News World Odisha
Current News Updates
Browsing Category

କ୍ରୀଡ଼ା

ଭାରତର ରୋମାଞ୍ଚକର ବିଜୟ: ସିରିଜ୍ ୨-୦ରେ ଆଗୁଆ

ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକର ଦ୍ଵିତୀୟ ଦିନିକିଆ ମୁକାବିଲାରେ ଭାରତ ଅଷ୍ଟ୍ରେଲିଆକୁ ୮ ରନରେ ପରାସ୍ତ କରିଛି। ପ୍ରଥମେ ବିରାଟ କୋହଲିଙ୍କ ଶତକ ଏବଂ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ଭାରତ ଏହି ମ୍ୟାଚକୁ ନିଜ ନାମରେ କରିବାରେ

ହାଇଦ୍ରାବାଦ ଦିନିକିଆରେ ଟିମ୍ ଇଣ୍ଡିଆର ବାଜିମାତ୍ : ୬ଓ୍ବିକେଟରେ ଅଷ୍ଟ୍ରେଲିଆକୁ ହରାଇଲା

ହାଇଦ୍ରାବାଦ ଦିନିକିଆରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଛି ଟିମ୍  ଇଣ୍ଡିଆ ।  ମହେନ୍ଦ୍ର ସିଂ ଧୋନି ଓ କେଦାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏହି ମ୍ୟାଚ୍  ଜିତିଛି । ପଞ୍ଚମ ୱିକେଟ ଯୋଡ଼ିରେ ଏହି ଦୁଇଜଣ ୧୪୧ ରନ୍ କରିବା ସହିତ ଭାରତକୁ ବିଜୟୀ କରାଯାଇଥିଲେ । କ୍ୟାପଟେନ କୋହଲି ୪୪ ରନ

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ…

ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ହାଇଦ୍ରାବାଦରେ ଖେଳାଯିବ ସିରିଜର ପ୍ରଥମ ମ୍ୟାଚ । ବିଶ୍ୱକପ ପୂର୍ବରୁ ଶେଷ ଦିନିକିଆ ସିରିଜ ଖେଳିବ ଭାରତ । ଅଷ୍ଟ୍ରେଲିଆ ଟି-୨୦ ସିରିଜର ଦୁଇଟି ଯାକ ମ୍ୟାଚ ଜିତିବା ସହ ସିରିଜ ହାତେଇବା ପରେ ଏବେ ଭାରତ

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ

ସୁପର ସଣ୍ଡେର ସୁପର ଫାଇଟ୍‌ । ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟିର ପ୍ରଥମ ମ୍ୟାଚ ଖେଳାଯିବ । ଆଜି ସନ୍ଧ୍ୟା ୭ଟାରେ ବିଶାଖାପାଟଣାରେ ଖେଳାଯିବ ଏହି ମ୍ୟାଚ । ଏନେଇ ଉଭୟ ଦଳ ପକ୍ଷରୁ ଜୋରଦାର ଅଭ୍ୟାସ କରାଯାଇଛି । ଆସନ୍ତା ମେ' ମାସରେ ଇଂଲଣ୍ଡରେ ହେବାକୁ

ବିଶ୍ୱ ସୁଟିଂ ଇଭେଣ୍ଟରୁ ସୁନା ଆଣିଲେ ରାଜସ୍ଥାନୀ ଝିଅ

ଭାରତକୁ ସୁନା ଆଣିଲେ ସୁନା ଝିଅ ।ମହିଳା ବର୍ଗର ବିଶ୍ୱ ସୁଟିଂ ଇଭେଣ୍ଟରେ ସ୍ୱର୍ଣ୍ଣ ଉପରେ କବଜା କଲେ ଭାରତୀୟ ମହିଳା ସୁଟର ଅପୂର୍ବା ଚାଣ୍ଡୀଲା । ଚଳିତ ବର୍ଷ ନୂଆଦିଲ୍ଲୀରେ ଚାଲୁଥିବା ବିଶ୍ୱ ସୁଟିଂ ଇଭେଣ୍ଟର ମହିଳା ବର୍ଗର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ବିଶ୍ୱ ରେକର୍ଡ ସୃଷ୍ଟି କରିବା

‘ଏୟାର ସୋ’ରେ ଭାରତର ସୁନା ଝିଅ…

ବେଙ୍ଗୁଲୁରରେ ଅନୁଷ୍ଠିତ ‘ଏରୋ ଇଣ୍ଡିଆ ଏୟାର ସୋ’ ରେ ଅଂଶ ଗ୍ରହଣ କରିବେ ଭାରତର ଶ୍ରେଷ୍ଠ ବ୍ୟାଡମିଂଟନ ଖେଳାଳି ତଥା ଅଲମ୍ପିକରେ ରୋପ୍ୟ ପଦକ ହାସଲ କରିଥିବା ପି ଭି ସିନ୍ଧୁ  । ତେଜସର ସହଯୋଗୀ ପାଇଲଟ ଭାବେ ମହିଳା ଦିବସରେ ଅଂଶ ଗ୍ରହଣ କରିବେ ବୋଲି ପୂର୍ବରୁ ଘୋଷାଣ କରାଯାଇଥିଲା ।

ଖୋଲା ମଇଦାନରେ ହେବ ଆମ୍ନାସାମ୍ନା: ସଚିନ ତେନ୍ଦୁଲକର

ପାକିସ୍ତାନକୁ ବିଶ୍ବକପରୁ ବାଦଦେବା ପାଇଁ କସରତ ଚାଲୁଥିବା ବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପାକିସ୍ତାନ ସହ ଖେଳିବା ପାଇଁ ପରାମର୍ଶ ଦେଇଛନ୍ତି । ସଚିନ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପାକିସ୍ତାନ ବିପକ୍ଷରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି । ବିଶ୍ବକପରେ ପାକିସ୍ତାନ

ଆଇପିଏଲର ଉଦଘାଟନୀ ସମାରୋହ ବାତିଲ…

ଚଳିତ ବର୍ଷ ହେବାକୁ ଥିବା ଆଇପିଏଲର ଉଦଘାଟନୀ  ସମାରୋହ ବାତିଲ  । ପୁଲୱାମା ଘଟଣା ପରେ ସାରା ଦେଶରେ ଦୁଃଖର ବାଦଲ ଛାଇଯାଇଛି  । ଶହୀଦଙ୍କ ପରିବାରକୁ ସାଧାରଣ ଜନତାଙ୍କ ଠାରୁ  ଆରମ୍ଭ କରି ଅଭିନେତା ସମସ୍ତେ ବଢ଼ାଇଛନ୍ତି ସାହାଯ୍ୟର ହାତ  । ଇତିମଧ୍ୟରେ ହେବାକୁ ଥିବା ଆଇପିଏଲର ଉଦଘାଟନୀ

ଅଷ୍ଟ୍ରେଲିଆ ସିରିଜରୁ ପାଣ୍ଡ୍ୟା ଆଉଟ୍,ଜାଡ଼େଜା ଇନ୍

ଅଷ୍ଟ୍ରେଲିଆ ବିପକ୍ଷରେ ଫେବୃଆରୀ ୨୪ରୁ ଆରମ୍ଭ ହେବାକୁ ଥିବା ଟି-୨୦ ଓ ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଜୋରଦାର ଝଟକା। ପିଠିରେ ଯନ୍ତ୍ରଣାଜନିତ ସମସ୍ୟା କାରଣରୁ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାକୁ ସିରିଜରୁ ବାହାରିବାକୁ ପଡ଼ିଛି। ତାଙ୍କ ଜାଗାରେ  ୫ ମ୍ୟାଚ୍

ପାକିସ୍ତାନ ସହ ୱାର୍ଲଡକପ୍ ଖେଳିବନି ଭାରତ ?

ପୁଲଓ୍ଵାମା ଆତଙ୍କୀ ହମ୍‌ଲା ପରେ ସବୁଠି ପାକିସ୍ତାନକୁ ବୟକଟ ଦାବି । ଏପରିସ୍ଥଳରେ ବିଶ୍ୱକପରେ ମଧ୍ୟ ପାକ୍‌କୁ ବୟକଟ୍‌ କରିବାକୁ ଶୁଭିଲାଣି ସ୍ୱର । ବିସିସିଆଇ ମଧ୍ୟ ଏ ପ୍ରସଙ୍ଗରେ ସରକାରଙ୍କ ପକ୍ଷରେ ପିଙ୍ଗିଛି ବଲ । ନିର୍ଦ୍ଧାରିତ ତାଲିକା ଅନୁଯାୟୀ ମ୍ୟାଚ ହେବ ବୋଲି ମଙ୍ଗଳବାର ଆଇସିସି