News World Odisha
Current News Updates
Browsing Category

ସୌନ୍ଦର୍ଯ୍ୟ

୧୨ବର୍ଷ ପ୍ରତିକ୍ଷାର ଘଟିଛି ଅନ୍ତ, ସହରରେ ଫୁଟିଛି ଏହି ରହସ୍ୟମୟୀ ଫୁଲ..

ଯଦି ଆପଣ ଅପେକ୍ଷା କରିଥାନ୍ତି ମୁନ୍ନାରର ସେଇ ବିଶ୍ୱ ପ୍ରସିଦ୍ଧ ଅଦ୍ଭୁତ ଫୁଲକୁ ଦେଖିବାର ତେବେ ଆପଣଙ୍କ ୧୨ବର୍ଷ ଅପେକ୍ଷାର ଘଟିଛି ଅନ୍ତ । ଏବର୍ଷ ଆପଣମାନେ ଦେଖିପାରିବେ ସେଇ ରହସ୍ୟମୟୀ ଫୁଲକୁ । ଆମେ କହୁଛୁ ଦକ୍ଷିଣ ଭାରତର ଏକ ସୁନ୍ଦର ରାଜ୍ୟ ଭାବେ ପରିଚିତ କେରଳର ଏକ ଛୋଟ ସହର ମୁନ୍ନାର…

ତ୍ୱଚାରେ ଚମକ ଆଣିବ ଚକୋଲେଟ୍

ଚକୋଲେଟ୍ ଅନେକଙ୍କର ପସନ୍ଦ ହୋଇଥିବା ବେଳେ ଏହାକୁ ଖାଇଲେ ବିଭିନ୍ନ ସମସ୍ୟାର ସମାଧାନ ହୋଇଥାଏ ବୋଲି ଆପଣ ପୂର୍ବରୁ ଜାଣିଥିଲେ ।କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଚକୋଲେଟ୍ ତ୍ୱଚାରେ ଚମକ ଆଣିବାରେ ମଧ୍ୟ ସହାୟକ ହୋଇଥାଏ ।ତେଣୁ ଚକୋଲେଟ୍ କ୍ରସିଂ ଏବେ ଯୁବ ପିଢିଙ୍କର ପ୍ରଥମ ପସନ୍ଦ ହୋଇଛି…

ଜାଣନ୍ତୁ ମହୁକୁ କେମିତି ଖାଇଲେ କ’ଣ ମିଳିବ ଫାଇଦା ?

ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ନିଜ ସ୍ୱସ୍ଥ୍ୟ ପାଇଁ ସମୟ ବାହାର କରିବା ବହୁ କଷ୍ଟକର । ସମୟର ଅଭାବରୁ ବେୟାମ କରିବାର ସୁଯୋଗ ମିଳିପାରେ ନାହିଁ । ଏଥିପାଇଁ ସବୁବେଳେ ଲୋକଙ୍କ ମଧ୍ୟରେ ରକ୍ତ ଚାପ ଓ ମଧୁମେହ ଭଳି ରୋଗ ଦେଖା ଯାଇଥାଏ । ଯଦି ଏମିତି କିଛି ସମସ୍ୟା ଆପଣମାନଙ୍କୁ ବ୍ୟସ୍ତ କରୁଛି…

ରୂପି ସମସ୍ୟାର ଦେଶୀ ଉପଚାର

ଶୀତ ଦିନ ଆରମ୍ଭ ମାତ୍ରେ ଆରମ୍ଭ ହୋଇଯାଏ ଚର୍ମ ଓ କେଶର ସମସ୍ୟା । ବିଶେଷ କରି ଏହି ଦିନରେ ସବୁଠୁ ବଡ଼ ସମସ୍ୟା ହେଉଛି ରୂପି ବା ଡାଣ୍ଡ୍ରଫ୍। ତେବେ କିଛି ଲୋକଙ୍କର ସବୁ ସମୟରେ ମୁଣ୍ଡରେ ରୂପି ସମସ୍ୟା ଦେଖାଯାଇଥାଏ । କିନ୍ତୁ ଶୀତଦିନେ ଏହା ଅଧିକ ପରିମାଣରେ ଦେଖାଦିଏ। ତେବେ ଏପରି କିଛି ଘରୋଇ…

କେଶ ଝଡୁଛି କି ? ତେବେ ଆପଣାନ୍ତୁ ଏହି ସହଜ ଉପାୟ

ଆଜକାଲି ର ଯୁବପିଢ଼ି କେଶ ଝଡ଼ିବା ସମସ୍ୟା ନେଇ ଖୁବ୍ ଚିନ୍ତିତ । ସେଥିପାଇଁ ଡାକ୍ତରଙ୍କଠାରୁ ଆରମ୍ଭ କରି ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି । ଅନେକ ବହୁ ସମୟରେ ଏଥି ପାଇଁ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି ।ଆପଣ ପୂର୍ବରୁ ଜାଣିଛନ୍ତି ଗ୍ରୀନ୍ ଟି ମେଦ କମାଇବାରେ ସହାୟକ ହୋଇଥାଏ।…