News World Odisha
Current News Updates
Browsing Category

ରାଜ୍ୟ

ମଧ୍ୟପ୍ରଦେଶରେ ଝୁଲା ବିଧାନସଭା ସମ୍ଭାବନା

ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷିତ ହେଉଛି। ବର୍ତ୍ତମାନ ସୁଦ୍ଧା ଭୋଟ ଗଣତିର ଯେଉଁ ଆଗୁଆ ସୂଚନା ମିଳୁଛି, ସେଥିରେ ଛତିଶଗଡ଼ରେ କଂଗ୍ରସେ ସରକାର ଗଠନ କରିବାକୁ ଯାଉଛି। ସେଠାରେ ଦୀର୍ଘ ୧୩ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେପି ଓ ରମଣ ସିଂହଙ୍କୁ ଜନତା ଏହି…

କୋଣାର୍କ ଉପରେ ଡ୍ରୋନ୍

ପୁଣି କୋଣାର୍କ ମନ୍ଦିର ଉପରେ ଉଡିଲା ଡ୍ରୋନ୍ । ବିଦେଶୀ ପର୍ଯ୍ୟଟକ କୋଣାର୍କ ମନ୍ଦିର ବାହାର ବେଢ଼ାରେ ଡ୍ରୋନ୍ ଉଡାଇଥିଲେ  । ଡ୍ରୋନ୍ ଉଡାଉଥିବା ସମୟରେ ASIର କର୍ମଚାରୀ ବିଦେଶୀ ପର୍ଯ୍ୟଟକଙ୍କୁ ବିରୋଧ କରିବା ସହ ଅଟକ ରଖିଥିଲେ । ବିଦେଶୀ ପର୍ଯ୍ୟଟକ ଦୁଇ ଜଣ ଋଷର ହୋଇଥିବା ସୂଚନା ମିଳିଛି  ।…

ମଧ୍ୟପ୍ରଦେଶରେ ମ୍ୟାଜିକ୍ ନମ୍ବର ଛୁଇଁଲା କଂଗ୍ରେସ

ରାଜସ୍ଥାନ ଏବଂ ଛତିଶଗଡ ପରେ ମଧ୍ୟପ୍ରଦେଶରେ ବାଜିମାତ୍ କଂଗ୍ରେସ । ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁସାରେ, ମଧ୍ୟପ୍ରଦେଶରେ ବିଜେପିକୁ ପଛରେ ପକାଇ ଆଗକୁ ବଢି ଚାଲିଛି କଂଗ୍ରେସ । ରିପୋର୍ଟ ଲେଖିବା ସମୟ ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ବିଜେପିକୁ ୯୯ଟି ଆସନ ମିଳିଥିବା ବେଳେ କଂଗ୍ରେସ ୧୧୬ଟି…

ଆଗକୁ ଆହୁରି ବଢ଼ିବ ଶୀତ

ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ।  ବାତ୍ୟାରେ କୌଣସି ଆଶଙ୍କା ନାହିଁ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହେବାର ସମ୍ଭାବନା ରହିଛି । କିନ୍ତୁ ଓଡ଼ିଶା ଉପରେ ତାର କୌଣସି ପ୍ରଭାବ ନାହିଁ । ଦକ୍ଷିଣ ଓଡ଼ିଶାର କିଛି…

ବିପଦଶୂନ୍ୟ କୋଣାର୍କ

କୋଣାର୍କ ମନ୍ଦିରର ସ୍ଥିତି ବିପଦରେ ନେଇ ପ୍ରକାଶ ପାଉଥିବା ଖବର ସତ ନୁହେଁ । ମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ରହିଛି । ମନ୍ଦିର ସୁରକ୍ଷା ନେଇ ସବୁଆଡୁ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ ଏଭଳି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । ରାଜ୍ୟ ଅତିଥି ଭବନ ପରିସରରେ…

ଅଗ୍ନି-୫ ବାଲାଷ୍ଟିକ ମିସାଇଲର ସଫଳ ପରୀକ୍ଷଣ…୨୦ ମିନିଟରେ ଟାର୍ଗେଟକୁ କରିପାରିବ ଧ୍ୱଂସ

ଚାନ୍ଦିପୁର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୫ ବାଲିଷ୍ଟିକ୍ ମିସାଇଲର ପରୀକ୍ଷଣ ସଫଳ ହୋଇଛି । ଅପରାହ୍ନ ୧ଟା ୨୮ମିନିଟରେ କଲାମ ଦ୍ୱୀପର ୪ ନମ୍ବର ଲଂଚ ପ୍ୟାଡରୁ ଏହି ଅନ୍ତଃମହାଦଶେୀୟ ବାଲାଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ଡିଆରଡିଓ ନିର୍ମାଣ କରିଥିବା ଅଗ୍ନି-୫ ମିସାଇଲର…

ଇସ୍ତଫା ଦେଲେ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ

ପଦ ଛାଡିଲେ ଉର୍ଜିତ ପଟେଲ ।  ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦବୀରୁ ଇସ୍ତଫା ଦେଇଛନ୍ତି ଉର୍ଜିତ ପଟେଲ । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ଏକ ବିବୃତି ଜାରି କରିଛନ୍ତି । କାର୍ଯ୍ୟକାଳର ବର୍ଷେ ପୂର୍ବରୁ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । କେନ୍ଦ୍ର…

୨୦୧୯ ସେମିଫାଇନାଲ୍

ଆସନ୍ତାକାଲି ପ୍ରକାଶ ପାଇବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏହି ଫଳ ବେଶ ଗୁରୁତ୍ୱ ବହନ କରୁଥିବାବେଳେ ଫାଇନାଲ ପୂର୍ବରୁ ଏହାକୁ ସେମିଫାଇନାଲ କୁହାଯାଉଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମର ରେଜଲ୍ଟ ପ୍ରକାଶ ପାଇବ ।…

ଅନୁଗୁଳ ପୋଲିସକୁ ମିଳିଲା ସଫଳତା

ଅନୁଗୁଳ ପୋଲିସକୁ ମିଳିଛି ବଡ଼ଧରଣର ସଫଳତା। ବ୍ୟାଙ୍କ ଡକାୟତିର ମୁଖ୍ୟ ଅଭିଯୁକ୍ତ ମାଧବ ରବି ଦାସକୁ ଗିରଫ କରିଛି ଅନୁଗୁଳ ପୋଲିସ। ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଗତ ଏପ୍ରିଲ ମାସ ୬ତାରିଖରେ ଆନ୍ଧ୍ର ବ୍ୟାଙ୍କ ଓ ୭ ଜୁଲାଇରେ ଇଣ୍ଡିଆନ୍ ବ୍ୟାଙ୍କ ଡକାୟତି ହୋଇଥିଲା । ପୋଲିସ ସବୁସ୍ଥାନରେ…

କୁମାରୀତ୍ୱ ବିକିବାକୁ ଚାହୁଁଥିବା ଏ ଓଡିଆ ଝିଅଟି କିଏ ?

ହଁ...ଆପଣ ଏହାକୁ ପଢନ୍ତୁ...କିନ୍ତୁ ଅପେକ୍ଷା କରନ୍ତୁ । ଖୁବଶୀଘ୍ର ଏହାର ନିଷ୍କର୍ଷରେ ପହଞ୍ଚିବା ପାଇଁ ଚେଷ୍ଟା କରନ୍ତୁନି । ପୁରା କାହାଣୀ ଜାଣିବା ପାଇଁ ଆପଣଙ୍କୁ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ଆମ ଝିଅମାନଙ୍କ ‘ଲାଇଫ୍ ଚେଞ୍ଜିଙ୍ଗ୍’ ପ୍ଲାନ୍ ଅନେକ ଲୋକଙ୍କ ପାଇଁ…