News World Odisha
Current News Updates
Browsing Category

କ୍ରୀଡ଼ା

ଚତୁର୍ଥ ଟେଷ୍ଟରେ ଭାରତ ଅଗ୍ରଣୀ

ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ତଥା ଅନ୍ତିମ ଟେଷ୍ଚ ମ୍ୟାଚରେ ୱିକେଟ ରକ୍ଷକ ଋଷବ ପନ୍ତଙ୍କ ରାଜ ଦେଖିବାକୁ ମିଳିଛି । ଋଷବ ୧୮୯ ବଲ ଖେଳି ୧୫ ଚୌକା ଓ ଗୋଟିଏ ଛକା ଜରିଆରେ ୧୫୯ ରନ ସଂଗ୍ରହ କରି ଅପରାଜିତ ରହିଛନ୍ତି । ତେବେ ପଡ଼ିଆରେ ଋଷବ ରାଜ…

ସିଡ୍‌ନୀ ଟେଷ୍ଟ: ଭାରତର ସମ୍ମାନ ରଖିଲେ ପୂଜାରା

ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଗୁରୁବାରଠାରୁ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ଅନ୍ତିମ ତଥା ୪ର୍ଥ ଟେଷ୍ଟ ଆରମ୍ଭ ହୋଇଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଭ୍ରମଣକାରୀ ଭାରତ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ପ୍ରଥମ ଇନିଂସରେ ୯୦ ଓଭରରେ ୪ ଉଇକେଟ୍ ହରାଇ ୩୦୩ ରନ ହାସଲ କରିଛି। ସିରିଜରେ ଚମତ୍କାର…

ରାଜନୀତି ରଙ୍ଗମଞ୍ଚରେ କ୍ରିକେଟ କପ୍ତାନ…

ଖେଳ ପଡ଼ିଆରୁ ରାଜନୀତିର ରାଜରାସ୍ତା । ଏପଟେ କ୍ରିକେଟ ଟିମ ପାଇଁ ଗୌରବ, ସେପଟେ ଲୋକଙ୍କ ସେବା କରିବାର ସୁଯୋଗ । ଏପରି ଦେଖିବାକୁ ମିଳିଛି ବାଂଲାଦେଶ କ୍ରିକେଟ ଟିମ ଦିନିକିଆର ଅଧିନାୟକ ମସାରଫେ ମୋର୍ତଜାଙ୍କ ପାଖରେ । ଦିନିକିଆର ଅଧିନାୟକ ଭୂମିକା ତୁଲାଉଥିବା ମୋର୍ତଜା ବାଂଲାଦେଶରେ ସାଂସଦ…

ମେଲବର୍ଣ୍ଣରେ ଯଶପ୍ରୀତଙ୍କ ଜଲୱା

ମେଲବର୍ଣ୍ଣ ଟେଷ୍ଟରେ ଯଶପ୍ରୀତ ବୁମରାଙ୍କ ଜଲୱା ଦେଖିବାକୁ ମିଳିଛି । ସେ ମୂଲ୍ୟବାନ ୬ଟି ୱିକେଟ ନେଇଥିବାରୁ ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ୧୫୧ ରନରେ ଧରାଶାୟୀ ହୋଇଛି । ଭାରତ ତୃତୀୟ ଟେଷ୍ଟର ପ୍ରଥମ ପାଳିରେ ୨୯୨ ରନରେ ଆଗୁଆ ରହିଛି । ତୃତୀୟ ଟେଷ୍ଟର ପ୍ରଥମ ଦୁଇ ଦିନ ଭାରତୀୟ…

ମେଲବର୍ଣ୍ଣ ଟେଷ୍ଟ: ଦ୍ୱିତୀୟ ଦିନରେ ଭାରତ ଆଗରେ

ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟରେ ଅଦ୍ୟାବଧି ଭାରତର ପଲା ଭାରି ରହିଛି. ଦ୍ୱିତୀୟ ଦିନରେ ଭାରତ ୭ ୱିକେଟ ହରାଇ ୪୪୩ ରନ କରିଥିବାବେଳେ ନିଜର ପାଳି ଘୋଷଣା କରିଛି .  ଦ୍ୱିତୀୟ ଦିନର ୱିକେଟ ଅପସାରଣ ବେଳକୁ ଅଷ୍ଟ୍ରେଲିଆ କୌଣସି ୱିକେଟ ନ ହରାଇ…

ପୂଜାରାଙ୍କ ଶତକ ପରେ ଭାରତକୁ ଝଟକା

ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଶତକ ହାସଲ କଲେ ଚେତେଶ୍ୱର ପୂଜାରା । ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ସେ ନିଜର ୧୭ତମ ଟେଷ୍ଟ ଶତକ ହାସଲ କରିଛନ୍ତି । ସେପଟେ ଅର୍ଦ୍ଧ ଶତକ ହାସଲ କରିଛନ୍ତି ଅଧିନାୟକ ବିରାଟ କୋହଲି । ତେବେ ଭାରତର ଏହି ଖୁସି ଅଧିକ ସମୟ ତିଷ୍ଠି…

ମେଲବର୍ଣ୍ଣ ଟେଷ୍ଟ: ପ୍ରଥମ ଦିନରେ ଭାରତର ସ୍ଥିତି ଦୃଢ଼

ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତର ସ୍ଥିତି ଦୃଢ଼ ରହିଛି । ପ୍ରଥମ ଦିନର ୱିକେଟ ଅପସାରଣ ବେଳକୁ ଭାରତ ୨ ୱିକେଟ ହରାଇ ୨୧୫ ରନ୍ ସଂଗ୍ରହ କରିଛି । ଅଧିନାୟକ ବିରାଟ କୋହଲି ୪୭ ରନ୍ ଓ ଚେତେଶ୍ୱର ପୂଜାରା ୬୮ ରନ୍ କରି ଅପରାଜିତ…

ମେଲବର୍ଣ୍ଣ ଟେଷ୍ଟ: ଅର୍ଦ୍ଧ ଶତକ ହାସଲ କଲେ ମୟଙ୍କ ଅଗ୍ରୱାଲ

ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ବୁଧବାର ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି । ବକ୍ସିଂ ଡେ’ରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିଛି । ଖବର ଶେଷ ସୁଦ୍ଧା ଭାରତ ଗୋଟିଏ ୱିକେଟ ହରାଇ ୧୦୮ ରନ ସଂଗ୍ରହ କରିଛି । ଓପନର ମୟଙ୍କ ଅଗ୍ରୱାଲ ନିଜର…

ଅଷ୍ଟ୍ରେଲିଆ କ୍ରିକେଟ ଟିମରେ ୭ ବର୍ଷର ବାଳକ  

କ୍ରିକେଟ ଇତିହାସର ନୂଆ ଏକ ଫର୍ଦ୍ଦ, ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ସାମିଲ ହେଲେ ୭ ବର୍ଷର ବାଳକ । ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟରେ ଦଳ ୭ ବର୍ଷୀୟ ଲେଗ୍ ସ୍ପିନର ଅର୍ଚ୍ଚି ସିଲରଙ୍କୁ ସାମିଲ କରିଛି । ୧୫ ନମ୍ବର ଖେଳାଳୀ ଭାବେ ସେ ଦଳରେ ସାମିଲ ହେବା ସହ…

ଯାଦବ: ଦିଲ୍ଲୀରୁ ମୁମ୍ବାଇ

ଦିଲ୍ଲୀ କ୍ୟାପିଟାଲ୍ସର ଅଲରାଉଣ୍ଡର ଜୟନ୍ତ ଯାଦବ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଛନ୍ତି । ସ୍ଥାନାନ୍ତରଣ ପ୍ରକ୍ରିୟା ମାଧ୍ୟମରେ ମୁମ୍ବାଇ ଇଣ୍ଡିଆନ୍ସକୁ ଯାଇଛନ୍ତି ଜୟନ୍ତ । କ୍ବିଣ୍ଟନ ଡିକକ୍ ପରେ ଜୟନ୍ତ ଦ୍ବିତୀୟ ଖେଳାଳି ଭାବେ ମୁମ୍ବାଇକୁ ସ୍ଥାନାନ୍ତର ହୋଇଥିବା ମୁମ୍ବାଇ ପ୍ରାଞ୍ଚାଇଜ…