News World Odisha
Current News Updates
Browsing Category

ସ୍ପେଶାଲ ରିପୋର୍ଟ

ବ୍ୟାନ ହେବ ‘ପବଜି’ ! ଖେଳୁ ଥିବାର ଧରା ପଡିଲେ ଅନୁଚ୍ଛେଦ ୧୮୮ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ

ମୋବାଇଲରେ ଗେମ ଖେଳିବା ଆଜିକାଲିର ଯୁବପୀଢିଙ୍କ ଏକ ନିଶା ପାଲଟିଗଲାଣି । ଗେମ ମାଧ୍ୟମରେ ସମୟ ଅତି ସହଜରେ ବିତି ଯାଉଥିବାରୁ ମୋବାଇଲରେ ଗେମ ଖେଳିବା ଏକ ଲ୍ୟାଟେଷ୍ଟ ଟ୍ରେଣ୍ଡ ହୋଇଗଲାଣି । ତେବେ ବର୍ତ୍ତମାନ ଆଣ୍ଡ୍ରଏଡ ଫୋନ ପାଇଁ ବିଭିନ୍ନ ପ୍ରକାରର ଗେମ ଆସୁଥିବା ବେଳେ ‘ପବଜି’ ସବୁଠାରୁ

ଆସିଲା ଟିକଟକ୍ ର ନୂଆ ଅପଡେଟ…

ଚୀନ ନିର୍ମିତ ଆପ ଟିକଟକ୍ ଭାରତୀୟ ୟୁଜର୍ସଙ୍କ ପାଇଁ ନୂଆ ସେଫ୍ଟି ଫିଚଜ ଜାରୀ କରିଛି । ଏହି ଫିଚର ସାହାଯ୍ୟରେ ୟୁଜର୍ସଙ୍କୁ ଆକାଉଣ୍ଟ ମ୍ୟାନେଜମେଣ୍ଟର ଅଧିକ ବିକଳ୍ପ ମିଳିବ । ଶୁକ୍ରବାର ଦିନ ଟିକଟକ୍ ଏହି ନୂଆ ଫିଚର ଜାରି କରିଛି । ଏହି ନୂତନ ଫିଚର ସାହାୟ୍ୟରେ ୟୁଜର୍ସ ହିନ୍ଦୀ ଏବଂ ଇଂରାଜୀ

ଜୁଲାଇ ମାସରୁ ଆରମ୍ଭ ହେବ ଜିଓ ଗିଗା ଫାଇବର ବ୍ରଡବ୍ୟାଣ୍ଡ, ପ୍ରଥମ ପର୍ଯ୍ୟାୟରେ ୧୧୦୦ ସହର ହେବେ ଉପକୃତ

ଚଳିତ ବର୍ଷ ଜୁଲାଇ ମାସରୁ ଜିଓ ଗିଗା ଫାଇବର ବ୍ରଡବ୍ୟାଣ୍ଡ ଆରମ୍ଭ ହେବ ବୋଲି ରିଲାଏନ୍ସ କମ୍ପାନୀ ଘୋଷଣା କରିଛି। କିଛି ଦିନ ମଧ୍ୟରେ ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହେବ। କିନ୍ତୁ ଏହି ବ୍ରଡବ୍ୟାଣ୍ଡ ସର୍ଭିସ ବିଷୟରେ ଅଫିସିଆଲ ଘୋଷଣା କରାଯାଇନାହିଁ। ଏହା ପୂର୍ବରୁ ଖବର ଆସିଥିଲା ଯେ ଜିଓ

ଏଚଡ଼ିଆଇ କ୍ଷେତ୍ରରେ ଦଶମ ସ୍ଥାନରେ ଓଡ଼ିଶା

୧୯୯୦-୨୦୧୭ ବର୍ଷ ମଧ୍ୟରେ ରିପୋର୍ଟ ପ୍ରକାଶ ପାଇଛି । ଓଡ଼ିଶାର ବିକାଶ ଦ୍ରୁତଗତିରେ ଆଗେଇଛି ବୋଲି ଏସବିଆଇ ରିପୋର୍ଟ ଜାରି କଲା । ରିପୋର୍ଟନୁଯାୟୀ ଟପ ୧୦ ସ୍ଥାନରେ ଓଡ଼ିଶା ରହିଛି । ହ୍ୟୁମାନ ଡେଭେଲପମେଣ୍ଟ ଇଣ୍ଡେକ୍ସ (ଏଚଡ଼ିଆଇ) କ୍ଷେତ୍ରରେ ଓଡ଼ିଶା ୧୦ ସ୍ଥାନରେ ରହିଛି । ଓଡ଼ିଶା

କାନ ଫୁଲ ଚୋରି କରି ମୂଷା ଫେରାର

କଥାଟା ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିଲେ ବି ସତ । ମୂଷକ ରାଜର ହାଇପ୍ରୋଫାଇଲ ଚୋରୀ । ଆଜ୍ଞା ହଁ ମୂଷା ଚୋରି କରିଛି ହୀରା ଖଚ୍ଚିତ କାନ ଫୁଲ । ଆଉ ଏକଥା ସ୍ପଷ୍ଟ କରିଛନ୍ତି ସେହି ଦୋକାନର ମାଲିକ ନିଜେ । ଘଚଣାଟି ହେଉଛି ପାଟନାର ଏକ ଗହଣା ଦୋକାନର । ହଟାତ୍ ଗହଣା ଦୋକାନରୁ ହୀରାର

ରାହୁଲଙ୍କ କାନରେ କୋରାପୁଟିଆ ମାଆ କହିଲା କରୁଣ କାହାଣୀ…

ଜୟପୁର ମହିଳା ସମାବେଶରେ ମହିଳାଙ୍କୁ ନେଇ ଅନେକ ଆଲୋଚନା ହେଲା । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ରାହୁଲ ମାଆ ମାନଙ୍କ ସହ ମନଖୋଲା କଥା ହେଲେ । ଦେଶର ପରିବର୍ତ୍ତନ, ଓଡ଼ିଶାର ପରିବର୍ତ୍ତନ ପାଇଁ ମହିଳାଙ୍କ ବିକାଶର ଆବଶ୍ୟକତା ବୋଲି ରାହୁଲ ସମବେତ ମହିଳାଙ୍କୁ କହିଲେ ।

ସାରା ବିଶ୍ୱ ଆଜି ପାଳନ କରୁଛି ଅନ୍ତର୍ଜାତୀୟ ମହିଳା ଦିବସ…

ସେ ମା’, ଜନନୀ, ଭଗିନୀ । ଆଉ ସେ ଦୁର୍ଗା, ମା ଲକ୍ଷ୍ମୀ । ସୃଷ୍ଟିଠାରୁ ସଂହାର ଯାଏଁ ନାରୀର ଭୂମିକା ଅତୁଳନୀୟ । ଯେବେ କଥା ଆସେ ଯତ୍ନ ଓ ସେବାର ମାଆଙ୍କୁ ମନେପକାନ୍ତି ସମସ୍ତେ । ସେହିଭଳି ସାହସ ହେଉ କି ଶକ୍ତି ଓ ପ୍ରତିଶ୍ରୁତିର ଆଶା ବି ଜଣେ ନାରୀଙ୍କଠାରୁ ହିଁ କରାଯାଇଥାଏ । ସାରା

ବ୍ୟାଙ୍କ ଯେଉଁଠି ଜମା ହୁଏ ପ୍ରେମ କାହାଣୀ !

ସ୍ଲୋଭାକିଆର ବନସ୍କା ଷ୍ଟିବିନିକା ସହରରେ ରହିଛି ପ୍ରେମୀ ଯୁଗଳଙ୍କ କାହାଣୀ ବ୍ୟାଙ୍କ । ଏହାକୁ କୁହାଯାଏ ଲଭ୍‌ ବ୍ୟାଙ୍କ। ପୃଥିବୀର ବିଭିନ୍ନ ସ୍ଥାନରୁ ପ୍ରେମୀ ଯୁଗଳ ଭାଲେଣ୍ଟାଇନ୍‌ ଡେ’ରେ ଏହି ବ୍ୟାଙ୍କକୁ  ଆସିଥାନ୍ତି ସେମାନଙ୍କର ପ୍ରେମ କାହାଣୀ ଜମା କରିବାକୁ । ବ୍ୟାଙ୍କରେ ଏକ ଲଭ୍‌

ଓମେନ୍ସ ଡେ’ରେ ଆହ୍ୱାନ: #BalanceForBetter

ଅନ୍ତର୍ଜାତୀୟ ମହିଳା ଦିବସ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖ ବିଶ୍ୱବ୍ୟାପୀ ପାଳନ କରାଯାଏ ଏବଂ ଏହାକୁ ନଜରରେ ରଖି ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରତିବର୍ଷ ଏକ ଥିମ ରଖାଯାଇଥାଏ । ଚଳିତ ବର୍ଷ ମହିଳା ଦିବସର ଥିମ ରଖାଯାଇଛି #BalanceForBetter ମହିଳା ଦିବସକୁ ବିଶ୍ୱବ୍ୟାପୀ ଭିନ୍ନ

ମନକୁ ଶାନ୍ତି ଦିଏ ପ୍ରେମର ମୁଲାୟମ ସ୍ପର୍ଶ…

ଯନ୍ତ୍ରଣାରେ ଜଡ଼ସଡ଼ ଦେହକୁ ଶାନ୍ତି ଦେବାକୁ ପ୍ରେମିକା କିମ୍ବା ପ୍ରେମିକର ଛୁଆଁ ହିଁ କାଫି । ପ୍ରେମିକାର ଶୀତଳ ଛୁଆଁ ଆଉ କୋମଳ ସ୍ପର୍ଶରେ ଯନ୍ତ୍ରଣା ଢେର ଉପଶମ ହୋଇଥାଏ । ଅଫିସ ଟେନସନ ହଉ କି ଏଗ୍ଜାମ୍ ଟେନସନ ପ୍ରେମିକାର ପରଶ ପାଇଲେ ସବୁ ଟେନସନ ଗାଏବ ହୋଇଯାଏ । ତା ମୁଲାୟମ