News World Odisha
Current News Updates
Browsing Category

ରାଜ୍ୟ

ମୋଦିଙ୍କ ସଭାରେ ପହଞ୍ଚି ପାରିଲେନି ବିଜେପି କର୍ମୀ

ମୋଦି ସଭାରେ ପହଞ୍ଚି ପାରିଲେନି ବିଜେପି କର୍ମୀ । ନବରଙ୍ଗପୁର ରାଇଘର ଯୋଡ଼ିଙ୍ଗରୁ ଏକ ବୋଲେରୋ ଗାଡ଼ିରେ ୯ ଜଣ ବିଜେପି କର୍ମୀ ବଲାଙ୍ଗିର ଆସୁଥିବାବେଳେ କଳାହାଣ୍ଡି ଜାତୀୟ ରାଜପଥ ୨୬ରେ ଭାରସାମ୍ୟ ହରାଇ ବୋଲେରୋଟି ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଡ୍ରାଇଭର ସମେତ ୬ ବିଜେପି କର୍ମୀ ଗୁରୁତର…

ପଞ୍ଚମ ଦିନରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ଦିନ ବଢ଼ିବା ସହ ଜମୁଛି ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଆଜି ହେଉଛି ଧନୁଯାତ୍ରାର ପଞ୍ଚମ ସନ୍ଧ୍ୟା । କଂସ ମହାରାଜଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ପଡ଼ିଲେଣି ମଥୁରାବାସୀ । ପଞ୍ଚମ ସନ୍ଧ୍ୟାରେ ମଥୁରାରେ କଂସ ମହାରାଜଙ୍କ ବ୍ରହ୍ମଚାରୀ ଅଞ୍ଚଳରେ ଦିଗବିଜୟ, ରାକ୍ଷସ-ରାକ୍ଷସୀଙ୍କ ନିଧନ ଖବରପାଇ…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା । ଚଳିତମାସ ୬ରୁ ୧୪ ତାରିଖ ଯାଏଁ ୯ ଦିନ ଧରି ଭିତରକନିକା ବନ୍ଦ ରହିଥିଲା। ଏହି ସମୟରେ ଭିତରକନିକା ଭିତରେ ପ୍ରବାହିତ ନଦୀ, ନାଳ ଗୁଡିକରେ ଥିବା ବଉଳା କୁମ୍ଭୀର ଓ ଭିତରକନିକାରେ ଭିଡ଼ ଜମାଇଥିବା ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଇଥିଲା।…

ଭୟାବହ ଅଗ୍ନିକାଣ୍ଡ:ଜଳିଗଲା ୫୦ ବଖରା ଘର

ନିଆଁର ଆଁରେ ଅଧା ଗାଁ । ଭଦ୍ରକ ନିର୍ଗୁଣ୍ଡି ପଞ୍ଚାୟତ ଗୁହାଳିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ୫୦ ବଖରା ଭସ୍ମୀଭୂତ ହୋଇଯାଇଛି । ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡରେ ୫ ବାଇକ୍‌ ପୋଡ଼ିବା ସହ ୫ ଗୋରୁ ଜୀବନ୍ତ ଦଗ୍ଧ…

ନବୀନଙ୍କ ଟାର୍ଗେଟରେ କୃଷକ

ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଆରମ୍ଭ ହେବ କୃଷି ଓଡ଼ିଶା ୨୦୧୯ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । କୃଷକଙ୍କ ଆୟ ଦ୍ୱିଗୁଣିତ ହେବା, କୃଷି ଉଦ୍ୟୋଗୀକରଣ, ଜୈବିକ କୃଷି, ସାମୁଦ୍ରିକ ଓ ମଧୁର ମାଛର ପ୍ରକ୍ରିୟାକରଣ ଓ କୃଷି କ୍ଷେତ୍ରରେ ମହିଳାଙ୍କ…

ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଆଜି ବଲାଙ୍ଗିର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗସ୍ତକାଳରେ ପ୍ରଧାନମନ୍ତ୍ରୀ ୧୫ ଶହ ୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ବଲାଙ୍ଗିର-ଖୋର୍ଦ୍ଧା ୧୬କିଲୋମିଟର ରେଳପଥ ସହ ବିଛୁପାଲି ରେଳ ଷ୍ଟେସନ ଓ ନୂଆ ଟ୍ରେନ୍ ଚଳାଚଳର…

ଗେରୁଆ ରଙ୍ଗରେ ସଜେଇ ହେଉଛି ବଲାଙ୍ଗିର

ଗେରୁଆ ରଙ୍ଗରେ ସଜେଇ ହେଲାଣି ବଲାଙ୍ଗିର ସହର । ରାସ୍ତାଘାଟ ଚାରିଆଡ଼େ ଦିଶିଲାଣି ପଦ୍ମ ଚିହ୍ନର ଦଳୀୟ ପତାକା । ଛକକୁ ଛକ ବଡ଼ ବଡ଼ ହୋର୍ଡିଂ ସାଙ୍ଗକୁ ରାସ୍ତା କଡ଼ରେ ମୋଦିଙ୍କ ବ୍ୟାନର ବଲାଙ୍ଗିରରେ ନିର୍ବାଚନର ଭ୍ରମ ସୃଷ୍ଟି କଲାଣି । ରାସ୍ତା କଡ଼ର ଏହି ସାଜସଜ୍ଜାକୁ ଦେଖିଲେ ସହର ଯେ…

ବିଜେଡିରେ ମିଶିବେ ବିରୋଧୀ ବିଧାୟକ: କଂଗ୍ରେସରୁ ୪, ବିଜେପିରୁ ୩

ବିଜେଡି ମୁହାଁ ବିରୋଧୀ ବିଧାୟକ  । ନିର୍ବାଚନ ଯେତେ ପାଖେଇ ଆସୁଛି ନିଜ ଘର ଛାଡ଼ି ପର ଘରକୁ ଦୌଡ଼ୁଛନ୍ତି ବିରୋଧୀ  ବିଧାୟକ । କଂଗ୍ରେସ କ୍ୟାମ୍ପ ଓ ଗେରୁଆ ଗଳିରୁ ବାହାରି ସବୁଜ ଶଯ୍ୟାରେ ଶାନ୍ତିରେ ଶୋଇବାକୁ ବିଛଣା ସଜାଡ଼ିଲେଣି ବିରୋଧୀ ବିଧାୟକ । ତେବେ ସବୁଜ ଶିବିରକୁ ଆସିବାରେ ଅନେକ ନାଁ…

ପ୍ରଧାନମନ୍ତ୍ରୀଙ୍କୁ ପିସିସି ସଭାପତିଙ୍କ ୫ ପ୍ରଶ୍ନ

ଆସନ୍ତାକାଲି ବଲାଙ୍ଗିର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏହା ପରେ ମୋଦି ଭାରତୀୟ ଜନତା ପାର୍ଟିର ସମାବେଶରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିବେ । ତେବେ ଗସ୍ତ ପୂର୍ବରୁ ପିସିସି…

ଅଲଗା କଲେ ଆତ୍ମହତ୍ୟା କରିବୁ: ସମଲିଙ୍ଗୀ ଦମ୍ପତି

କେନ୍ଦ୍ରାପଡ଼ା: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ରାଜ୍ୟର ପ୍ରଥମ ସମଲିଙ୍ଗୀ ଭାବେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ୨ ଯୁବତୀ । ସାରା ଜୀବନ ଏକାଠି ରହିବା ସହ ଭବିଷ୍ୟତରେ ଅସୁବିଧା ହେଲେ ଆଇନର ସହାୟତା ନେବେ ନାହିଁ ବୋଲି ଶପଥ ନେଇଥିବା ଦମ୍ପତିଙ୍କୁ କିନ୍ତୁ ଥାନାର ଦ୍ବାରକୁ  ଆସିବାକୁ…