News World Odisha
Current News Updates
Browsing Category

ଚକ୍ ଦେ

ଆଜି ମଇଦାନରେ ହେବେ ମୁହାଁ ମୁହିଁ

ହକି ବିଶ୍ୱ କପ୍‌ର ଆଜି ପ୍ରଥମ କ୍ରସ୍‌ ଓଭର ମ୍ୟାଚ୍‌ । ମୁହାଁ ମୁହିଁ ହେବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ଲିଗ୍‌ ମ୍ୟାଚ୍‌ ଗୁଡିକ ୫ଟାରୁ ଆରମ୍ଭ ହେଉଥିବା ବେଳ କ୍ରସ୍‌ ଓଭର ମ୍ୟାଚ ୪ଟା ୪୫ରୁ ଆରମ୍ଭ ହେବ । ସେହିଭଳି ଦ୍ୱିତୀୟ ମ୍ୟାଚ୍‌ରେ ଫ୍ରାନ୍ସ ଏବଂ ଚୀନ୍‌ ମଧ୍ୟରେ ଘମାଘୋଟ୍‌…

ଆଜି ମଇଦାନରେ ହେବେ ମୁହାଁ ମୁହିଁ

ଆଜି ହକି ବିଶ୍ୱକପର ଶେଷ ଲିଗ ମ୍ୟାଚ ଖେଳାଯିବ। ପୁଲ ଡି'ର ଶେଷ ଲିଗ୍‌ ମ୍ୟାଚ ସନ୍ଧ୍ୟା ୫ଟାରେ ମାଲେସିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ସନ୍ଧ୍ୟା ୭ଟାରେ ନେଦରଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ। ଏହି ଗ୍ରୁପରେ ଏପର୍ଯ୍ୟନ୍ତ ଜର୍ମାନୀ ଦୁଇଟି…

୫-୧ ରେ କାନାଡାକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ଭାରତ

ସରିଛି ପୁଲ ସି'ର ସମସ୍ତ ଲିଗ ପର୍ଯ୍ୟାୟ ମ୍ୟାଚ । ଷ୍ଟାଡିୟମରେ ଗୋଲ ବର୍ଷା କରିଛି ଟିମ୍‌ ଇଣ୍ଡିଆ । ଏଥିରେ ଭାରତ କାନାଡାକୁ ୫-୧ ଗୋଲ୍‌ରେ ପରାସ୍ତ କରି ସିଧା କ୍ୱାର୍ଟରରେ ପ୍ରବେଶ ପାଇଁ ଟିକଟେ ହାତେଇଲା ଭାରତ । ଆଜି (ଶନିବାର) କାନାଡ଼ା ଏବଂ ଭାରତ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଚାଲିଥିଲା…

ସୂଚନା ଦେଲେ କ୍ରୀଡ଼ା ସଚିବ

ଆଶା ଥିଲା ଉଦଘାଟନୀ ଉତ୍ସବଠୁ ଉଦଯାପନୀ ଉତ୍ସବ ହେବ ଅଧିକ ରଙ୍ଗାରଙ୍ଗ । ଉଦଘାଟନୀ ପରି ଉଦଯାପନୀରେ ବି ବଲିଉଡ ତାରକାଙ୍କୁ ଦେଖିବାର ଆଶା ବାନ୍ଧି ବସିଥିଲେ ଦର୍ଶକ । ହେଲେ ଶେଷ ବେଳକୁ ଫିକା ପଡିଛି ସବୁ ଆଶା । ଫିକା ପଡିବ ହକି ବିଶ୍ୱକପର ଉଦଯାପନୀ ଉତ୍ସବ । ମଳିଥିବା ସୂଚନା ଅନୁଯାୟୀ,…

ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ମାତ୍ ଦେଲା ବେଲଜିୟମ୍

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ ଗ୍ରୁପ ସି’ର ମ୍ୟାଚ୍‌ରେ ଶକ୍ତିଶାଳୀ ବଲେଜିୟମ, ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ ଖେଳିବାକୁ ଆଉ ପାଦେ ଆଗେଇଛି। ତେବେ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହବୋକୁ ଥିବା ଭାରତ ଓ କ୍ୟାନାଡା ମ୍ୟାଚ୍‌ ପରେ ବଲେଜିୟମ…

କଳିଙ୍ଗ ଷ୍ଟାଡିୟମ ଦେଖିଲା ବିରଳ ଦୃଶ୍ୟ,ଦେଖନ୍ତୁ ଭିଡିଓ

କଳିଙ୍ଗ ଷ୍ଟାଡିୟମରେ ବେଲିଜିୟମ ଓ ସାଉଥ ଆଫ୍ରିକାର ଖେଳ ଚାଲିଥିବା ବେଳେ ଷ୍ଟାଡିୟମ ଆକାଶରେ ଉଡି ଥିଲେ ବହୁ ସଂଖ୍ୟକ ଚିଲ । ଷ୍ଟାଡିୟମରେ ଖେଳ ପାଇଁ ଖଞ୍ଜା ହୋଇଛି ଖଚା ଖଚ ଳାଇଟ୍ । ଲାଇଟ୍ ର ପ୍ରଭାବରେ ଆକର୍ଷିତ ହୋଇ ଉଡିବୁଲୁଛନ୍ତି କ୍ଷୁଦ୍ର କ୍ଷୁଦ୍ର ପୋକ । ଆଉ ତାଙ୍କୁ ଖାଇବାକୁ ତାଙ୍କ…

ଆଜି ଭାରତ-କାନାଡ଼ା ମୁକାବିଲା

ରାଜ୍ୟରେ ଏବେ ହକି କ୍ରେଜ୍ । ଆଉ ଆଜି ସଂନ୍ଧ୍ୟା ୭ରେ ଭାରତ-କାନାଡା ମୁକାବିଲା ଥିବାରୁ ଖେଳାଳିଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସହ ଦେଖିବାକୁ ମିଲିଛି । ପ୍ରଥମେ ସାଉଥ ଆଫ୍ରିକା ଦ୍ୱିତୀୟରେ ବେଲଜିଅମ୍ ସହ ମ୍ୟାଚ୍‌ ଡ୍ର ରଖିଥିବା ଭାରତୀୟ ଟିମ୍‌ ଆଜି ଭଲ ପ୍ରଦର୍ଶନ କରି କ୍ୱାଟରରେ ପ୍ରବେଶ…

ହକି ଗ୍ରାଉଣ୍ଡରେ ନହେଁ, ମନ୍ଦିର ଭିତରେ ହକି ଖେଳାଳି

ଏକାମ୍ରକ୍ଷେତ୍ରରେ ନ୍ୟୁଜଲାଣ୍ଡ ହକି ଟିମ। ଭୁବନେଶ୍ୱରର ରାଜାରାଣୀ ଓ ମୁକ୍ତେଶ୍ୱର ମନ୍ଦିର ବୁଲି ଦେଖିଲେ । ମନ୍ଦିରର ସୌନ୍ଦର୍ଯ୍ୟ ଓ କାରୁ କାର୍ଯ୍ୟକୁ ପ୍ରଂଶସା କରିବା ସହ ମରିଚି କୁଣ୍ଡର ମହତ୍ୱ ବୁଝିଲେ ନୁଜଲାଣ୍ଡ ଟିମ୍‌ । ସେପଟେ ଶୁକ୍ରବାର ଥିବାରୁ ମସଜିଦରେ ନମାଜ ପାଠ କରିଥିଲେ…

ଆଜି ମଇଦାନରେ ମୁହାଁ ମୁହିଁ ହେବେ ଏହି ଟିମ

ଆଜି ଗ୍ରୁପ ବି'ର ଅନ୍ତିମ ପର୍ଯ୍ୟାୟ ପୁଲ୍‌ ମ୍ୟାଚ୍‌ ଖେଳାଯିବ। ଯେଉଁଥିରେ ସାମ୍ନାସାମ୍ନି ହେବ ଅଷ୍ଟ୍ରେଲିଆ-ଚାଇନା ଓ ଆୟରଲାଣ୍ଡ-ଇଂଲଣ୍ଡ । ପୂର୍ବରୁ ଅଷ୍ଟ୍ରେଲିଆ ସିଧାସଳଖ କ୍ୱାଟର ଫାଇନାଲରେ ପହଞ୍ଚିସାରିଖିବା ବେଳେ ଏହି ମ୍ୟାଚ୍‌ ପରେ ସ୍ଥିର ହେବ ଅନ୍ୟ କେଉଁ ଦଳ ପ୍ରତିଯୋଗିତାରୁ ବିଦା…

ପାକିସ୍ତାନ ଖେଳାଳୀକୁ ସସପେଣ୍ଡ

ପାକିସ୍ତାନ୍‌ ହକି ଖେଳାଳି ଅମଦ୍‌ ବଟ୍‌ ସସପେଣ୍ଡ। ମ୍ୟାଲେସିଆ ବିପକ୍ଷ ମ୍ୟାଚ୍‌ରେ ଅଣ ଖେଳୁଆଡ଼ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଗୋଟେ ମ୍ୟାଚ୍‌ ପାଇଁ ସସପେଣ୍ଡ କରାଯାଇଛି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ର ୪୦ ମିନିଟ୍‌ରେ ଅମଦ୍‌ ବଟ୍‌ଙ୍କ ହକି ଟର୍ଫରେ ନନ୍‌ ପ୍ରଫେସନାଲ୍‌ କାର୍ଯ୍ୟକଳାପ…