିଂ ଫିଲ୍ମ ‘ରୋ’ ବା ‘ରୋମିଓ ଅକବର ୱାଲଟର’ର ଟ୍ରେଲର ରିଲିଜ ହୋଇଛି। ସ୍ପାଇ ଥ୍ରୀଲର ଫିଲ୍ମ ‘ରୋମିଓ ଅକବର ୱାଲଟର’ ଏକ ସତ ଘଟଣା ଉପରେ ଆଧାରିତ ହୋଇଛି। ଏହି ଟ୍ରେଲର ୨ ମିନିଟ ୪୬ ସେକେଣ୍ଡର ହୋଇଥିବା ବେଳେ ଏଥିରେ ଜନଙ୍କ ଦମଦାର ଆକ୍ସନ ଦେଖିବାକୁ

ନୋଟବୁକ୍: କାଶ୍ମୀର ଉପରେ ଆଧାରିତ ଡ୍ରାମା ଫିଲ୍ମର ଟ୍ରେଲର ଆଉଟ୍

ସଲମାନ ଖାନଙ୍କ ପ୍ରଡକ୍ସନ ନିର୍ମିତ ଲଭ ଷ୍ଟୋରୀ ଡ୍ରାମା ଫିଲ୍ମ ନୋଟବୁକର ଟ୍ରେଲର ଆଉଟ୍ ହୋଇଛି । ଏହା କାଶ୍ମୀର ଉପରେ ଆଧାରିତ । ଫିଲ୍ମରେ ଦୁଇ ଶିକ୍ଷକଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିବ । ନୂତନଙ୍କ ନାତୁଣୀ ପ୍ରାନୂତନ ଏଥିରେ ଡେବ୍ୟୁ କରିଛନ୍ତି । ଏଥିରେ ଜହୀର ଇକବାଲ ଲିଡ୍ ରୋଲରେ ନଜର

ଶହେ ଜଣ କନ୍ୟାଙ୍କୁ ଏକ ଲକ୍ଷ ଲେଖାଏଁ ଟଙ୍କା ଦାନ କଲେ ଅକ୍ଷୟ

ସବୁବେଳେ ସାମାଜିକ କାମ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର। ନିକଟରେ ମହାରାଷ୍ଟ୍ରରେ ଏକ ସାମୂହିକ ବିବାହରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କ ସହ ମିଶି ପହଞ୍ଚିଥିଲେ ଅକ୍ଷୟ। ସେଠାରେ ସେ ପ୍ରାୟ ୧୦୦ ଯୋଡା ବରକନ୍ୟାଙ୍କୁ

ଦୁର୍ଦ୍ଦିନ ଦେଇ ଗତି କରୁଛି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ…

ଦୁର୍ଦ୍ଦିନ ଦେଇ ଗତି କରୁଛି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ । କ୍ଷତି ସହୁଛନ୍ତି ହଲ୍‌ ମାଲିକ ଓ ପ୍ରଯୋଜକ । ହାତଗଣତି ସହରକୁ ଛାଡିଦେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ସିନେମା ହଲ୍‌ଗୁଡ଼ିକ ଅଚଳ ହୋଇରହିଛି । ରାଜ୍ୟ ଚଳଚ୍ଚିିତ୍ର ନୀତି ଅନୁମୋଦନ ପରେ ଏବେ ବଦଳିବାକୁ ଯାଉଛି ଓଡ଼ିଆ ଚଳଚ୍ଚିିତ୍ର

ଭାରତୀୟ ସେନାକୁ ୧ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କଲେ ଲତା ମଙ୍ଗେସକର୍‌

ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଫେବ୍ରୁଆରି ୧୪ ତାରିଖରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ହୋଇଥିବା ଆକ୍ରମଣର ୧୨ ଦିନ ପରେ ରକ୍ତ ତର୍ପଣ କରିଛି ଭାରତୀୟ ବାୟୁସେନା। ସେନାର ଏପରି ପଦକ୍ଷେପକୁ ସାରା ଦେଶ ଏବେ ପ୍ରଶଂସା କରିବାରେ ଲାଗିଛି। ପୂର୍ବରୁ ଅନେକ ସହିଦ ଯବାନ ପରିବାରକୁ

ଭାରତର ଡକ୍ୟୁମେଣ୍ଟାରୀ ଚଳଚିତ୍ର ପିରିୟଡ: ଏଣ୍ଡ ଅଫ୍ ସେଣ୍ଟେନସ୍ କୁ ମିଳିଲା ଓସ୍କାର

ଦୁନିଆର ସବୁଠୁ ବଡ଼ ଚଳଚିତ୍ର ପୁରସ୍କାର ଏକାଡେମୀ ଆୱାଡ ତଥା ଓସ୍କାର ପୁରସ୍କାର ସମାରୋହ ଆରମ୍ଭ ହୋଇଯାଇଛି । ଏହି ସମାରୋହ ଭାରତ ପାଇଁ ଆଣି ଦେଇଛି ଖୁସିର ଖବର । ଭାରତର ହାପୁଡ଼ରେ ବାସ କରୁଥିବା ଝିଅ ମାନଙ୍କ ଉପରେ ଆଧାରିତ ଡକ୍ୟୁମେଣ୍ଟାରୀ ଫିଲ୍ମ ପିରିୟଡ: ଏଣ୍ଡ ଅଫ୍ ସେଣ୍ଟେନସ୍ (

କ୍ଲାଇମାକ୍ସ ପାଇଁ ୧୦ କୋଟି…

ସଲ୍‌ମାନ୍‌-କ୍ୟାଟ୍ରିନା ଅଭିନୟ କରୁଥିବା ତଥା ନିର୍ମାଣାଧୀନ ହିନ୍ଦୀ ସିନେମା ‘ଭାରତ’କୁ ନେଇ ଗତ କିଛି ମାସ ହେବ ଆଲୋଚନା ଜାରି ରହିଛି। ଲଗାତାର କେତୋଟି ଫିଲ୍ମ ଫ୍ଲପ୍‌ ହେବା ପରେ ଏହି ସିନେମା ଉପରେ ଶତ ପ୍ରତିଶତ ଭରସା ରଖିଛନ୍ତି ସଲ୍‌ମାନ୍‌। ତେଣୁ ଏହାର ଶୁଟିଂ ସମୟରେ ନିଜେ ସବୁକିଛି

କାହିଁକି ଭାଇରାଲ ହେଉଛି ମଣିକର୍ଣ୍ଣିକାର ଏହି ଦୃଶ୍ୟ…

ଗତ ମାସ ଜାନୁୟାରୀ ୨୫ତାରିଖରେ ରିଲଜ ହୋଇଥିଲା ଫିଲ୍ମ ମଣିକର୍ଣ୍ଣିକା । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରଣାବତ । ଅତି ନିଖୁଣ ଭାବରେ ଫିଲ୍ମରେ ଅଭିନୟ କରିଛନ୍ତି କଙ୍ଗନା । ତାଙ୍କ ପିଲ୍ମ ବକ୍ସ ଅଫିସରେ ୧୦୦କୋଟିର ଫିଲ୍ମ ତାଲିକାରେ ସାମିଲ

ପଲିଟିକ୍ସକୁ ଆସିବେ ଦୀପିକା ପାଦୁକୋନ୍

ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ରାଜନୀତିକୁ ଆସିବାକୁ କରୁଛନ୍ତି ଯୋଜନା। ଏନେଇ ସେ ନିକଟରେ ସୂଚନା ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଦୀପିକା ଏହା କହିଛନ୍ତି। ସେ ରାଜନୀତିକୁ ଆସିବାକୁ ଚାହୁଁଛନ୍ତି କି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଦୀପିକା କହିଥିଲେ ଯେ, ଏହି