News World Odisha
Current News Updates
Browsing Category

ରାଜ୍ୟ

ସମ୍ପତ୍ତି ବି ସାଦାସିଧା; ଜାଣନ୍ତୁ ନବୀନଙ୍କ ସମ୍ପତ୍ତି କେତେ ?

ଆଜି ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ସହିତ ସେ ତାଙ୍କର ସତ୍ୟପାଠରେ ନିଜ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ସହ ନିଜ ସମ୍ପତ୍ତିର ମଧ୍ୟ ତାଲିକା ଦେଇଛନ୍ତି ନବୀନ । ନବୀନଙ୍କ ଜୀବନ ଶୈଳୀ ଯେପରି ସାଦାସିଧା ତାଙ୍କ

ହୋଲି ପାଇଁ କଡ଼ା ସୁରକ୍ଷା

କମିଶନରେଟ ପୋଲିସର ହୋଲି ସୁରକ୍ଷା ଚିନ୍ତା । ସୁରକ୍ଷିତ ହୋଲି ଖେଳିବାକୁ ପରାମର୍ଶ ଦେଇଛି କମିଶନରେଟ୍‌ ପୋଲିସ । ଉତ୍ତେଜନା ପ୍ରବଣ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି ହେବ । ନଦୀ ଓ ପୋଖରୀରେ ମୁତୟନ ହେବେ ଓଡ୍ରାଫ ଟିମ୍‌ । ଭୁବନେଶ୍ବରରେ ୧୫ ଓ କଟକରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବ। ଏଥି ସହିତ

ନବୀନ-ଜୟଙ୍କ ଯୋଡ଼ି, ଆମ୍ବ ବେଳେ ଆମ୍ବ ସଙ୍ଗାତ ଭଳି…?

ସାଙ୍ଗରେ ବୁଲୁଥିଲେ, ସାଙ୍ଗରେ ବସୁଥିଲେ ଆଉ ସାଙ୍ଗରେ ବି ଖାଉଥିଲେ  । ଢେଙ୍କାନାଳ ଆକାଶରେ ବୈଜୟନ୍ତଙ୍କ ହେଲିକପ୍ଟର ଜୁଆଡ଼େ ଉଡ଼ୁଥିଲା, ଜୟଙ୍କ ପାଖ ସିଟରେ ବସି ସିଆଡ଼େ ଉଡ଼ୁଥିଲେ ବୈଜୟନ୍ତଙ୍କ ବୁଜମ୍ ଫ୍ରେଣ୍ଡ ନବୀନ ନନ୍ଦ  । ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଓ ବୈଜୟନ୍ତଙ୍କ

କଳା ପଗଡିରେ ହଳଦିଆ କାରବାର: ମୁଣ୍ଡରେ ଆଣୁଥିଲେ ୨୦ଲକ୍ଷର ସୁନା

ଭୁବନେଶ୍ବର ବିମାନବନ୍ଦର ପାଲଟିଛି ସୁନା ସ୍ମଗ୍‌ଲର୍‌ଙ୍କ ସଫ୍ଟ ଟାର୍ଗେଟ୍‌ । ଏଥର ବ୍ୟାଙ୍କକରୁ ସୁନା ଧରି ଆସିଲେ, ଭୁବନେଶ୍ବରରେ ସିଆଇଏସ୍‌ଏଫ୍‌ ହାତରେ ଧରାପଡ଼ିଲେ । ଏଠାରେ ବାରମ୍ବାର ସୁନା ଜବତ ହେଉଛି, ହେଲେ ସ୍ମଗ୍‌ଲିଂ ବନ୍ଦ ହେଉନି । ଗତ 6 ମାସରେ ଭୁବନେଶ୍ବର ବିମାନ ବନ୍ଦରରୁ 5

ନବୀନଙ୍କ ପ୍ରିୟ ‘ପଖାଳ କଂସା’

ଆଜି ପଖାଳ ଦିବସରେ ଯୁବପିଢିଙ୍କ ପ୍ରଥମ ଡିମାଣ୍ଡ ରହିଛି ପଖାଳ । ହୋଟେଲ ହେଉ କି ରେସ୍ତୁରାଁ, ଧନୀ ହୁଅନ୍ତୁ କି ଗରିବ ସମସ୍ତେ ଆଜି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଖାଇ ମନାଇଛନ୍ତି ପଖାଳ ଦିବସ । ତେବେ ଏହି ଖୁସିରୁ କେମିତି ବା ବାଦ ପଡ଼ିଥାନ୍ତେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୁଣି ଦମ୍ଭ ଦେଖାଇଲେ ନବୀନ: ଏଥର ବି ବିଜେଡିର ବିପୁଳ ବିଜୟ ହେବ

୧୯ ନିର୍ବାଚନ ନେଇ ପୁଣି ଥରେ ଦମ୍ଭ ଦେଖାଇଲେ ନବୀନ  । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନ ପାଇଁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି  । ଏଥର ନିର୍ବାଚନରେ ଆମେ ପ୍ରଚୁର ସିଟ୍ ଜିତିବୁ ବୋଲି ଦମ୍ ଦେଖାଇଛନ୍ତି ନବୀନ  । ନାମାଙ୍କନ ଦାଖଲ ପରେ ପ୍ରତିକ୍ରିୟା ଦେଉଥିବା ବେଳେ

ନାମାଙ୍କନ ଦାଖଲ କଲେ ନବୀନ

୧୯ ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ନବୀନ । ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ପ୍ରଥମ ପ୍ରାର୍ଥୀ ଭାବେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ।

ଚୋର ଭାବି ଲଣ୍ଡା କଲେ

ଚୋର ସନ୍ଦେହରେ ଲଣ୍ଡା କଲେ ଗାଁଲୋକ  । ଏହାସହ ନିର୍ଦ୍ଧୁମ ପିଟିଲେ ସେତିକିରେ ମନ ଶାନ୍ତି ହେଲାନି ଗାଁ ସାରା ବୁଲାଇଲେ ଯୁବକଙ୍କୁ  । ଏମିତି ଅଭାବନୀୟ ଘଟଣା ଆସିକାରେ କବିସୂର୍ଯ୍ୟନଗର ନନ୍ଦିଆଗଡ଼ାରେ ଦେଖିବାକୁ ମିଳିଛି। ଚୋର ସନ୍ଦେହରେ ଯ଼ୁବକଙ୍କୁ ଲଣ୍ଡା କରି ଗାଁ ସାରା

ନାମାଙ୍କନ ପୂର୍ବରୁ ମା’ଙ୍କ ଆଶୀର୍ବାଦ ନେଲେ ନବୀନ

ଗଂଜାମ ତାରା ତାରିଣୀ ମନ୍ଦିରରେ ପହଂଚି ମାଆଙ୍କ ଆଶୀର୍ବାଦ ନେଇଛନ୍ତି ନବୀନ ପଟ୍ଟନାୟକ । ଆଉ କିଛି ସମୟ ପରେ ହିଂଜିଳିରୁ ନାମାଙ୍କନ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ୟ ପର୍ଯ୍ୟାୟ ନିର୍ବାଚନ ଲାଗି ମଙ୍ଗଳବାର ବିଜ୍ଞପ୍ତି ଜାରି ହେବା ସହ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା