News World Odisha
Current News Updates
Browsing Category

ସ୍ପେଶାଲ ରିପୋର୍ଟ

ଯେଉଁଠି ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗକୁ କାଟିଦିଆଯାଏ…

ପ୍ରଥା ଓ ପରମ୍ପରାକୁ ନେଇ ଏବେବି ବଞ୍ଚିଛି ମଣିଷ । କେତେକ ସ୍ଥଳେ ଏହା ଅନ୍ଧବିଶ୍ୱାସ ବୋଲି ପ୍ରମାଣ ହେବା ପରେ ମଧ୍ୟ ଲୋକେ ଏହାକୁ ଛାଡି ପାରନ୍ତି ନାହିଁ। ଏମିତି ଏକ ପରମ୍ପରା ଦେଖିବାକୁ ମିଳେ ଉଗାଣ୍ଡାରେ। ଏଠାରେ ମହିଳାମାନଙ୍କର ଏକ ସମ୍ବେଦନଶୀଳ ଅଙ୍ଗକୁ କାଟି ଦିଆଯାଇଥାଏ। ଉଗାଣ୍ଡାରେ…

ଏଥର ମହାକାଶରେ ଖାଇବାର ମଜା ନେଇ ପାରିବେ ଆପଣ…

ନିଜର ଅତିରିକ୍ତ ସମୟ ସାଙ୍ଗ ସାଥି ଅଥବା ପରିବାର ବର୍ଗଙ୍କ ସହିତ ଅତିବାହିତ କରିବା ପାଇଁ ବିଭିନ୍ନ ସ୍ଥାନକୁ ବୁଲିବାକୁ ଏବଂ ଖାଇବାକୁ ଯାଇଥାନ୍ତି । ଏଥିପାଇଁ ବିଭିନ୍ନ ପ୍ରକାର ରେଷ୍ଟୁରାଣ୍ଟ ମଧ୍ୟ ଅଛି । ହେଲେ ଏବେ ଆପଣଙ୍କ ଏହି ମୌଜକୁ ଦ୍ୱିଗୁଣିତ କରିବା ପାଇଁ ଆସିଯାଇଛି ମହାକାଶରେ…

ହୃଦୟ ଜିଣିଲେ ରାହୁଲ: କ୍ୟାମେରାମ୍ୟାନ ତଳେ ପଡ଼ିଗଲେ, ହାତ ଧରି ଉଠାଇ ନେଲେ

ଓଡ଼ିଶା ଆସୁ ଆସୁ ମାନବିକତାର ପରିଚୟ ଦେଇଛନ୍ତି ରାହୁଲ ଗାନ୍ଧି  । ଭୁବେନଶ୍ବର ବିମାନବନ୍ଦରରେ ବିଶାଳ ହୃଦୟର ପରିଚୟ ଦେଇଛନ୍ତି ରାହୁଲ  । ବିମାନ ବନ୍ଦରରେ ରାହୁଲଙ୍କୁ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ସ୍ବାଗତ କରିବାକୁ ଯାଇଥିଲେ  । ଆଉ ସେହି ସମୟରେ ଖବର ସଂଗ୍ରହ ପାଇଁ ସାମ୍ବାଦିକ ଓ…

ମା’କୁ ଫେରି ପାଇଲା ପୁଅ

୧୦ ମାସ ପରେ ମାଆଙ୍କୁ ପାଇଲା ପୁଅ। ଛତିଶଗଡ଼ରୁ ନିଖୋଜ ଥିବା ଲୀଳାବତୀଙ୍କୁ ଖୋର୍ଦ୍ଧାରୁ ଉଦ୍ଧାର କରାଯାଇଛି । ତାଙ୍କ ମାନସିକ ଅବସ୍ଥା ଭଲ ନଥିଲା। ସ୍ବେଚ୍ଛାସେବୀ ସଂଗଠନ ମିଶନ ଆଶ୍ରା ଲୀଳାବତୀଙ୍କୁ ଉଦ୍ଧାର କରି ଚିକିତ୍ସା କରିବା ସହିତ ତାଙ୍କ ପୁଅଙ୍କୁ ଖବର ଦେଇଥିଲା । ଶେଷରେ ପୋଲିସ ଓ…

ଜିଓ ଆଣିଛି ନୂଆ ମନସୁନ ଅଫର

ଜିଓ ନେଇ ଆସିଛି ନୂଆ ଅଫର ।  ଏହାର ନାଁ ରହିଛି ମନସୁନ ହଙ୍ଗମା ଅଫର । ଏଥିରେ ରିଲାଏନ୍ସ ଜିଓ ପକ୍ଷରୁ ଜିଓ ଉପଭୋକ୍ତା ପାଇଁ କରାଯାଇଥିବା ଏହି ପ୍ଲାନର ଅବଧି ଛଅ ମାସ ଓ ତିନିମାସ ରହିଛି । ଏହି ଦୁଇଟି ପ୍ଲାନ ମଧ୍ୟରେ ଗୋଟିଏ ହିଁ ନୂଆ ରହିଛି । ଜିଓ ପକ୍ଷରୁ ୫୯୪ ଓ ୨୯୭ ଟଙ୍କାର ପ୍ଲାନ…

ପିଲାବେଳୁ ପ୍ରେମରେ ପଡ଼ିଥିଲେ ପ୍ରିୟଙ୍କା

ପ୍ରିୟଙ୍କା ଗାନ୍ଧିଙ୍କ ପଲିଟିକାଲ ଏଣ୍ଟ୍ରି ପରେ ଆଜି ଦିନ ତମାମ ହେଡଲାଇନରୁ ହଟିନାହାନ୍ତି ପ୍ରିୟଙ୍କା । ପ୍ରିୟଙ୍କା ସକ୍ରିୟ ରାଜନୀତିରେ ପାଦ ଥାପିବା ପରେ ଅନେକ ପ୍ରିୟଙ୍କାଙ୍କ ବାବଦରେ ଜାଣିବାକୁ ଚାହିଁଛନ୍ତି । ତେବେ ପ୍ରିୟଙ୍କା କିଏ ଓ କେମିତି ରାଜନୀତିରେ ପାଦ ଥାପିଲେ ସେ କଥା ଆମେ…

ଫସିଛନ୍ତି ବ୍ୟାଙ୍କକ୍ ଫେରନ୍ତା ଯାତ୍ରୀ

ଘନ କୁହୁଡି କାରଣରୁ ଫେରିଗଲା ଫ୍ଲାଇଟ୍‌ । ଫସିଛନ୍ତି ବ୍ୟାଙ୍କକ ଓ ଓଡ଼ିଶାର ବହୁ ଯାତ୍ରୀ । ଭୁବନେଶ୍ବରରେ ଅବତରଣ ନକରି ବ୍ୟାଙ୍କକ-ଭୁବନେଶ୍ବର ଏୟାର ଏସିଆ ଫ୍ଲାଇଟ୍‌ କୋଲକାତା ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ଗତକାଲି ରାତି ୧୨ ଟାରେ ଭୁବନେଶ୍ବରରେ ପହଞ୍ଚିଥିଲା । ହେଲେ କୁହୁଡ଼ି…

ବେଟି ବଚାଓ: ରିଆଲିଟି ବନାମ ପବ୍ଲିସିଟି

‘ବେଟି ବଚାଓ ବେଟି ପଢ଼ାଓ’ ନା ‘ଗାଦି ବଚାଓ ବ୍ରାଣ୍ଡ ବଢ଼ାଓ’ । ପୁଣି ସାମ୍ନାକୁ ଆସିଲା ପ୍ରଚାର ସର୍ବସ୍ବ କେନ୍ଦ୍ର ସରକାରଙ୍କ ଆଉ ଏକ ସତ । ପଦାରେ ପଡ଼ିଲା ‘ବେଟି ବଚାଓ ବେଟି ପଢ଼ାଓ’ର ପ୍ରକୃତ ସତ । ସାମ୍ନାକୁ ଆସିଲା କେନ୍ଦ୍ର ସରକାରଙ୍କ ସେବକପ୍ରୀତି । ନିଜକୁ ଚୌକିଦାର କହି ଚୋର ଧରିବାରେ…

ପ୍ରବଳ ପ୍ରତାପୀ କଂସଙ୍କ ରାଜ୍‌ ଖତମ୍‌

ପ୍ରବଳ ପ୍ରତାପୀ କଂସଙ୍କ ରାଜ୍‌ ଖତମ୍‌ । ଗତକାଲି କୃଷ୍ଣ ବଳରାମଙ୍କ ଦ୍ୱାରା ହୋଇଛି କଂସ ବଧ । ମଞ୍ଚାରୁ ପଡ଼ି ପ୍ରାଣ ହରାଇଛନ୍ତି ୧୧ ଦିନ ଧରି ମଥୁରାରେ ରାଜ୍‌ ଚଳାଇଥିବା ପ୍ରବଳ ପ୍ରତାପୀ କଂସ ମହାରାଜ । କଂସ ବଧ ସହ ଶେଷ ହୋଇଛି ୧୧ ଦିନ ଧରି ଚାଲିଥିବା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।…

ଆଗେ କାମ, ପରେ ପରିବାର: ପଢ଼ନ୍ତୁ, ତଟରକ୍ଷୀଙ୍କୁ ନେଇ ତାଜୁବ କଲା ଭଳି କାହାଣୀ…

ବର୍ଷା ହେଉ କି ବାତ୍ୟା ଏସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ମତ୍ସ୍ୟଜୀବିମାନଙ୍କୁ ସମୁଦ୍ର ଭିରତକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଥାଏ । ହେଲେ ତଟରଖି ବାହିନୀର ଯବାନମାନେ ବିପଦ ଆଗରେ ଛାତି ଦେଖାଇ ଛିଡ଼ା ହୋଇଥାଆନ୍ତି । ସମୁଦ୍ର ଅଶାନ୍ତ ଥିବାବେଳେ ସମସ୍ତେ ଘର ଭିତରେ ପଶି ରହୁଥିବାବେଳେ…