News World Odisha
Current News Updates
Browsing Category

କ୍ରୀଡ଼ା

ପାକିସ୍ତାନ ସହ ୱାର୍ଲଡକପ୍ ଖେଳିବନି ଭାରତ ?

ପୁଲଓ୍ଵାମା ଆତଙ୍କୀ ହମ୍‌ଲା ପରେ ସବୁଠି ପାକିସ୍ତାନକୁ ବୟକଟ ଦାବି । ଏପରିସ୍ଥଳରେ ବିଶ୍ୱକପରେ ମଧ୍ୟ ପାକ୍‌କୁ ବୟକଟ୍‌ କରିବାକୁ ଶୁଭିଲାଣି ସ୍ୱର । ବିସିସିଆଇ ମଧ୍ୟ ଏ ପ୍ରସଙ୍ଗରେ ସରକାରଙ୍କ ପକ୍ଷରେ ପିଙ୍ଗିଛି ବଲ । ନିର୍ଦ୍ଧାରିତ ତାଲିକା ଅନୁଯାୟୀ ମ୍ୟାଚ ହେବ ବୋଲି ମଙ୍ଗଳବାର ଆଇସିସି

ପୁଲୱାମା ପାଇଁ ପାକ୍ ଖେଳାଳିଙ୍କ ଅଲିମ୍ପିକ୍ସ ଆଶା ମଉଳିଲା

ଭାରତରେ ହେବାକୁ ଥିବା ବିଶ୍ୱ ସୁଟିଂ ପ୍ରତିଯୋଗିତାରେ ଭାଗ ନେବନି ପାକିସ୍ତାନ । ପୁଲୱାମା ଆତଙ୍କୀ ହମଲା ପରେ ଦିଲ୍ଳୀରେ ହେବାକୁ ଥିବା ବିଶ୍ୱ ସୁଟିଂ ପ୍ରତିଯୋଗିତାରେ ପାକିସ୍ତାନର ଅଂଶ ଗ୍ରହଣ ଉପରେ କଳା ବାଦଲ ଘେରିଯାଇଛି । ପାକିସ୍ତାନୀ ସୁଟିଂ ମହାସଂଘର ଜଣେ ଅଧିକାରୀଙ୍କ

ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟର ଲିଗ୍

ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଫଟାଫଟ୍‌ କ୍ରିକେଟ ୠତୁ- ଇଣ୍ଡିଆନ ପ୍ରିମିୟର ଲିଗ୍‌, ଆଇପିଏଲ୍‌ । ଏହାର ଦ୍ୱାଦଶ ସଂସ୍କରଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଜି ପ୍ରକାଶ ପାଇଛି ଖେଳସୂଚୀ ବା ମ୍ୟାଚ୍‌ ଫିକ୍ସର । ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ବର୍ଷିୟାନ ଧୋନୀ ଓ ୟଙ୍ଗ୍‌

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍:ଶୁକ୍ରବାର ଭାରତୀୟ ଦଳ ଘୋଷଣା

ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସୀମତ ଓଭର ସିରିଜ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା ହେବ। ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଦୁଇଟି ଟି-୨୦ ଓ ଏକ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ଚୟନକର୍ତ୍ତା ଦଳ ଚୟନ କରିବେ ବୋଲି ଆଶା

ହକି ପରେ ରାଜଧାନୀକୁ ଫେରିଛି ଫୁଟବଲ ଫିଭର

ରାତି ପାହିଲେ ଗୋଲ୍ଡ କପ ମହିଳା ଫୁଟବଲ ଚାମ୍ପିୟନସିପ୍‌ । ହକି ପରେ ରାଜଧାନୀକୁ ଫେରିଛି ଫୁଟବଲ ଫିଭର । କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଫୁଟବଲକୁ ନେଇ ଦେଖିବାକୁ ମିଳିଲାଣି ନାହିଁ ନଥିବା ଉତ୍ସାହ । ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଇରାନକୁ ଭେଟିବାକୁ ଥିବା ବେଳେ ଏଥିପାଇଁ ନୂତନ ରଣକୈାଶଳ ସହ

ହକି ପରେ ରଜଧାନୀରେ ଜମିବ ଫୁଟବଲ ଫିବର

ଶନିବାର ଠାରୁ କଳିଙ୍ଗରେ ଜମିବ ଫୁଟବଲ ଫାଇଟ୍‌ । କଳିଙ୍ଗରେ କମାଲ ଅପେକ୍ଷାରେ ୪ଟି ଦେଶ । ଇରାନ, ନେପାଳ, ମିଆଁମାର ଓ ଭାରତୀୟ ମହିଳା ଫୁଟବଲ ଟିମ୍‌ ସେମାନଙ୍କର ଜଲ୍‌ଓ୍ବା ଦେଖାଇବେ । ୯ ତାରିଖରୁ ଆରମ୍ଭ ହେଉଥିବା ଏହି ପ୍ରତିଯ଼ୋଗିତା ୧୫ ତାରିଖ ଯାଏଁ ଚାଲିବ । ଏଥିପାଇଁ ସମସ୍ତ ଦଳ

ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଭାରତ-ନ୍ୟୁଜିଲ୍ୟାଣ୍ଡ

ଆଜି ଭାରତ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଟି-ଟ୍ୱେଣ୍ଟି । ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ପରେ ଆଜିର ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଅନ୍ୟପକ୍ଷେ ଘରୋଇ

ସେଇଫର୍ଟଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି-୨୦ରେ ୮୦ ରନରେ ହାରିଲା ଭାରତ

ଦିନିକିଆ ସିରିଜକୁ ୪-୧ରେ ଜିତି ଆତ୍ମ ବିଶ୍ଵାସରେ ଭରି ରହିଥିବା ଭାରତୀୟ ଦଳ ପ୍ରଥମେ ଟି-୨୦ ମ୍ୟାଚରେ ଶୋଚନୀୟ ପରାସ୍ତ ହୋଇଛି । ଟିମ୍ ସେଇଫର୍ଟଙ୍କ ଧୂଆଁଧାର ବ୍ୟାଟିଂ ଏବଂ ପରେ ବୋଲରଙ୍କ ସଫଳତା ବଳରେ ଏଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ନ୍ୟୁଜିଲାଣ୍ଡ

ଆଇସିସି ଦିନିକିଆ ର‌୍ୟାକିଙ୍ଗ ! ବିରାଟ,ବୁମରା ବଜାୟ ରଖିଲେ ଶୀର୍ଷ ସ୍ଥାନ

ଆଇସିସି ଦିନିକିଆ କ୍ରମରେ ବ୍ୟାଟ୍ସମ୍ୟାନ ଏବଂ ବୋଲର ଭାବେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଜସପ୍ରିତ ବୁମରା । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିଲେ ସୁଦ୍ଧା, ଏହା ତାଙ୍କ କ୍ରମିକ ସଂଖ୍ୟା ଉପରେ କୌଣସି ପ୍ରଭାବ

୪-୧ରେ ସିରିଜ୍ ଜିତିଲା ଭାରତ

ଭାରତ-ନ୍ୟୁଜିଲାଣ୍ଡ ପଞ୍ଚମ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ । ୩୫ ରନରେ ସିରିଜ ଜିତିଲା ଟିମ୍ ଇଣ୍ଡିଆ । ଏହାସହ ୪-୧ରେ ସିରିଜ ହାତେଇଛି ଭାରତ । ନ୍ୟୁଜିଲାଣ୍ଡ ଆଗରେ ଭାରତ ୨୫୩ ରନ୍‌ର ଟାର୍ଗେଟ ରଖିଥିବା ବେଳେ ୨୧୭ ରନରେ ଅଲଆଉଟ ହୋଇଯାଇଥିଲା କିଓ୍ବି ଟିମ୍‌ । ଭାରତ ପକ୍ଷରୁ