News World Odisha
Current News Updates
Browsing Category

ଜୀବନଚର୍ଯ୍ୟା

ସ୍ୱାସ୍ଥ୍ୟପାଇଁ ଉପକାରୀ ମୂଳା

ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ ହୋଇଥାଏ ମୂଳା । ମୂଳାକୁ ଆମେ ସାଧାରଣତଃ ସାଲାଡ଼, ସାମ୍ବାର, ଆଚାର , ତରକାରୀରେ ପକାଇ ଖାଇଥାଉ । ମୂଳାରେ ଫାଇଟୋକେମିକାଲସ ଓ ଏନ୍ଥୋକ୍ୟାନିସ ନାମକ ତତ୍ୱ ରହିଥାଏ ଯାହା କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ମୁକ୍ତି ଦେଇଥାଏ । ଆସନ୍ତୁ ଜାଣିବା ମୂଳା ଖାଇବା

ପ୍ରତିଦିନ ସକାଳେ ଗୋଲାପ ଫୁଲ ଉପରେ କର୍ପୂର ରଖି ମା’ ଦୁର୍ଗାଙ୍କ ଆଳତି କରନ୍ତୁ: ମିଳିବ ଏହିସବୁ ସୁଫଳ…

ହିନ୍ଦୁ ଧର୍ମର ପୂଜାରେ ଯଦି କର୍ପୂରକୁ ସାମିଲ କରା ନ ଯାଏ ତେବେ ପୂଜାକୁ ଅସମ୍ପୂର୍ଣ୍ଣ ବୋଲି ଧରାଯାଇଥାଏ। ପୂଜା ସରିବା ପରେ କର୍ପୂରରେ ଆଳତି କରିବା ଦ୍ୱାରା ପୂଜା ସଫଳ ହୋଇଛି ବୋଲି ଆମେ ଅନୁଭବ କରିଥାଉ। ଘରେ ହେଉ ବା ମନ୍ଦିରରେ ସର୍ବଦା ଆମେ କର୍ପୂର ଜଳାଇ ଆଳତି କରିଥାଉ। ବାସ୍ତୁଶାସ୍ତ୍ର

ସ୍ବତନ୍ତ୍ର ଶୈଳୀରେ ବୁଣା ଚାଲିଛି ଶ୍ରୀଜୀଉଙ୍କ ପାଇଁ ପାଟ୍ଟବସ୍ତ୍ର…

ପ୍ରଭୁ ଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ସ୍ବତନ୍ତ୍ର ପାଟ୍ଟବସ୍ତ୍ର । ଭକ୍ତି ଓ ନିଷ୍ଠାର ସହିତ ନିମଗ୍ନ ଅଛନ୍ତି ବୁଣାକାର । ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି ପାଇଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ରାଉତପଡ଼ାର ବୁଣାକାରମାନେ ପାଟ୍ଟବସ୍ତ୍ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ।

କିଡ୍‌ନୀ ସମସ୍ୟା ଅଛି କି? ପିଅନ୍ତୁ ଏହି ଚା’…

ପ୍ରତିଦିନ ସକାଳେ ହର୍ବାଲ ଟି, ପିଇଲେ ଅନେକ ଉପକାର ମିଳେ। ହର୍ବାଲ ଟି’ ମଧୁମେହ ତଥା କିଡ୍‌ନୀ ସମସ୍ୟା ଦୂର କରେ। ଏହା ସହିତ ମେଦବହୁଳତାରେ ହର୍ବାଲ ଟି’ ମହୌଷଧୀ ଭଳି କାମ କରେ। ଏହା ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରି ହାର୍ଟଆଟାକ୍‌ ଆଶଙ୍କାରୁ ମୁକ୍ତି ଦିଏ। ଏଥିରେ ଥିବା

କେମିତି ଚିହ୍ନିବେ ଅସଲି କେଶର ?

କେଶର ବିଭିନ୍ନ ଖାଦ୍ୟ ହେଉ କିମ୍ବା ପାନୀୟ ପଦାର୍ଥ ପ୍ରାୟ ସବୁଥିରେ ବ୍ୟବହାର କରାଯାଇଥାଏ। ଏହା ବ୍ୟକ୍ତିଙ୍କୁ ସୁସ୍ଥ ରଖିବା ସହିତ ସୁନ୍ଦର କରିଥାଏ। ଜମ୍ମୁକଶ୍ମୀରର ପୁଲ୍‌ଓ୍ବାମାଠାରେ ବହୁଳ ଭାବେ କେଶର ଉତ୍ପାଦନ ହୋଇଥାଏ । ଏହାକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥାଏ । କେଶର

ମାରିଦେବ ଧୂପ ଧୂଆଁ, ଜାଳିଦେବ ଆୟୁଷ ! ହୋଇଯାଆନ୍ତୁ ସାବଧାନ…

ଅଗରବତୀ ସମସ୍ତଙ୍କ ପୂଜା ଘରେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅଗରବତୀ କେବଳ ଆଧ୍ୟାତ୍ମିକତା’ର ପ୍ରତୀକ ନୁହେଁ ବରଂ ଶାନ୍ତି ଓ ସମୃଦ୍ଧିର ପ୍ରତୀକ । ଅଗରବତୀର ସୁଗନ୍ଧ ଆପଣଙ୍କ ଶରୀର ଓ ମନକୁ ଶାନ୍ତି ଦେଇଥାଏ । ହେଲେ ସାବଧାନ ! ମନମୋହୁଥିବା ଏହି ଧୂପର

ଜାଣନ୍ତୁ ବିବାହ ସମୟରେ ବର୍ଷା ହେଲେ କ’ଣ ହୁଏ ?

ପ୍ରତ୍ୟେକଙ୍କ ଘରେ କେବେ ନା କେବେ ବିବାହ ଉତ୍ସବ ହୋଇଥାଏ । ଏହି ଉତ୍ସବ ସମସ୍ତ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ହିଁ ଶେଷ ହୋଇଥାଏ । ବିବାହ ଉତ୍ସବରେ ସମସ୍ତେ ଖୁସିରେ ନାଚି ଉଠନ୍ତି । ଏନେଇ ବହୁ ବ୍ୟବସ୍ଥା ମଧ୍ୟ କରାଯାଇଥାଏ । କିନ୍ତୁ ଏସବୁ ବ୍ୟବସ୍ଥା ସେତେବେଲେ ଫସର ଫାଟିଯାଏ ଯେତେବେଳେ

ସକାଳୁ ତମ୍ବା ପାତ୍ରରେ ପାଣି ପିଅନ୍ତୁ: ମିଳିବ ଏହି ସବୁ ଉପକାର

ତମ୍ବା ପାତ୍ରରେ ଥାଏ ଅନେକ ଉପକାରୀ ଗୁଣ । ସକାଳେ ନିତ୍ୟକର୍ମ ସାରି ଗ୍ଲାସେ ତମ୍ବାପାତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ । ରାତିରେ ତମ୍ବାପାତ୍ରରେ ପାଣି ରଖି ଏହାକୁ ସକାଳୁ ପିଇବା ଉଚିତ। ଏହି ପାଣିରେ ତମ୍ବା ଆୟନ ଚାର୍ଜ ହୋଇଯାଇଥାଏ। ତମ୍ବା ଅଣୁଜୀବ ନିରୋଧୀ। ଏଥିରେ ଆଣ୍ଟି

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ କେତେକ ସହଜ ଘରୋଇ ଉପାୟ ରହିଛି। ଖରାଦିନେ ପ୍ରତିଦିନ ପିଆଜ ରସ ଚାମୁଚେ ପିଇଲେ ବେଶ୍‌ ସୁଫଳ ମିଳିଥାଏ। ଏହା ସହିତ ଖାଦ୍ୟରେ ଅଭ୍ୟାସ କରି ପିଆଜ ଖାଇଲେ ଶରୀରର ଉତ୍ତାପ କମିବା ସହିତ ଜଳୀୟ ଅଂଶ ନିୟନ୍ତ୍ରିତ ହୋଇଥାଏ।

କେବଳ ପୂଜାରେ କାହିଁକି ତିଆରି ହୁଏ ପଞ୍ଚାମୃତ ? ଜାଣନ୍ତୁ ଏହାର କ’ଣ ରହିଛି ମାହାତ୍ମ୍ୟ…

ପଞ୍ଚାମୃତ, ଏହାର ଅର୍ଥ ହେଉଛି ୫ଟି ଅମୃତ ତଥା ୫ଟି ପବିତ୍ର ବସ୍ତୁର ମିଶ୍ରଣ । ଏହି ମିଶ୍ରଣ ହେଉଛି କ୍ଷୀର, ଦହି, ଘିଅ, ମହୁ ଓ ଚିନିର । ସାଧାରଣ ଭାବେ ଆମେ ପଞ୍ଚାମୃତକୁ ସବୁବେଳେ ପୂଜା ସମୟରେ ହିଁ ବ୍ୟବହାର କରିଥାଉ । ପଞ୍ଚାମୃତ ହେଉଛି ଶୁଦ୍ଧତାର ପ୍ରତିକ । ତେଣୁ ଏହାକୁ ପିଇବା