News World Odisha
Current News Updates
Browsing Category

ସ୍ପେଶାଲ ରିପୋର୍ଟ

ଅଗ୍ନି-୫ ବାଲାଷ୍ଟିକ ମିସାଇଲର ସଫଳ ପରୀକ୍ଷଣ…୨୦ ମିନିଟରେ ଟାର୍ଗେଟକୁ କରିପାରିବ ଧ୍ୱଂସ

ଚାନ୍ଦିପୁର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୫ ବାଲିଷ୍ଟିକ୍ ମିସାଇଲର ପରୀକ୍ଷଣ ସଫଳ ହୋଇଛି । ଅପରାହ୍ନ ୧ଟା ୨୮ମିନିଟରେ କଲାମ ଦ୍ୱୀପର ୪ ନମ୍ବର ଲଂଚ ପ୍ୟାଡରୁ ଏହି ଅନ୍ତଃମହାଦଶେୀୟ ବାଲାଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ଡିଆରଡିଓ ନିର୍ମାଣ କରିଥିବା ଅଗ୍ନି-୫ ମିସାଇଲର…

କୁମାରୀତ୍ୱ ବିକିବାକୁ ଚାହୁଁଥିବା ଏ ଓଡିଆ ଝିଅଟି କିଏ ?

ହଁ...ଆପଣ ଏହାକୁ ପଢନ୍ତୁ...କିନ୍ତୁ ଅପେକ୍ଷା କରନ୍ତୁ । ଖୁବଶୀଘ୍ର ଏହାର ନିଷ୍କର୍ଷରେ ପହଞ୍ଚିବା ପାଇଁ ଚେଷ୍ଟା କରନ୍ତୁନି । ପୁରା କାହାଣୀ ଜାଣିବା ପାଇଁ ଆପଣଙ୍କୁ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ଆମ ଝିଅମାନଙ୍କ ‘ଲାଇଫ୍ ଚେଞ୍ଜିଙ୍ଗ୍’ ପ୍ଲାନ୍ ଅନେକ ଲୋକଙ୍କ ପାଇଁ…

ବିପଦରେ ତାଳଚେର

ମାଟି ଦବିବାକୁ ନେଇ ଏବେ ଚିନ୍ତାରେ ତାଳଚେରବାସୀ । ସେପଟେ ଚିନ୍ତା ବଢ଼ାଇଛି, ଭୂମିକମ୍ପ ପ୍ରବଣ ଅଞ୍ଚଳ । ବାରମ୍ବାର ଅଭିଯୋଗ ପରେ ବି ଚୁପ୍‌ ବସିଛି କେନ୍ଦ୍ର । ରାଜସ୍ୱ ପାଇଁ ସହରବାସୀଙ୍କ ଜୀବନ ଏବେ ବିପଦରେ । ଭୂତଳ କୋଇଲା ଖଣିକୁ ନେଇ ଏବେ ଚିନ୍ତାରେ ସହରବାସୀ । ଗୋଟିଏ ପରେ ଗୋଟିଏ…

ଇସ୍ତଫା ଦେଲେ ଶ୍ରୀକାନ୍ତ

ସବୁ ଚର୍ଚ୍ଚାର ଅନ୍ତ ହେଲା। କଂଗ୍ରେସ ଦଳର ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଯିବା ପରେ ଦଳର ସବୁ କମିଟିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। ଦିଲ୍ଲୀରେ ପହଞ୍ଚିବା ପରେ ସ୍ୱର ବଦଳାଇଛନ୍ତି ସେ। ଦଳିତ ପଛୁଆ ବର୍ଗ  ହେଉ ଅବା ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ଯଦି…

ହାଇ ପ୍ରୋଫାଇଲ୍ ମ୍ୟାରେଜର ଆରମ୍ଭ ହେଲା ଏମିତି….

ବିବାହ ଋତୁ ଆରମ୍ଭ ହୋଇଥିବା ବେଳେ ଏବେ ହାତକୁ ଦିହାତ ହେବାକୁ ଯାଉଛନ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ । ବିବାହର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି ଏଇ ହାଇ ପ୍ରୋଫାଇଲ୍ ବିବାହର । ଏହି ବିବାହର ପ୍ରଥମ କାର୍ଯ୍ୟକ୍ରମ ରାଜସ୍ଥାନର ଉୟଦପୁରରେ ଆରମ୍ଭ ହୋଇଛି । ଯେଉଁଠି…

ଦକ୍ଷିଣ ପଶ୍ଟିମ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଦକ୍ଷିଣ ପଶ୍ଟିମ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । 10 ତାରିଖ ବେଳକୁ ଏହାର ଚିତ୍ର ସ୍ପଷ୍ଟ ହେବ । ଏହି ଳଘୁଚାପ 13 ତାରିଖ ବେଳକୁ ଗଭୀର ଅବପାତର ରୂପ ନେଇ 15 ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ପୂର୍ବ ଅନୁମାନ କରୁଛି ପାଣିପାଗ ବିଭାଗ ।…

ପ୍ରତିଦିନ ମନ୍ଦିର ଆସି ପ୍ରସାଦ ସେବନ କରୁଛନ୍ତି ଭାଲୁ

ଧାର୍ମିକ ବିଶେଷତ୍ୱ ଓ ଚମତ୍କାରିତା ପାଇଁ ମନ୍ଦିରଗୁଡିକ ପ୍ରସିଦ୍ଧ ଥାଏ । ବ୍ୟସ୍ତ ବହୁଳ ଜୀବନ ଭିତରେ ମନର ଶାନ୍ତି ସନ୍ଧାନରେ ଲୋକ ମନ୍ଦିର ଆସି ନିଜର ଦୁଃଖ ଦେବା ଦେବୀଙ୍କୁ ଜଣାଇଥାନ୍ତି ।  କିନ୍ତୁ ଏହି ମଧ୍ୟରେ ଏକ ଅଦ୍ଭୁତ ଦୃଶ୍ୟ ଛତିଶଗଡରେ ଦେଖିବାକୁ ମିଳିଛି  । ଏଠାର…

ଦେଶରେ ଖସୁଛି ପଦ୍ମ,ଉଠୁଛି ହାତ ,ରାଜସ୍ଥାନରେ କଂଗ୍ରେସ ଗଢିପାରେ ସରକାର

ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଏକଜିଟ୍‌ ପୋଲ୍‌ ସର୍ଭେ ରିପୋର୍ଟ ପରେ ଦେଶରେ ହଇଚଇ ସୃଷ୍ଟି ହୋଇଛି। ରାଜସ୍ଥାନରେ ଏଥର କଂଗ୍ରେସ ସରକାର ଗଢ଼ିବା ସମ୍ଭାବନା ସୃଷ୍ଟି ହୋଇଛି । ଛତିଶଗଡ ଓ ମଧ୍ୟପ୍ରଦେଶରେ ସିନା ବିଜେପି ସରକାର କରିବ, ହେଲେ କଂଗ୍ରେସ ଶକ୍ତିଶାଳୀ ବିରୋଧୀ ଭାବେ…

ଖୋଲିବ ରହସ୍ୟ,ଜଣାପଡ଼ିବ ସମ୍ଭବ ହେବ କି ଜୀବନ ?

ଚନ୍ଦ୍ରର ଅପହଞ୍ଚ ଇଲାକାରେ ପହଞ୍ଚିବ ମଣିଷ । ସେଠାରେ କରିବ ଜୀବନର ସନ୍ଧାନ । ଚନ୍ଦ୍ରର ଅନ୍ଧାର ପାର୍ଶକୁ ନେଇ ଥିବା ଅନେକ ପ୍ରଶ୍ନର ଉତ୍ତର ବି ମିଳିବ । ଏଭଳି ଆଶା ଦେଖାଇଛି ଚୀନ୍‌ର ଚାଙ୍ଗେ ଏ ଫୋର୍‌ ମିଶନ । ଯାହା ନୂଆବର୍ଷ ସୁଦ୍ଧା ଚନ୍ଦ୍ରର ସେହି ପାଶ୍ର୍ୱରେ ଅବତରଣ କରିବ । ଯେଉଁଠି…

କେକ୍ ରେ ଜଳିଲା ୭୨, ୫୮୫ଟି କ୍ୟାଣ୍ଡେଲ

ଜନ୍ମଦିନରେ କେକ୍‌ କାଟିବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । ସୁନ୍ଦର କେକ୍‌ ଉପରେ ଜଳୁଥିବା କ୍ୟାଣ୍ଡେଲକୁ ଫୁଙ୍କି ସାଙ୍ଗସାଥୀଙ୍କ ହାପି ବର୍ଥଡେ ଟୁ ୟୁ..... ଗୀତ ଓ କରତାଳି ଭିତରେ କେକ୍‌ କାଟିବାରେ ଥାଏ ଏକ ନିଆରା ମଜା । ଜନ୍ମଦିନ କେକ୍‌ ଉପରେ ଚକ୍‌ ଚକ୍‌ ହୋଇ ଜଳୁଥିବା ସେହି କ୍ୟାଣ୍ଡେଲ…