News World Odisha
Current News Updates
Browsing Category

ସ୍ପେଶାଲ ରିପୋର୍ଟ

ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ପ୍ରବୋଧ, ଲାଜରୁସ୍

ହକି ଷ୍ଟିକ୍ ଛାଡ଼ି ହକ ପାଇଁ ଲଢେଇ କରିବେ ହକି ଖେଳାଳି  । ବ୍ଲୁ ଟର୍ଫର ମୋହ ତୁଟାଇ ଏବେ ପଲିଟିକ୍ସରେ ପାଦ ଦେବେ ପୂର୍ବତନ ହକି ପ୍ଲେୟର  । ରାଜନୀତିରେ ଖେଳାଳିଙ୍କ ଚାହିଦା ଦିନକୁ ଦିନ ବଢ଼ୁଥିବାରୁ ଏବେ ଓଡ଼ିଶାର ଖେଳାଳିଙ୍କ ଇଚ୍ଛା ରାଜନୀତି ଆଡ଼କୁ ବଢ଼ୁଛି  । ତେବେ ଆଗାମୀ ୧୯

ଲିଫ୍ଟ ପାଇଁ ପୋଲିସ ଭ୍ୟାନକୁ ଡକାଇଲେ ଯୁବକ, ଭାଇରାଲ ହେଲା ଭିଡିଓ…

ପ୍ରାୟ ସମସ୍ତେ ପିକେ ଫିଲ୍ମ ଦେଖିଥିବେ । ଆଉ ପିକେ ଫିଲ୍ମରେ ଆମିର ଖାନ୍ ଖାଇବା ପାଇଁ ଆଉ ମୁଣ୍ଡକୁ ଛାତଟିଏ ପାଇଁ ପୋଲିସ ହାଜତକୁ ଯିବା କଥା ସମସ୍ତେ ମନେ ମଧ୍ୟ ରଖିଥିବେ । ସେହି ଦୃଶ୍ୟ ଦେଖି ଅନେକ ଥଟ୍ଟା ମଜା କରିଥିବାବେଳେ ଏବେ ଉତ୍ତରପ୍ରଦେଶରେ ରିୟଲ ଲାଇଫରେ ଘଟିଛି ସେହିପରି ଏକ ଘଟଣା ।

ସ୍ୱାମୀ ନେଲା ପ୍ରେମ ପରୀକ୍ଷା : ଭିଡିଓ ହେଲା ଭାଇରାଲ

ଫିଲ୍ମ ଷ୍ଟାଇଲରେ ପରିକ୍ଷା ନେଲା ସ୍ୱାମୀ । ଯଦି ତୁମେ ମୋତେ ଭଲ ପାଉଛ ତେବେ ମୋତେ ଯମ ପାଖରୁ ବି ଟାଣି ଆଣିବ  । ଏମିତି କିଛି କହି ସ୍ତ୍ରୀଠୁ ପରୀକ୍ଷା ନେଇଥିଲା ସ୍ୱାମୀ । ଘଟଣାଟି ହେଉଛି ଚୀନର ଯେଉଁଠି ପୈନ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଠୁ ନେଇଛନ୍ତି ପ୍ରେମ ପରୀକ୍ଷା । ହଠାତ୍

ପୁଲଓ୍ୱାମା ଆକ୍ରମଣକୁ ପୂରିଲା ମାସେ

୨୦୧୯ ଫେବୃୟାରୀ ମାସ ୧୪ ତାରିଖ । ଭାରତ ପାଇଁ ଥିଲା କଳାଦିନ । ପୁରା ଦେଶ ପ୍ରେମ ଦିବସ ପାଳୁଥିବାବେଳେ ପୁଲଓ୍ୱାମାରେ ହଠାତ ଶୁଭିଥିଲା ବିସ୍ଫରୋଣର ଶଦ୍ଦ । ଆଉ ସେହି ଶଦ୍ଦ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଆଖି ଆଗରେ ଚାଲିଯାଇଥିଲା ୪୦ ଯବାନଙ୍କ ଜୀବନ । ସେ ଦିନ କିଏ ନିଜର ପୁଅକୁ କିଏ

ପାକିସ୍ତାନୀ ସିରିଏଲ ଦେଖିବାରୁ ସ୍ୱାମୀ ହେଲା ରକ୍ତମୁଖା

ପାକିସ୍ତାନ ସିରିଏଲ ଦେଖୁଥିବାରୁ ସ୍ୱାମୀ କଲେ ଆକ୍ରମଣ । ପୁଣେରେ ଏକ ଚମକାଇଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ସୀମାରେ ଭାରତ ପାକିସ୍ତାନ ବିବାଦ ଲାଗି ରହିଛି । ପୁଲୱାମା ଆତଙ୍କୀ ଆକ୍ରମଣ ପରେ ସାରା ଦେଶ ଆତଙ୍କବାଦ ଓ ପାକିସ୍ତାନକୁ ନିନ୍ଦା କରୁଛି । ଏହି ଭିତରେ ପାକିସ୍ତାନକୁ

କଟକରେ ବି ନେଇପାରିବେ ସ୍ପିଡ୍‌ ବୋଟିଂର ମଜା

ହାଇସ୍ପିଡ୍‌ ବୋଟିଂ ସହ ସଫା, ସ୍କୁବା ଡାଇଭିଂ ଓ କାୟାକିଙ୍ଗର ମଜା । ଏଣିକି କଟକରେ ଆପଣ ଉଠାଇପାରିବେ ଓ୍ବାଟର ସ୍ପୋର୍ଟସର ମଜା । ଦକ୍ଷ ପ୍ରଶିକ୍ଷକଙ୍କ ସାହାଯ୍ୟରେ ମିଳିବ ସ୍ବତନ୍ତ୍ର ଟ୍ରେନିଂ । କେବଳ ଜଳକ୍ରୀଡାର ମଜା ନୁହେଁ, ଏଥିରେ କ୍ୟାରିଅର କରିପାରିବେ ଯ଼ୁବପିଢ଼ି । କଟକ

ଅଷ୍ଟମ ଶ୍ରେଣୀ ଓଡ଼ିଆ ପୁଅର ଆବିଷ୍କାର; ରେଡିଏସନ ରୋକିବ ବେଲପତ୍ର

ବେଲପତ୍ର କଥା ଆସିଲେ ଆପଣଙ୍କ ମନରେ ମହାଦେବଙ୍କ ପୂଜା କଥା ଆସୁଥିବ । କିଛିଙ୍କ ମନରେ ଏଥିରେ ଥିବା ଔଷଧୀୟ ଗୁଣ କଥା ସାମ୍ନାକୁ ଆସେ । କିନ୍ତୁ ବେଲପତ୍ର ସାହାର୍ଯ୍ୟରେ ମୋବାଇଲରୁ ବାହାରୁଥିବା ରେଡିଏସନ ରୋକି ହେବ ତାହା ଆପଣ ପୂର୍ବରୁ ଜାଣିଛନ୍ତି କି ? ବେଲପତ୍ର ସାହାଯ୍ୟରେ କମାଯାଇ ପାରୁଛି

ଆଜି ଧୂମପାନ ନିଷେଧ ଦିବସ, ଧୂମପାନ ପାଇଁ ପ୍ରତି 6 ସେକେଣ୍ଡରେ ଯାଉଛି ଜଣକ ଜୀବନ

ଆଜି ଧୂମପାନ ନିଷେଧ ଦିବସ । ଧୁମପାନର ଭୟାବହତା ସଂପର୍କରେ ସଚେତନତା କରିବା ପାଇଁ ସାରା ବିଶ୍ବରେ ପାଳନ କରାଯାଉଛି ଏହି ଦିବସ । ଗବେଷଣାରୁ ଜଣାପଡିଛି ଯେ ଆମ ଦେଶରେ ଧୂମପାନ ଯ଼ୋଗୁଁ ପ୍ରତି 6 ସେକେଣ୍ଡରେ ଜଣଙ୍କର ମୃତ୍ୟୁ ହେଉଛି । ଧୁମପାନ ଯ଼ୋଗୁଁ ମୁଖଗହ୍ବର , ହୃତପିଣ୍ଡ, ଫୁସଫୁସ , ଯକୃତ

ନିର୍ବାଚନରେ କେଉଁ ପ୍ରାର୍ଥୀ କେତେ କରିବେ ଖର୍ଚ୍ଚ ?

ନିର୍ବାଚନ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ଲାଗୁ ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ବ । ଆଜି ସର୍ବଦଳୀୟ ବୈଠକରେ ଏନେଇ ଆଲୋଚନା ହୋଇଛି । ଦଳ ଓ ପ୍ରାର୍ଥୀ କଣ କରିବେ ଓ କଣ ନକରିବେ ସେ ବିଷୟରେ ଆଲୋଚନା ହୋଇଛି । କିଛି ଓ୍ବେବ୍‌ସାଇଟ୍‌ରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ

ଭାରି ବସ୍ତାନୀ ବୋହିବେନି ପିଲା : ଏପ୍ରିଲ ଲାଗୁ ହେବ ନିୟମ

ଏଣିକି ଛାତ୍ରଛାତ୍ରୀ ସ୍କୁଲ ବ୍ୟାଗ୍ ବୋଝରୁ ମୁକ୍ତି ପାଇବେ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବାରମ୍ବାର ଚିଠି, ତାଗିଦ୍ ପରେ ରାଜ୍ୟ ସରକାର ଚେତିଛନ୍ତି । ୨୦୧୯-୨୦ ଶିକ୍ଷାବର୍ଷରୁ ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ