News World Odisha
Current News Updates
Browsing Category

ପଲିଟିକ୍ସ ଫଲିଟିକ୍ସ

ସାତ ବର୍ଷ ତଳେ ଷଡ଼ଯନ୍ତ୍ର, ସାତ ବର୍ଷ ପରେ ଶପଥ…

ମେ ୨୯, ରାଜ୍ୟ ରାଜନୀତି ପାଇଁ ଏକ ଅଭୁଲା ଦିନ, ଅଭୁଲା ରାତି । କ୍ୟାଲେଣ୍ଡରରେ ତାରିଖ ପରେ ତାରିଖ ବଦଳେ ହେଲେ ଫି ବର୍ଷ ମେ ୨୯ ଆସିଲେ ରାଜନୀତିରେ ରୁଜି ରଖୁଥିବା ଲୋକ ଆଉ ରାଜନେତାଙ୍କ ମନରେ ପୁଣି ତାଜା ହୋଇଯାଏ ସେଦିନର କଥା, ସେରାତିର ଚିତ୍ର । ସେଦିନର ମେ ୨୯ ବିଜେଡି ପାଇଁ

ଗୁମ୍ଫା ଗୁଗଲି: ମୋଦିଙ୍କ ଧ୍ୟାନ ଭାଙ୍ଗିଲା ସୋସିଆଲ ମିଡିଆ ଶର…?

ମୋଦିଙ୍କ ମେଡିଟେସନକୁ ନେଇ ଏବେ ସବୁଠି ଚର୍ଚ୍ଚା । କେଦାରନାଥ ଗୁମ୍ଫାରେ ଧ୍ୟାନମଗ୍ନ ଥିବା ମୋଦିଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ଗୋଟିଏ ରାତି ‘ବନି’ ଗୁମ୍ଫାରେ ଧ୍ୟାନରେ ବସିବା ପରେ ଏବେ ବିବାଦ ପିଛା ଗୋଡ଼ାଇଛି । ମୋଦିଙ୍କ ଏଭଳି ଅବତାରକୁ

୫୬ ମିନିଟ୍ ଚୁପ ରହିଲା ୫୬ ଇଞ୍ଚର ଛାତି ?

ଡିଏସଏନଜି ଅନ୍ ହେଲା, ବୁଲେଟିନ କ୍ୟାନସଲ ହେଲା, ଲାଇଭ ଫିଡ ପଞ୍ଚ କରି ସ୍କ୍ରିନରେ ଫାଙ୍କା ସିଟ ଥାଇ ବି ଆଙ୍କର ଦ୍ୱାରା ବ୍ରିଫ କରାହେଲା । କାରଣ ଖବର ଆସି ପହଞ୍ଚିଲା କି ପାଞ୍ଚ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ପ୍ରେସ କନଫରେନ୍ସ କରିବେ । ମୋଦିଙ୍କ ପ୍ରେସମିଟ

କିଙ୍ଗ ମେକର ହେବେ ନବୀନ: ବସିବେ ନହେଲେ ବସାଇବେ…

ଦିଲ୍ଲୀ ଗାଦିରେ ବସିବେ କି ନବୀନ ? ୧୯ରେ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବେ କି ନବୀନ ? ନା ନୂଆ ସରକାର ଗଢ଼ିବାରେ ନିର୍ଣ୍ଣାୟକ ଭୂମିକା ନିଭାଇବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ରେଜଲ୍ଟ ଘୋଷଣାର ତାରିଖ ଯେତେ ପାଖେଇ ଆସୁଛି ଏ ପ୍ରଶ୍ନ ସେତେ ତଟକା ହେଉଛି । ନବୀନଙ୍କ ଉପରେ

ବଡ଼ ନେତାଙ୍କ ସାନ ଚେହେରା: ସୋସିଆଲ ମିଡିଆରେ ଘୁରୁଛନ୍ତି ନାନୋ ନେତା

ଗରମା ଗରମ ହେଉଛ ୧୯ ନିର୍ବାଚନ । ସୋସିଆଲ ମିଡ଼ିଆରେ ବୁଲୁଛି ବଡ଼ ନେତାଙ୍କ କୁନି ଫେସ । ମାଟ୍ରିକ ରେଜଲ୍ଟ ପରି କୁଆଡ଼େ ଏହି ନେତାଙ୍କ ରେଜଲ୍ଟ ଖୁବ ଶୀଘ୍ର ଆସୁଛି । ୨୩ରେ ନେତାଙ୍କ ରେଜଲ୍ଟ ବାହାରୁଥିବା ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ସୋସିଆଲ ମିଡ଼ିଆରେ ଏବେ ହେଭିୱେଟ ନେତାଙ୍କ କୁନି

ପ୍ରତିମୂର୍ତ୍ତି ପଲିଟିକ୍ସ: ନୋ ଥ୍ୟାଙ୍କସ୍ କହି ନରେନ୍ଦ୍ରଙ୍କ ନାକ କାଟିଦେଲେ ଦିଦି !

ବିଦ୍ୟାସାଗରଙ୍କୁ ନେଇ ଆରମ୍ଭ ହେଲା ରାଜନୀତି । ମହାନ ନେତା ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କୁ ନେଇ ବେଙ୍ଗଲରେ ଦାନା ବାନ୍ଧିଲା ବିବାଦ । ହିଂସାକାଣ୍ଡରେ ଭାଙ୍ଗିଯାଇଥିବା ପ୍ରତିମୂର୍ତ୍ତିକୁ ଗଢ଼ିବା ପାଇଁ ଦୁଇ ଦଳଙ୍କ ମଧ୍ୟରେ ଚାଲିଛି ତୁତୁ ମେଁମେଁ । ପ୍ରତିମୂର୍ତ୍ତି

ଫୋନି ବୁଜିଦେବ କି ରାଜନୈତିକ ଫାଟ ? ରେଜଲ୍ଟରେ ହେବ ରିଫ୍ଲେକ୍ସନ୍…

ଫୋନି ଫେରିଯିବା ପରେ ଆରମ୍ଭ ହୋଇଛି ରାଜନୈତିକ ମିଶାଣ ଫେଡ଼ାଣ । ୧୯ ଫଳାଫଳ ପାଇଁ ରାଜ୍ୟ ରାଜନୀତିର ପାଣିପାଗ ବଦଳାଇ ଦେଇଛି ଫୋନି । ଫୋନିର ସୁସୁ ପବନ ସିନା ଅଧା ରାଜ୍ୟକୁ ଛାରକାର କରିଦେଲା ହେଲେ କେନ୍ଦ୍ର-ରାଜ୍ୟ ଭିତରେ ଏକ ଅଦେଖା ସମ୍ପର୍କକୁ ସୁଦୃଢ଼ କରି ଦେଇଗଲା ବୋଲି

ଭିଡ଼ କହୁଛି ଭୋଟ କାହାର: ସୋସିଆଲ ମିଡିଆରେ ଭାଇରାଲ ହେଲା ୨ ହେଭିୱେଟଙ୍କ ହାଲକାଫୁଲକା ଫଟୋ

୨୯ରେ ୧୯ ମହାଯୁଦ୍ଧର ଅନ୍ତିମ ଦିନ । ସୋମବାର ସାରା ରାଜ୍ୟ ଦେଖିବ ୧୯ ଯୁଦ୍ଧର ଶେଷ ସୂର୍ଯ୍ୟାସ୍ତ । ସୋମବାର ଶେଷ ପରୀକ୍ଷା ଥିବାରୁ ୬ ଲୋକସଭା ଆସନର ସମସ୍ତ ପ୍ରାର୍ଥୀଙ୍କ ଛାନିରେ ଛନକା ପଶିଲାଣି । ଦିନଟେ ପରେ ପରୀକ୍ଷା ହଲରେ ନେତାଙ୍କ ଭାଗ୍ୟ ଜନତା ପରଖିବେ ।

ରେଳର ବିକାଶ ବଦଳରେ ନିଜ ଶିଳ୍ପର ବିକାଶ କରୁଥିଲେ ବୈଜୟନ୍ତ…

କେନ୍ଦ୍ରାପଡ଼ାବାସୀଙ୍କୁ ଧୋକା ଦେଇଛନ୍ତି ବୈଜୟନ୍ତ । କେନ୍ଦ୍ରାପଡ଼ାର ରେଳ ବିକାଶ ନେଇ ବୈଜୟନ୍ତ ଲୋକଙ୍କ ବିଶ୍ୱାସ ସହ ଖେଳ ଖେଳିଛନ୍ତି । ଯେଉଁ ବିଶ୍ୱାସରେ, ଯେଉଁ ଭରସାରେ ଲୋକେ ବୈଜୟନ୍ତଙ୍କୁ ଭୋଟ ଦେଇ ନିଜ ପ୍ରତିନିଧି କରିଥିଲେ ସେ ଭରସା ଭାଙ୍ଗି ଦେଇଛନ୍ତି ବୈଜୟନ୍ତ

ସାଙ୍ଘାତିକ ସତ କହିଲା ବିଜେଡି: ମିଛ କହି କେନ୍ଦ୍ରାପଡ଼ାବାସୀଙ୍କୁ ଠକୁଛନ୍ତି ବୈଜୟନ୍ତ

ବୈଜୟନ୍ତ ପଣ୍ଡା ନେତା ନା ବ୍ୟବସାୟୀ ? ପ୍ରେସମିଟ କରି ଏ ପ୍ରଶ୍ନର ଉତ୍ତର ଦେଇଛି ବିଜେଡି । ବୈଜୟନ୍ତ ରାଜନେତା ନୁହନ୍ତି ବରଂ ଜଣେ ବ୍ୟବସାୟୀ ବୋଲି କହିଛି ବିଜେଡି । ସେ କେବଳ ନିଜ ବ୍ୟବସାୟ ଓ ନିଜ କଥା ଚିନ୍ତା କରୁଛନ୍ତି । ବିଭିନ୍ନ ବ୍ୟାଙ୍କରୁ ନିଜ ସଂସ୍ଥା ଇମ୍ଫା ପାଇଁ